ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ନାହିଁ ଏହି ସବୁ ଜିନିଷର ସେବନ, ନହେଲେ ପରେ ପସ୍ତେଇବେ- Astrology

ଶସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦ୍ଦେବତା ବୋଲି କୁହା ଯାଏ । ଶନି ଙ୍କୁ କେବେବି ଅଧର୍ମୀ ଓ ମିଛ କୁହିଥିବା କିମ୍ବା ଅନ୍ୟାୟରେ ଲିପ୍ତ ଥିବା ବ୍ୟକ୍ତି ପସନ୍ଦ ନୁହେଁ । ଆପଣ ଜାଡୀ ଶନି ଦେବତାଙ୍କୁ ପୂଜା କରୁଛନ୍ତି କିମ୍ବା ଉପାସକ ଅଟନ୍ତି ଅଥବା ଆପଣଙ୍କ ଶନି ଯଦି ଶଢେସାତ ଦଶା ଚାଲିଛି ତେବେ ଧ୍ୟାନ ରଖନ୍ତୁ କି ଆପଣ କଣ କଣ ଜିନିଷକୁ ବ୍ୟବହାର କରିବେ ଓ କଣ କଣ ଜିନିଷ ବ୍ୟବହାର କରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।
ଶନି ଦେବତାଙ୍କୁ ପ୍ରସର୍ଣ୍ଣ କରିବା ପାଇଁ ଆପଣଙ୍କୁ କଳା, ଧଳା, ଲାଲୀ, ଖଟା, ଖାଇବା ଥୁ ନିଜକୁ ଦୂରେଇ ରଖିବାକୁ ହେବ । ଏହା ସହ ଆପଣ ଯଦି ତେଲ ଦାନ କରିବେ ତାହା ମଧ୍ୟ ଭଲ ଫଳ ଲାଭ କରିବେ । ଅନ୍ଯଥା ଆପଣଙ୍କୁ ସମସ୍ଯା ବଢିପାରେ । ଆପଣ ଏହି ଦିନ ସକରାତ୍ମକ ଚିନ୍ତା ରଖିବେ । ନିଜକୁ ନିୟତ୍ରଣରେ ରଖିବେ । ଅମିଷ ଭୋଜନ କରିବେ ନାହିଁ ।

ଏହିସବୁ ଯଦି ଆପଣଙ୍କ ସାଢେ ସାତ ସାନି ଚାଲିଛି ତେବେ କରନ୍ତୁ , ଯଦି ଆପଣ ଉପାସକ ବି ଅଟନ୍ତି ତେବେ ବି ଆପଣ ଏହା ମାନି ଚାଲିଲେ ଖୁବ ଶୀଘ୍ର ସାନି କୃପା ପାଇବେ । ଶନିବାର ଶନିଙ୍କ ବାର ଅଟେ । ଏହି ବାରରେ ଆପଣ ମସୁର ଡାଲି କିମ୍ବା ଲଙ୍କାକୁ ମଙ୍ଗଳ ଗ୍ରହ ବୋଲି କୁହା ଯାଉଛି ।

ମଙ୍ଗଳ ଉଗ୍ର ଥିବାରୁ ଏହାକୁ ସେବନ କରୁଥିବା ବ୍ୟକ୍ତିଙ୍କୁ ଉଗ୍ର ବୋଲି କୁହାଯାଏ ତେଣୁ କରି ଆପଣ ଏହି ଦୁଇଟି ସେବନ ନକରିବା ଭଲ , ଏହା ଛଡା ଆପଣ ଦହି ଓ କ୍ଷୀରର ସେବନ ମଧ୍ୟ କରିବା ଉଚିତ ନୁହେଁ ଶନିବାର ଦିନ କାରଣ କ୍ଷୀର କିମ୍ବା ଏଥିରେ ବାନା ହୋଇଥିବା ଖାଦ୍ୟକୁ ଶୁକ୍ର ଗ୍ରହ ସହ ତୁଳନା କରାଯାଇଛି ।

ଶୁକ୍ର ଭୋଗ ବିଳାସର ଗ୍ରହ ବୋଲି ମାନନ୍ତି। ମାତ୍ର ଶନି ଗ୍ରହଙ୍କୁ ଆଧ୍ୟାତ୍ମିକ ର ପ୍ରତୀକ ବୋଲି କୁହା ଯାଏ । ଯଦି ଅତି ଆବଶ୍ୟକ ପରିସ୍ଥିତି ଅଛି ତେବେ ଏଥିରେ ଅନ୍ୟ କିଛି ମିଶାଇ ଖାଇ ହେବ ।ଶନିବାର ଦିନ ମଦ ପିବା ପାପ ଭଳି ମାନ୍ୟତା ଅଛି । ମଦ ହେଉଛି ମତି ଭ୍ରଷ୍ଟର କାରଣ ତେଣୁ ଏହା ଆପଣଙ୍କ ପାଇଁ ସମସ୍ଯା କରି ପାରେ ।

ଶନିବାର ଦିନ ଲୁହା ଜିନିଷର ଦାନ କରିବା ଭଲ ମାତ୍ର ଏହାକୁ କିଣନ୍ତୁ ନାହିଁ । ଶନିବାର ଦିନ ସକାଳୁ ଉଠି ପ୍ରାତଃ ସ୍ନାନ ସାରି ଓସ୍ତ ଗଛ ମୂଳରେ ଦୀପ ଜାଳି ପ୍ରଣାମ କରନ୍ତୁ । ଦୀପକୁ ସୋରିଷ ତେଲରେ ଜାଳିବେ ।ଏହା ପରେ ଶନି ଦେବଙ୍କୁ ଧ୍ୟାନ କରନ୍ତୁ ଓ ଏହି ମନ୍ତ୍ର ର ଜାପ କରନ୍ତୁ। ” ଓମ ସଂ ଶନିଶ୍ଚରାୟ ନମଃ ” ଏହାକୁ ଜପି ନିଜ କାମନା ପ୍ରକାଶ କରନ୍ତୁ।

ଦୋଷ ନିବାରଣ ପାଇଁ ଏହି ମନ୍ତ୍ର ମାନ ଜପନ୍ତୁ “ଓମ ସତ୍ରୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତ୍ଯୋପି “ଏହି ମନ୍ତ୍ର ଜପିବା ଦ୍ଵାରା ଆପଣ ଶୁଭ ଫଳ ଲାଭ କରିବେ । ବନ୍ଧୁଗଣ ଯଦି ଆପଣଙ୍କୁ ଆମ ବିବରଣୀ ଭଲ ଲାଗେ ତେବେ ଏହି ପେଜ କୁ ଲାଇକ କରନ୍ତୁ।




