ରାଜ୍ୟ

ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ କାହିଁକି ଭଲ ପାଆନ୍ତି ! Love Quiz

ଭଲ ପାଇବା ଜନ୍ମ ହୋଇ ଥାଏ ଭଲ ଲାଗିବାରୁ । ଯଦି ଆମକୁ କାହାର ସହ ସମୟ ବିତାଇବା ପାଇଁ ଭଲ ଲାଗୁଛି ତେବେ ଆମେ କିଛି ସମୟ ପାଇଁ ସେହି ମୁହୂର୍ତ୍ତକୁ ଅଟକେଇବା ପାଇଁ ଚେଷ୍ଟା କରି ଥାଉ କାରଣ ଆମେ ଜାଣି ନାହୁଁ କି ଏହି ସମୟ ଆମ ପାଇଁ କେବେ ପୁଣି ଆସିବ । ଏହି ସମୟ ଆମ ପାଇଁ ଏକ ଜୀବନର ସ୍ମୃତି ହୋଇ ରହି ଯାଏ । ତେବେ କିଛି ଲୋକ ପରସ୍ପରକୁ ଭଲ ପାଇବା ପରେ ମଧ୍ୟ ବୁଝି ପାରି ନଥାନ୍ତି ।

କାରଣ ଅନେକ ସମୟରେ ଆମେ ଅନେକ କିଛି ଆସା କରି ଥାଉ ନିଜ ଜୀବନ ସାଥିଙ୍କ ପାଖରୁ । ଏହାର ଉତ୍ତର ନ ମିଳିଲେ ଏହା ଆମକୁ କିଛି ତ ଆଘାତ ଦେଇ ଥାଏ । ତେବେ କଣ ଆପଣ କେବେ ନିଜର ଜୀବନ ସାଥୀଙ୍କୁ କିମ୍ବା ଯାହାକୁ ଭଲ ପାନ୍ତି ତାଙ୍କୁ ପଚାରି ଛନ୍ତି କି କଣ ପାଇଁ ଆପଣ ମାନଙ୍କ ସମ୍ପର୍କ ଦୁର୍ବଳ ହୋଇଛି । ହଁ ଏହା ପଚାରିବା ନିହାତି ଦରକାର ।

ଯଦି ଆମେ କିଛି କଥା ମନରେ ରାଖୀ ଥାଉ ତେବ ଆମେ ଏହାକୁ ଅନେକ ସମୟରେ ପ୍ରକାଶ କରି ପାରୁନୁ । ଏହା କିନ୍ତୁ ଭଲ କଥା ନୁହେ , ପରସ୍ପରକୁ ସମୟ ଦେବା କିଛି ଜୀବନ ନିଜ ପାଇଁ ବଞ୍ଚିବା ରେ କିଛି ଅଲଗା ଶାନ୍ତି ମିଳି ଥାଏ । କିଛି ସମୟରେ ଆମେ ଖାଲି ସାମନାରେ ଥିବା ଲୋକଙ୍କୁ ଶୁଣିବାକୁ ଭଲ ପାଉ ମାତ୍ର ଏହା ର ଉତ୍ତର ଆମ ପାଖେ ନଥାଏ କିମ୍ବା ଲାଜରେ ଆମେ ଏହାକୁ ପ୍ରକାଶ କରି ନଥାଉ ।

ତେବେ କଣ ଆପଣ କେବେ ଇଚ୍ଛା କରିଛନ୍ତି ଏଭଳି କଣ ଦେଖିଲେ ସେ ଆପଣଙ୍କ ପାଖରେ ଯେ ସେ କେବଳ ଆପଣଙ୍କୁ ହି ନିଜର ହୃଦୟ ଦେଇ ବସିଲେ । ଏହା ର ଉତ୍ତର ହୁଏ ତ ଆପଣ ଜାଣି ଥାଇ ପାରନ୍ତି । ଫିର ବି ଆସନ୍ତୁ ଜାଣିବା ଏହି ଚୟନ ମାଧ୍ୟମରେ କି ଆପଣଙ୍କୁ କଣ ପାଇଁ ଭଲ ପାନ୍ତି ଆପଣଙ୍କ ସାଥି । ଏହି ୧୦ ଟି ଭିତରୁ ଗୋଟେ ବାଛନ୍ତୁ ଓ ଆମେ ଆପଣଙ୍କୁ ଏହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

(୧)ଆପଣଙ୍କର ପଜେଟିବ ଚିନ୍ତା ଓ ରୋମାଣ୍ଟିକ ସ୍ଵଭାବ ପାଇଁ ।

(୨)ଆପଣଙ୍କ ଯତ୍ନ ଶୀଳତା ଓ ଖୋଲା ଚିନ୍ତା ଧାରା ପାଇଁ ।

(୩)ଆପଣଙ୍କର ଷ୍ଟାଇଲ ଓ ସୁନ୍ଦରତା ପାଇଁ ।

(୪)ଆପଣଙ୍କର ବନ୍ଧୁତ୍ଵ ସ୍ଵଭାବ ପାଇଁ ।

(୫)ଆପଣଙ୍କର ସୁନ୍ଦର ଆଖି ପାଇଁ ।

(୬)ଆପଣଙ୍କର ବୁଝିବା କ୍ଷମତା ଓ ସରଳ ଗୁଣ ପାଇଁ ।

(୭)ଆପଣଙ୍କର ଖୋଲା ବିଚାର ପାଇଁ ।

(୮)ଆପଣଙ୍କର ଆକୃଷ୍ଟ ବ୍ୟକ୍ତିତ୍ବ ଓ ଆପଣଙ୍କର ହାଇଟ ପାଇଁ ।

(୯)ଆପଣଙ୍କର ମଧୁର ସ୍ଵର ଓ ସବୁଙ୍କୁ ଭଲ ପାଇବା ଗୁଣ ପାଇଁ ।

(୧୦)ଆପଣକର ସାହାଜ୍ଯ କରୁଥିବା ଗୁଣ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button