ଦେଶ- ବିଦେଶ

ଏଭଳି ମୂର୍ଖ ଲୋକଙ୍କ ଉପରେ ଯମରାଜ ବି ଦୟା ଦେଖେଇଲେ, କ୍ୟାମେରାରେ କଏଦ ହେଲା ଅଳ୍ପକେ ବର୍ତ୍ତିବା ବେଳର ଭିଜୁଆଲ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଜୀବନ ଶେଷ କେବେ ହେବ ଏହା କାହାକୁ ଜଣା ନଥାଏ ତଥାପି ଲୋକ ଏହାର ଭୟରେ ସବୁବେଳେ ରହିଥାନ୍ତି । କିନ୍ତୁ ଏଭଳି କିଛି ଭାଗ୍ୟବାନ ଲୋକ ଅଛନ୍ତି ଯାହାଙ୍କ ପାଖକୁ ମରଣ ଆସି ମଧ୍ୟ ମୁହଁ ଫେରାଇ ନେଇଛି । ନିଜ ଜୀବନ ହରାଇବାର ଦୃଶ୍ୟକୁ କିଛି ସମୟ ପାଇଁ ଦେଖି ପୁଣି ଜୀବନ ଫେରି ପାଇଛନ୍ତି । ସତରେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନା ! ତେଣୁ ଆଜି ଆମେ ଆପଣ ଏପରି କିଛି ଘଟଣା ସମ୍ପର୍କରେ ଜାଣିବେ ଯେଉଁ ଘଟଣାରୁ କିଛି ବ୍ୟକ୍ତି ଜୀବନ ହରାଉ ହରାଉ ବଞ୍ଚିଛନ୍ତି ।

1- ଜଣେ ମହିଳା ରାସ୍ତା ଉପରେ ଠିଆ ହୋଇ ସିଗାରେଟ ଟାଣୁ ଥିଲେ ହଠାତ ଏକ ବାଇକ ଆସି ତାଙ୍କ ଦେହରେ ଏଭଳି ଧକା ହେଲା କି ଯେ କେହି ବି ଦେଖିବ ଆଖି ବନ୍ଦ କରିଦେବ । କିନ୍ତୁ ସେହି ମହିଳା ଜଣଙ୍କର କିଛି ବି ହୋଇନଥିଲା ସେ ଠିଆ ହୋଇ କିଛି ସମୟ ପାଇଁ ଭାବିବାକୁ ଲାଗିଲେ ହଠାତ କଣ ହେଲା ତାଙ୍କ ସହ ।

2- ଜଣେ ବୃଦ୍ଧ ଲୋକ ଟ୍ରେନ ଲାଇନର ପୁରା ପାଖରେ ଠିଆ ହୋଇ ଫଟୋ ଉଠାଉ ଥିଲେ ଠିକ ସେହି ସମୟରେ ଏକ ଟ୍ରେନ ତାଙ୍କ କଡରେ ଧସି ହୋଇଚାଲିଗଲା କିନ୍ତୁ ସେହି ବ୍ୟକ୍ତି ଜଣଙ୍କର କିଛି ମଧ୍ୟ କ୍ଷତି ହେଲା ନାହିଁ । ସତରେ ତାଙ୍କ ଯମରାଜ ବୋଧେ ସେଦିନ ଛୁଟିରେ ଥିଲେ ।

3- ଆପଣ ମାନେ ତ ନିହାତି ଦେଖିଥିବେ କିଛି ଯୁବକ ସୁଇମିଙ୍ଗ ପୋଲ ପାଖରେ ଭିଡିଓ ତିଆରି କରନ୍ତି ପାଣିକୁ ଡେଇଁ । ସେହିଭଳି ଜଣେ ଯୁବକ ମଧ୍ୟ କରୁଥିଲେ ଆଉ ଟିକେ ଟିକେ ତାଙ୍କ ମୁହଁ ସୁଇମିଙ୍ଗ ପୁଲର ବେଢରେ ମାଡ ହୋଇ ଥାନ୍ତା ଏବଂ ତାଙ୍କର ଏହି ଭିଡିଓ ଶେଷ ଭିଡିଓ ହୋଇଥାନ୍ତା । ସେଠାରେ ଥିବା ଲୋକମାନେ ତ ଭାବି ବି ସାରିଥିଲେ ଏହି ବ୍ୟକ୍ତି ଜଣଙ୍କ ଗଲେ । ହେଲେ ଭାଗ୍ୟ ବଳରୁ ତାଙ୍କର କିଛି ମଧ୍ୟ ହେଲା ନାହିଁ ।

4- ଜଣେ ମହିଳା ନିଜ ବାହାଦୁରି ଦେଖାଇବାକୁ ଯାଇ ମୁହଁ ଖୋଲା କରି ଶୋଇଥିବା କୁମ୍ଭୀର ପାଟି ଭିତରେ ହାତ ରଖି ଫଟୋ ଉଠାଉଥିଲେ ଠିକ ସେହି ସମୟରେ କୁମ୍ଭୀରଟି ତା ପାଟି ବନ୍ଦ କରିଦେଲା କିନ୍ତୁ କିନ୍ତୁ ବନ୍ଧୁଗଣ ସେହି ମହିଳା ଜଣଙ୍କର କିଛି ବି ହୋଇନାହି କାରଣ ତାଙ୍କ ହାତ ଚାପି ହେବା ପୂର୍ବରୁ ହିଁ ସେ ବିଜୁଳି ଗତିରେ କୁମ୍ଭୀର ପାଟିରୁ ତାଙ୍କ ହାତ ବାହାର କରିଆଣିଲେ । ସତରେ ଏହାତ ଭାଗ୍ୟର କାମାଲ । ନହେଲେ ନିଜ ଜୀବନରେ ତାଙ୍କୁ ହାତ ଧୋଇବା ପାଇଁ ପଡିଥାନ୍ତା ସତରେ ।

5- ଜଣେ ସାଇକେଲ ଚଳାଇ ମସ୍ତରେ ରାସ୍ତା ଉପରେ ଯାଉଥିଲେ । ଠିକ ସେ ଯେଉଁ ଗଛ ଦେଇ ଯାଉଥିଲେ ସେହି ଗଛ ପଡିଗଲା କିନ୍ତୁ ଭଗବାନଙ୍କ କୃପା ତାଙ୍କ ସାଇକେଲର ତ୍ରିବତା ଏତେ ଥିଲା କି ସେ ସେହି ଘଟଣାରୁ ବର୍ତ୍ତୀଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button