ଦେଶ- ବିଦେଶ

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ, ଭଗନ୍ଦର ମୂଳରୁ ଶେଷ ହୋଇଯିବ

ବନ୍ଧୁଗଣ ତେବେ ଯଦି ଅର୍ଶ ରୁ ରକ୍ତ ପଡୁଅଛି ଅଥବା ଶୌଚ ସମୟରେ ଯଦି ରକ୍ତ ପଡୁଅଛି, ଅଥବା ଯଦି ଆପଣଙ୍କ ଅର୍ଶରୁ ରକ୍ତ ପଡୁନାହିଁ, ମଳ କଠିନ ରହୁଅଛି ତଥା କବଜ ଭଳି ସମସ୍ୟା ରହୁଅଛି ସକାଳୁ ଠିକ ସେ ଯଦି ପେଟ ସଫା ହେଉ ନାହିଁ ପେଟରେ ଯଦି ଗ୍ୟାସ ଅଧିକ ଉତ୍ପନ୍ନ ହେଉଅଛି ଯଦି କିଛି ମଧ୍ୟ ଖାଇବାକୁ ମନେ ହେଉ ନାହିଁ ଆପଣଙ୍କୁ ଭୋକ ଯଦି ଲାଗୁ ନାହିଁ । ଖାଦ୍ୟ ଯଦି ସଠିକ ଭାବରେ ପାଚନ ହେଉନାହିଁ ତଥା ପାଚନ ହେବାକୁ ସମୟ ଲାଗୁଛି ।

 

ଯେଉଁ କାରଣରୁ ପେଟରେ ଗ୍ୟାସ ଏସିଡିଟି ଅଥବା ଖଟା ହେକୁଟି ହେଉଛି ତେବେ ଏଥି ମଧ୍ୟରୁ ଯଦି ଆପଣଙ୍କୁ କୌଣସି ମଧ୍ୟ ସମସ୍ୟା ରହିଅଛି ତେବେ ଆପଣ ଏହି ବିବରଣୀ କୁ ନିଶ୍ଚିତ ଜାଣିରଖନ୍ତୁ । ଯଦି ଆପଣଙ୍କ ଅର୍ଶ ଗମ୍ଭୀର ଅବସ୍ଥା କୁ ପହଞ୍ଚି ନାହିଁ ତେବେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଆପେ ଆପେ ସଠିକ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କୁ ସଠିକ କରିବା ନିମନ୍ତେ କେଉଁ କେଉଁ ଜିନିଷ କୁ କିଭଳି ଭାବରେ ବ୍ୟବହାର କରିବା ।

ତେବେ ପ୍ରଥମ ଉପାୟ ଟି ହେଉଛି ଯେଉଁ ମାନଙ୍କୁ ଅର୍ଷ ହେଇଥିବ ଆଉ ତାଙ୍କର ଝାଡା ସମୟରେ ରକ୍ତ ପଡୁଥିବ ସେହି ମାନଙ୍କ ପାଇଁ ଏହି ଉପଚାର ଖୁବ ଲାଭଦାୟୀ ଅଟେ । ତେବେ ଉପାୟ ପାଇଁ ଆପଣ ପ୍ରଥମେ ଗୋଟିଏ ମିଡିୟମ ସାଇଜର କଲରା ନିଅନ୍ତୁ ଆଉ ଟ୍ର ଚୋପାକୁ ଭଲକରି ବାହାର କରି ଦିଅନ୍ତୁ ଆଉ ସେହି କଲରାକୁ ଛୋଟ ଛୋଟ ପିସ କରି କାଟି ତାକୁ ଗ୍ରାଇଣ୍ଡିଂ କରି ତାହାର ରସ ବାହାର କରି ନିଅନ୍ତୁ ।

 

ତେବେ ଥରକ ପାଇଁ ଗୋଟିଏ ଚାମୁଚ କଲରା ରସ ଗୋଟିଏ ପାତ୍ରରେ ନିଅନ୍ତୁ ଆଉ ସେଥିରେ ଚମୁଟାଏ ଚିନି ମିଶାଇ ନିଅନ୍ତୁ । ଏବେ ସେହି ରସକୁ ସକାଳେ ଥରେ ଓ ରାତିରେ ଥରେ ଖାଆନ୍ତୁ । କିଛି ଦିନ ଏହି ରସ ଖାଇବା ପରେ ଦେଖିବେ ଆପଣ ଙ୍କ ଅର୍ଷ ଭଲ ହେଇ ଯିବ । ତେବେ ଯେଉଁ ମାନଙ୍କର ବହୁତ ପୁରୁଣା ଅର୍ଷ ହେଇଥିବ ସେମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଖାଇବା ଉଚିତ ଏଆଉ କଲରା ଯୁସର ମାତ୍ରା କଜ ବିଦେଇବା ସହ ସ୍ୱାଦ ଅନୁସାରେ ଚିନି ପକେଇ ବି ପିଇ ପାରିବେ ।

 

ଦ୍ଵିତୀୟ ଉପାୟ ହେଉଛି ଉପାୟ ପାଇଁ ଆପଣ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ଫାଳେ ଲେମ୍ବୁର କୁ ଚିପୁଡି ତାର ରସ ବାହାର କରି ନିଅନ୍ତୁ । ତେବେ ପାଇଲସ କୁ ଜଲଦି ଭଲ କରିବା ପାଇଁ ଲେମ୍ବୁ ଖୁବ ଭଲ କାର୍ଯ୍ୟ କରିଥାଏ । ଏହା ଖାଦ୍ୟର ପାଚନ କୁ ତୀବ୍ର କରିବା ସହିତ ଝାଡ଼ା କରିବାରେ ସାହାଯ୍ୟ କରିଥାଏ । ଏବେ ଗୋଟିଏ ଗ୍ଲାସ ଗାଈ କ୍ଷୀର ନିଅନ୍ତୁ ତେବେ ଆପଣ କଞ୍ଚା କିମ୍ବା ଫୁଟା କ୍ଷୀର ନେଇ ପାରିବେ ଏବେ ସେଥିରେ ସେହି ଲେମ୍ବୁ ରସ କୁ ମିଶାନ୍ତୁ ।

 

ଆଉ ମନେ ରଖିବେ କ୍ଷୀର ଛିଡିବା ଆଗରୁ ଏହାକୁ ଆପଣଙ୍କୁ ପିଇବାକୁ ପଡିବ ତାହେଲେ ଜସି ଏହା କାମରେ ଆସିବ । ଏହାକୁ ଆପଣ ସକାଳେ ଖାଲି ପେଟରେ ୭ ଦିନ ଯାଏ ପିଇବା ଉଚିତ ତାପରେ ଦେଖିବେ ଆପଣଙ୍କ ଅର୍ଷ କେମିତି ଭଲ ହେଇଯିବ ଆଉ ଯଦି ନକମିବ ତାହେଲେ ଆଉ କିଛି ଦିନ ଯାଏ ଏହାକୁ ପିଇବା ଉଚିତ । ତୃତୀୟ ଉପାୟ ପାଇଁ ଆପଣ ଏକ କପ ଦହି ନିଅନ୍ତୁ ଆଉ ସେଥିରେ ଏକ ଚାମୁଚ ଜୁଆଣି ଗୁଣ୍ଡ ଓ କିଛି ବିଟ ଲୁଣ ପକାଇ ଭଲ କରି ଗୋଳେଇ ନିଅନ୍ତୁ ।

 

ତେବେ ଏହି ଦହିକୁ ଆପଣ ଖାଦ୍ୟ ଖାଇବା ପରେ ରାତିରେ ଓ ଦିନରେ ପିଇବା ଉଚିତ ଯାହା କଲେ ଆପଣଙ୍କ ପେଟରେ ମଳ ଜମି ନଥାଏ । ଆଉ ଝାଡା ପରିଷ୍କାର ହେଇ ଥାଏ ତେବେ ଏହାକୁ ଏକରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପିଇବା ଦରକାର । ଚତୁର୍ଥ ରେ ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ଭୂସୀ ନିଅନ୍ତୁ ଆଉ ଗୋଟିଏ ଗ୍ଲାସ କ୍ଷୀର ନିଅନ୍ତୁ । ଆଉ ରାତିରେ ଗୋଟିଏ ଚାମୁଚ ଭୂସୀ ପାଟିରେ ପକେଇବା ପରେ ଗୋଟିଏ ଗ୍ଲାସ କ୍ଷୀର ପିଇ ନିଅନ୍ତୁ ।

 

ଏହା ଦ୍ବାରା ଆପଣଙ୍କ ପାଇଲସ ପରି ସମସ୍ୟା ଦୂର ହେଇଥାଏ । ଏବଂ ପଞ୍ଚମ ଉପାୟ ପାଇଁ ଆପଣ କିଛି ଆମଲା ଗୁଣ୍ଡ ନିଅନ୍ତୁ ଆଉ ଗୋଟିଏ ଗ୍ଲାସ କ୍ଷୀର ବି ନିଅନ୍ତୁ । ତେବେ ରାତିରେ ଖାଇବା ପରେ କିମ୍ବା ଖାଇବା ପୂର୍ବରୁ ଦୁଇ ରୁ ତିନି ଘଂଟା ଅନ୍ତରାଳରେ କ୍ଷୀରରେ ଏକ ଚାମୁଚ ଆମଲା ଗୁଣ୍ଡ ମିଶେଇ ପିଅନ୍ତୁ । ଦେଖିବେ ଆପଣଙ୍କ ଝାଡ଼ରୁ ବ୍ଲଡ଼ ପଡିବା ଗୋଟିଏ ଦିନରେ କମି ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button