ଖେଳ ଖବର

Rishabh Pantଙ୍କ ପାଇଁ Saha କହିଲେ ଏମିତି ଯାହାକୁ ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଆପଣ ମାନେ ଜାଣିଥିବେ ରିସବ ପନ୍ତ ଏବେ କିଛି ଦିନ ଭିତରେ ୱିକେଟ କିପିଙ୍ଗ କରୁଛନ୍ତି କାରଣ ଯେହେତୁ ଅବିକା ଧୋନୀ ଖେଳୁ ନାହାନ୍ତି ତେଣୁ କରି ତାଙ୍କ ବଡ ଲରେ ଏବେ ରିସବ ପନ୍ତ ୱିକେଟ କିପିଙ୍ଗ କରୁଛନ୍ତି କିନ୍ତୁ ତାଙ୍କ ପୂର୍ବରୁ ରିଦିମାନ ସାହା କିପିଙ୍ଗ କରୁଥିଲେ କିନ୍ତୁ ଏବେ ଭଲ ପ୍ରତି ଦ୍ଵନ୍ଦୀୟ ହିସାବରେ ଆସିଛନ୍ତି ଏବେ ତାଙ୍କ କ୍ରିକେଟ କ୍ଯାରିଅୟର ଉପରେ କୌଣସି ଏକ ଅସୁବିଧା ହେବାର ଦେଖା ଯାଉଛି । ଏହି ଭଳି ସମୟରେ ରିସବ ପନ୍ତଙ୍କ ବିଷୟରେ ସାହା ଏମିତି କିଛି କଥା କହିଛନ୍ତି ଯେ ଆପଣଙ୍କର ମନ ବହୁତ ଖୁସି ହୋଇଯିବ ଓ ଆପଣ ସାହାଙ୍କୁ ଧନ୍ୟବାଦ ଦେବା ସହ ସେ କେତେ ମହାନ ବୋଲି ଜାଣିପାରିବେ ।

ରିସବ ପନ୍ତ ଏବେ ତାଙ୍କ ଜାଗା ନେଇଛନ୍ତି ଓ ଭଲ ମଧ୍ୟ ଖେଳୁଛନ୍ତି ହୁଅତ ସେ ତାଙ୍କୁ ଆଉ ସେ ଜାଗା ଦେଇନପାରନ୍ତି ଏବଂ ସେ ତାଙ୍କର ତାରିଫ କଲେ । ସାହା ଙ୍କୁ ପଚରା ଗଲା କି ଆପଣ ରିସବ ପନ୍ତଙ୍କ ବିଷୟରେ କଣ ଭାବୁଛନ୍ତି । ଯଦି କେହି ତାଙ୍କ ଜାଗାରେ ଥାନ୍ତା ତେବେ ସେ ଭାବିଥାନ୍ତା କି ମୋ ଜାଗାରେ ଅନ୍ୟ କେହି ଜଣେ ଖେଳୁଛି ସେ ସେହି ବିଷୟକୁ ନେଇ ରାଗିଥାନ୍ତି କିନ୍ତୁ ସାହାଙ୍କ ପ୍ରତିକ୍ରିୟା ସେପରି କିଛି ନଥିଲା ।

ସେ କହି ପାରିଥାନ୍ତେ କି ସେ ବହତୁ କ୍ୟାଚ ଛାଡୁଛନ୍ତି । ସେ ମଧ୍ୟ କାହାକୁ କିଛି କହିପାରିବେ ନାହିଁ । ସବୁ ଜିନିଷ ବୁଝି ସାରିଲା ପରେ ସେ ସେ କିନ୍ତୁ ବହୁତ ମନରେ କହିଲେ ଭଲରେ ବଡ ମନରେ ସାହା କହିଲେ କି ଯେଉଁ ବ୍ୟକ୍ତି ହେଉନା କାହିଁକି ସେ କେବେ ହେଲେ ପ୍ରଥମ ଶ୍ରେଣୀରୁ ସବୁ ଜିନିଷ ଶିଖି ନଥାଏ ।  ଆପଣ ସବୁବେଳେ ଗୋଟିଏ ଗୋଟିଏ ପାଦ ଆଗକୁ ବଢିଥାନ୍ତି । ପନ୍ତ ଏବେ ତାଙ୍କର କର୍ତବ୍ୟ ଠିକ ଭାବରେ ନିଭାଇବେ ଓ ସେ କିପିଙ୍ଗ କରିବାରେ ନିଶ୍ଚିନ୍ତ ରୂପେ ସୁଧାର ଆଣିବେ ।

ସେ ସବୁ ସମୟରେ ଫୁରତି ଓ ଚେଷ୍ଟା ମଧ୍ୟ ଚଳାଇଛନ୍ତି । ଯାହାକି ଲାମ୍ବା ସମୟ ପାଇଁ ଭାରତୀୟ ଟିମ ପାଇଁ ବହୁତ ଭଲ ଅଟେ ।ଏହା ପରେ ସେ 20 – 20 ଓ ୱାନ୍ଡେରେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ବହୁତ ଅସାଧାରଣର ଅଟେ । ରିଦିମାନ ସାହାଙ୍କ ଏପଋ ବୟାନ ସମସ୍ଥଙ୍କୁ ବହୁତ ଚକିତ କରିଛି ଓ ସାହା ଭଲ ଭାବରେ ଜାଣିକାନ୍ତି କି କେବଳ ତାଙ୍କଋ ପାଇଁ କେବଳ ସେ ଆଜି ବାହାରିଛନ୍ତି ଏବଂ ଏହାର ପରବର୍ତୀ ସମୟରେ ଆଉ ନାସିପାରନ୍ତି ।

ଏହି ଭଳି ଭଲ କଥା କହି ଓ ଭଲ ମନରେ କହିବା ତାଙ୍କୁ ସହୋଯୋଗ କରିବା ବହୁତ ବଡ କଥା ଅଟେ । ଏଥିରୁ ଜଣା ପଡୁଛି କି ସେ କେତେ ଭଲ ଓ ତାଙ୍କର କେତେ ବଡ ମନ ମହାନ ବ୍ୟକ୍ତି ଅଟନ୍ତି । ରିସବ ପନ୍ତଙ୍କର ପୁରା ଶଚା ମନରୁ ତାରିଫ କରିବା ତାଙ୍କର ବହୁତ ବଡ ମନ ଥିବା ଦର୍ଶାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button