ଦେଶ- ବିଦେଶ

ଏହି 4 ଟି ନାମର ପୁରୁଷ ହୋଇଥାନ୍ତି ନିଜ ସ୍ତ୍ରୀ ଙ୍କର ଦିବାନା, ସ୍ତ୍ରୀ ଙ୍କ ଖୁସି ପାଇଁ କିଛି ବି କରି ପାରନ୍ତି- Jyotish Shastra

କୁହାଯାଏ ଯେ ଏହି ୪ଟି ନାମ ଥିବା ପୁରୁଷ ନିଜ ସ୍ତ୍ରୀର ଦିୱାନା ହୋଇଥାନ୍ତି । ବାହାଘର ପୂର୍ବରୁ ପ୍ରତ୍ୟେକ ବଧୁର କୁଣ୍ଡଳୀ ମିଳାଇବା ବହୁତ ପୁରୁଣା ପରମ୍ପରା ଅଟେ କିନ୍ତୁ ସମସ୍ତେ କଣ ଜାଣନ୍ତି କି ଭଲପାଇବା ନାଁ ଉପରେ ମଧ୍ୟ ନିର୍ଭର କରିଥାଏ । ଆମ ଶାସ୍ତ୍ରରେ ନାମର ବହୁତ ମହତ୍ତ୍ଵ ଅଛି । ନାମର ପ୍ରଥମ ଅକ୍ଷର ପୂର୍ବରୁ ରାଶି ସ୍ଥିର ଥାଏ ଏବଂ କୁଣ୍ଡଳୀ ବନେ । ସମସ୍ତ ବ୍ୟକ୍ତି ସେ ପୁରୁଷ ହେଉ କିମ୍ବା ନାରୀ ଗୋଟିଏ ଏମିତି ସମୟ ଆସେ ଯେତେବେଳେ ସେ ଜଣକୁ ପସନ୍ଦ କରେ ।

ଯେତେବେଳେ ଗୋଟିଏ ଝିଅ ବିବାହ କରେ ସେତେବେଳେ ତା’ର ବହୁତ ଆଶା, ଆକାଂକ୍ଷା ଥାଏ କି ତା ଜୀବନସାଥୀ ତାକୁ ବହୁତ ଭଲ ପାଉ, ତା ସାଥ୍ ଦେଉ‌ । କିଛି ଭାଗ୍ୟ ଶାଳୀ ଝିଅଙ୍କୁ ନିଜ ସ୍ବପ୍ନରେ ଫିଟ୍ ହେବାକୁ ଜୀବନସାଥି ମିଳି ଯାଆନ୍ତି ।

ଆଜି ଆମେ ସେହି ସ୍ବାମୀଙ୍କ ନାଁ କହିବାକୁ ଯାଉଛୁ କି ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜାଣିବେ ସେମାନଙ୍କ ସ୍ବଭାବ କିପରି ହେବ ଏବଂ ଆଗକୁ ଚାଲି ସେମାନଙ୍କ ସ୍ତ୍ରୀ ସହ ସମ୍ପର୍କ କେମିତି ରହିବ, ତାକୁ ବହୁତ ପ୍ରେମ ଏବଂ ସମ୍ମାନ ଦେବେ ନା ଗୋଟିଏ ସାଧାରଣ ସ୍ବାମୀ ହେଇ ରହିବେ ।

ସବୁଠାରୁ ପ୍ରଥମେ କୁହାଯାଏ ଯେ K ନାମ ବିଷୟରେ । ଯେଉଁ ପୁରୁଷଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ସେ ଜିଦ୍ଦୀ ସ୍ବଭାବର ହୋଇଥାନ୍ତି କିନ୍ତୁ ଏମାନେ ନିଜ ସ୍ତ୍ରୀ କିମ୍ବା ଜୀବନସାଥିକୁ ବହୁତ ଭଲ ପାଆନ୍ତି । କୁହାଯାଏ ଯେ ବିବାହ ପୂର୍ବରୁ ଏମାନଙ୍କର ଯାହା ସ୍ବଭାବ ଥାଏ ବାହାଘର ପରେ ଏମାନଙ୍କ ସ୍ବଭାବ ସମ୍ପୂର୍ଣ୍ଣ ବଦଳି ଯାଏ‌ ଏବଂ ନିଜ ସ୍ତ୍ରୀ ପାଇଁ କିଛି ବି କରି ପାରନ୍ତି ।

ଦ୍ବିତୀୟରେ ଆସେ A ନାମ ଥିବା ପୁରୁଷ । ଏମାନେ ନିଜ ସ୍ତ୍ରୀର ବହୁତ ଭଲ ଯତ୍ନ ନିଅନ୍ତି ଏବଂ ତାଙ୍କୁ କୈାଣସି ସମୟରେ କିଛି ବି ସାହାଯ୍ୟ କରିବାକୁ ପଛାନ୍ତି ନାହିଁ । ସେ ନିଜ ସ୍ତ୍ରୀର ଆଃ ଘୁରି ବୁଲନ୍ତି । ତୃତୀୟରେ ହେଲେ R ନାମ ଥିବା ପୁରୁଷ । ଯଦି ଏହି ଅକ୍ଷର ଥିବା ବ୍ୟକ୍ତିଙ୍କ ବିଷୟରେ କଥା ହେବା ଏମାନେ ସମସ୍ତ ଛୋଟ ବଡ଼ କଥାରେ ନିଜ ସ୍ତ୍ରୀକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି, ଖାଲି ଏତିକି ନୁହେଁ ସେ ନିଜ ସ୍ତ୍ରୀର ଖୁସି ପାଇଁ କିଛିବି କରି ପାରିବେ ।

ଚତୁର୍ଥ ଏବଂ ଶେଷରେ କୁହାଯାଏ ଯେ P ନାମ ଥିବା ପୁରୁଷଙ୍କ ବିଷୟରେ । ଏହି ଲୋକ ନିଜ ସ୍ତ୍ରୀ ପ୍ରତି ବହୁତ ବିଶ୍ବସ୍ତ ହୋଇଥାନ୍ତି ଏବଂ ସେତିକି ମଧ୍ୟ ଉତ୍ସର୍ଗ ରୁହନ୍ତି । ଆପଣଙ୍କୁ ଏହା ମଧ୍ୟ କହିଦେବୁ ଏମାନଙ୍କର ମାନବିକତା ବହୁତ ଭଲ ହୋଇଥାଏ । ଏହି ଗୁଣ ଯୋଗୁଁ ଏମାନେ ଅତି ଶିଘ୍ର ବୁଝି ଥାଆନ୍ତି ଯେ ଏମାନଙ୍କ ସ୍ତ୍ରୀ କଣ ଚାହୁଁଛି । ଜଦି ଆପଣଙ୍କ ସ୍ବାମୀ ଏହି ଚାରିଟି ନାମର ଅକ୍ଷର ଭିତରୁ ଆରମ୍ଭ ହେଉଛି ତେବେ ବୁଝି ଯାଆନ୍ତୁ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ଆପଣଙ୍କୁ ଆପଣଙ୍କ ସ୍ବାମୀ ଠାରୁ କୈାଣସି ଅଭିଯୋଗ ଆସିବାର ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button