ରାଜ୍ୟ

26 ଅକ୍ଟୋବର ଦିନ ବୁଧ କରିବେ ବିଛା ରାଶିକୁ ପ୍ରବେଶ, ଏହି 7ଟି ରାଶି ଉପରେ ଆସିପାରେ ବଡ ପରିବର୍ତ୍ତନ, କଣ ଆପଣଙ୍କର ତ ନୁହେଁ ଏହି ରାଶି ??

26 ଅକ୍ଟୋବର ଦିନ ବୁଧ କରିବେ ବିଛା ରାଶିକୁ ପ୍ରବେଶ

ଆଜି ଆମେ ଆପଣଙ୍କୁ ଗ୍ରହ ମାନଙ୍କର ହେଉଥିବା ପରିବର୍ତ୍ତନ ବିଷୟରେ କହିପାରିବୁ। ଯେମିତି କି ଆମେ ସମସ୍ତେ ଜାଣିଛେ କି ଗ୍ରହ ମାନଙ୍କର ଚାଳନ ହେତୁ ଆମ ଜୀବନରେ ବହୁତ ପରିବର୍ତ୍ତନ ଆସିଥାଏ। ଯାହା ପାଇଁ ଆମେ ଜୀବନରେ ସୁଖ ଦୁଖ ହାନି ଲାଭ ଆଦିର ସମ୍ମୁଖୀନ ହୋଇଥାଉ। ଜ୍ଯୋତିଷ ମାନେ କହିଛନ୍ତି ଯେ 26 ଅକ୍ଟୋବର ରାତି 8ଟା 46 ମିନିଟ ରେ ବୁଦ୍ଧ ତୁଳା ରାଶି ଛାଡି ବିଛା ରାଶିକୁ ପ୍ରବେଶ କରିବେ। ଏବଂ 1 ଜାନୁୟାରୀ 2019 ମଙ୍ଗଳବାର ଦିନ ସକାଳେ 9.49 ମିନିଟ ପର୍ଯ୍ୟନ୍ତ ରହିବେ। ଏହି ସମୟ ମଝିରେ 17 ନଭେମ୍ବର ସକାଳେ 7.2 ମିନିଟ ରେ ବୁଦ୍ଧ ବକ୍ରୀ ମଧ୍ୟ ହେବେ।

ଏବଂ 6 ଡିସେମ୍ବର ରାତି 2ଟା 54 ମିନିଟ  ପର୍ଯ୍ୟନ୍ତ ବକ୍ରୀ ହୋଇ ରହିବେ। ଏବଂ ଏହା ପରେ ପୁନଶ୍ଚ ବିଛା ରାଶି କି ମାର୍ଗୀ ହେବେ। ବୁଧଙ୍କୁ କନ୍ୟା ଓ ମିଥୁନ ରାଶିର ସ୍ଵାମୀ କୁହାଯାଏ। ତାଙ୍କୁ ବୁଦ୍ଧି ଓ ବାଣୀର ଦେବତା କୁହାଯାଏ। ତେବେ ଆସନ୍ତୁ ଏହାର ପ୍ରଭାବ ବିଷୟରେ ଜାଣିବା।

ମେଷ ରାଶି-

ଏହି ସମୟରେ ମେଷ ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଠିକ ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ଚାକିରି ଖୋଜୁଥିବା ଲୋକକୁ ଭଲ ଚାକିରି ମଧ୍ୟ ପ୍ରାପ୍ତ ହେବ।

ବୃଷ ରାଶି-

ଏହି ସମୟରେ ଜୀବନସାଥି ଙ୍କର ସହଯୋଗ ମିଳିବ। ଏବଂ କେତେ ଗୁଡିଏ ବଡ ପରିବର୍ତ୍ତନ ହେବ। ଏହି ରାଶି ବ୍ୟକ୍ତିଙ୍କର ସମୟ ବହୁତ ଶୁଭ ରହିବ। ଘରର ଆର୍ଥିକ ସ୍ଥିତି ସୁଧୁରି ଜୀବ। ମାନସମ୍ମାନ ଏବଂ ପ୍ରତିଷ୍ଠା ରେ ବୃଦ୍ଧି ହେବ।

ମିଥୁନ ରାଶି-

 

ଆକସ୍ମିକ ଧନ ଲାଭ ହେବ। ସ୍ୱାସ୍ଥ୍ୟ ଠିକ ରହିବ। କାର୍ଯ୍ୟରେ ଇଚ୍ଛା ଭାବ ବଢିବ। ମା ବାପା ଙ୍କର ସହଯୋଗ ମିଳିବ। ସମସ୍ତ ଚିନ୍ତା ରୁ ମୁକ୍ତି ମିଳିବ। ଗୃହରେ ହସ ଖୁସିର ବାତାବରଣ ରହିବ।

କର୍କଟ ରାଶି-

ଘରେ ଓ ବାହାରେ ମାନ ସମ୍ମାନ ବଢିବ। ପଦୋନ୍ନତି ସହ ଦରମା ମଧ୍ୟ ବଢିବ। ରୋଜଗାରର ନୂତନ ଅବସର ପ୍ରାପ୍ତି ହେବ। କଠିନ ପରିଶ୍ରମ ଦ୍ଵାରା ସମସ୍ତ କାର୍ଯ୍ୟ ସଫଳ ହେବ।

କନ୍ୟା ରାଶି-

ଏହି ରାଶି ର ଜାତକକୁ ଆସୁଥିବା ସମୟ ରେ ବହୁତ ଲାଭ ପ୍ରାପ୍ତି ହେବ। ବୈବାହିକ ଜୀବନ ସୁଖ ଶାନ୍ତି ରେ କଟିବ।

ସିଂହ ରାଶି-

ମାନସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ, ପରିବାରର ସମସ୍ତ ସଦସ୍ୟଙ୍କ ସାଥ ମିଳିବ। ଜୀବନରେ ଥିବା ସମସ୍ତ ଚିନ୍ତରୁ ମୁକ୍ତି ମିଳିବ।

ବିଛା ରାଶି-

କର୍ମରେ ଉନ୍ନତି, ବୈବାହିକ ଜୀବନ ସୁଖ ଶାନ୍ତି ପୂର୍ଣ୍ଣ, ପୁରୁଣା ମିତ୍ର ସହ ସାକ୍ଷାତ ର ଯୋଗ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button