ଜ୍ୟୋତିଷ

ସବୁଠୁ ଅଧିକ ଧୋକେବାଜ ହୋଇଥାନ୍ତି ଏହି 5 ଟି ରାଶିର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ରାଶି ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସବୁଠାରୁ ଅଧିକ ଧୋକେବାଜ ହୋଇଥାନ୍ତି । ବନ୍ଧୁଗଣ ଝିଅ ହୁଅନ୍ତୁ ଅଥବା ପୁଅ ସମସ୍ତେ ନିଜ ଜୀବନରେ ନିଜ ଜୀବନ ସାଥି ଙ୍କ ଅନୁସନ୍ଧାନ କରିଥାନ୍ତି ଏବଂ ସମସ୍ତେ ନିଜ ଜୀବନରେ ଏଭଳି ଏକ ଜୀବନ ସାଥି ଚାହିଁଥାନ୍ତି ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ । କିନ୍ତୁ ବନ୍ଧୁଗଣ ବେଳେବେଳେ ପ୍ରାୟ ବ୍ୟକ୍ତି ନିଜ ଜୀବନ ସାଥି ଖୋଜିବା ମାମଲାରେ ଭୁଲ ହୋଇଯାଇଥାନ୍ତି ଏବଂ ସେ ଜୀବନ ସାରା ଦୁଃଖ ରେ ରୁହନ୍ତି ।

ବନ୍ଧୁଗଣ ପ୍ରାୟତଃ ଝିଅ ଅଛନ୍ତି ଯେଉଁମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି ଏବଂ ନିଜ ସ୍ୱାର୍ଥ ହାସଲ କରିବା ନିମନ୍ତେ ସେମାନେ କିଛିବି କରିଥାନ୍ତି ଏବଂ ଆବଶ୍ୟକ ପଡ଼ିଲେ ନିଜ ଜୀବନସାଥୀ ଙ୍କୁ ମଧ୍ୟ ଧୋକା ଦେଇଥାନ୍ତି ।

କିନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ପୂର୍ବରୁ ଜାଣିବା କଷ୍ଟକର ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ରାଶି ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସବୁଠାରୁ ଅଧିକ ଧୋକେବାଜ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି, ‘ମିଥୁନ ରାଶି’ । ବନ୍ଧୁଗଣ ଏହି ରାଶି ଥିବା ଝିଅ ମାନେ ସର୍ବଦା ନିଜ ଜୀବନରେ ନୂତନ ଜିନିଷ ର ଆଶା ରଖିଥାନ୍ତି ଏବଂ ବହୁତ ଶୀଘ୍ର ଗୋଟିଏ ଜିନିଷ ରୁ ବୋର ହୋଇଯାନ୍ତି । ଯଦି ଏମାନଙ୍କ ଜୀବନ ସାଥି ଏମାନଙ୍କୁ ତାଙ୍କ ଇଚ୍ଛା ଅନୁସାରେ କୌଣସି ଜିନିଷ ତାଙ୍କୁ ପ୍ରଦାନ କରି ନଥାନ୍ତି ତେବେ ଏହି ରାଶିର ଝିଅ ମାନେ ରିଲେସନ ରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ଏବଂ ନିଜ ଜୀବନ ସାଥୀଙ୍କୁ ଛାଡ଼ି ଦେଇଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ବିଚ୍ଛା ରାଶି’ । ବନ୍ଧୁଗଣ ଏହି ରାଶିର ଝିଅ ମାନେ କୌଣସି ରିଲେସନ ରେ କମିଟମେଂଟ ରେ ରହିବା ପସନ୍ଦ କରନ୍ତି ନାହିଁ ଏବଂ ଏହି ରାଶିର ଝିଅ ମାନେ ଏହି କାରଣରୁ କୌଣସି ରିଲେସନ ରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ରାଶି ଟି ହେଉଛି, ‘ଧନୁ ରାଶି’ । ବନ୍ଧୁଗଣ ଏହି ରାଶିର ଝିଅ ମାନେ ୱାଇଲଡ଼ ନେଚର ର ହୋଇଥାନ୍ତି । ଏମାନେ ନିଜ ଜୀବନ ରେ କୌଣସି ପ୍ରତିବନ୍ଧକ ପସନ୍ଦ କରନ୍ତି ନାହିଁ । ଯଦି ଏମାନଙ୍କ ଜୀବନ ସାଥି ଏମାନଙ୍କୁ କୌଣସି କ୍ଷେତ୍ରରେ ରୋକି ଥାଆନ୍ତି ତେବେ ଏହି ରାଶିର ଝିଅ ମାନେ ସମ୍ପର୍କ ଭାଙ୍ଗି ଦେଇଥାନ୍ତି ।

 

୪. ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ସିଂହ ରାଶି’ । ବନ୍ଧୁଗଣ ଏହି ରାଶିର ଝିଅ ମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି । ଏମାନେ ସମସ୍ତ କ୍ଷେତ୍ରରେ ନିଜର ସ୍ୱାର୍ଥ ଦେଖିଥାନ୍ତି । ଯଦି ଏମାନଙ୍କ ଜୀବନ ସାଥି ଏମାନଙ୍କ କୌଣସି ଆବଶ୍ୟକତା ପୂରଣ କରିପାରି ନଥାଏ ତେବେ ସ ତୁରନ୍ତ ସମ୍ପର୍କ ଭାଙ୍ଗି ଦିଅନ୍ତି ।

୫. ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, ‘କୁମ୍ଭ ରାଶି’ । ବନ୍ଧୁଗଣ ଏହି ରାଶି ମାନେ ନିଜ ସମ୍ପର୍କ କୁ ନେଇ ବହୁତ ଇମାନଦାର ଥାଆନ୍ତି ଏବଂ ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଆନ୍ତି । ଏହି ରାଶିର ଝିଅ ମାନେ ନିଜ ଜୀବନ ସାଥୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି କିନ୍ତୁ ମାତ୍ର ସେତେବଳ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଏମାନଙ୍କ ମନରେ ନିଜ ଜୀବନ ସାଥି ଙ୍କ ପାଇଁ ଭଲ ପାଇବା ରହିଛି । ଥରେ ଏହି ଭଲ ପାଇବା କମିଗଲେ ଏହି ରାଶିର ଝିଅ ମାନେ ସଂପର୍କ ଭାଙ୍ଗି ଦିଅନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ସାଥି ମଧ୍ୟ ଏହି ରାଶିର ତେବେ ସର୍ବଦା ଚେଷ୍ଟା କରିବେ ଯେ, ଆପଣଙ୍କ ସମ୍ପର୍କରେ କେବେବି ଭଲ ପାଇବା କମି ନଯାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button