ମନୋରଞ୍ଜନ

ଏହି ପ୍ରସିଦ୍ଧ ଅଭିନେତ୍ରୀମାନେ ରାତି କାଟି ସାରିଛନ୍ତି ଜେଲରେ, ୩ ନମ୍ବରଙ୍କ ନାଁ ଶୁଣି ବିଶ୍ଵାସ କରିପାରିବେନି ଆପଣ

ଆଜି ଆମେ ଆପଣଙ୍କୁ କିଛି ଏମିତି ବଲୀଉଡ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜେଲରେ ରାତି କାଟି ସାରିଛନ୍ତି । ଏମାନଙ୍କର ନାମ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବ କି ସୁନ୍ଦରତା ଓ ବଲୀଉଡର ଜେଲ ସହ କଣ ସମ୍ପର୍କ ହୋଇ ପାରେ । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

ମୋନିକା ବେଦୀ

Image courtesy: Google

ଅଣ୍ଡରୱାର୍ଲ୍ଡ ଡନ ଅବୂ ସଲେମର ପ୍ରେମିକା ଓ ବଲୀଉଡର ଅଭିନେତ୍ରୀ ମୋନିକା ବେଦୀ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ସେହି ଅଭିନେତ୍ରୀମାନଙ୍କର ଲିସ୍ଟରେ ଆସିଥାନ୍ତି ଯିଏକି ବହୁତ ସମୟ ହେବ ଜେଲ ଯାଇ ସାରିଛନ୍ତି । ଆପଣଙ୍କୁ କହିଦେଉଉଛୁ ଯେ ଅବୂ ସଲେମ ଧରା ଯିବା ପରେ ମୋନିକା ବେଦୀକୁ ବି ଜେଲ ହୋଇଥିଲା । ବହୁତ ବର୍ଷ ଜେଲରେ ରହିବା ପରେ ବର୍ତ୍ତମାନ ସେ ବାହାରକୁ ଆସି ଯାଇଛନ୍ତି ।

ସନା ଖାନ

Image courtesy: Google

ବିଗ ବସରୁ ଚର୍ଚାରେ ଆସିଥିବା ଅଭିନେତ୍ରୀ ସନା ଖାନ ବି ଜେଲର ପବନ ଖାଇ ସାରିଛନ୍ତି । ଜେଲ ଯିବାର କାରଣ ସେ ଓ ତାଙ୍କର ବୟଫ୍ରେନ୍ଡ ମିଶି ଏକ ମିଡିୟା ରିପୋର୍ଟରକୁ ଧମକ ଦେଇଥିଲେ । କିନ୍ତୁ ଜେଲ ଯିବାର କିଛି ଘଣ୍ଟା ପରେ ତାଙ୍କୁ ଜମାନତ ବି ମିଳି ଯାଇଥିଲା । କହିବାକୁ ଗଲେ ଜେଲ ଯିବା ପରେ ତାଙ୍କର କ୍ୟାରିୟର ପାଖାପାଖି ନଷ୍ଟ ବି ହୋଇ ଯାଇଛି ।

ସୋନାଲୀ ବେଂଦ୍ରେ

Image courtesy: Google

ସୋନାଲୀ ବେଂଦ୍ରେଙ୍କ ବିଷୟରେ ଜାଣିଲେ ଆପଣଙ୍କୁ ଅଳ୍ପ ଅଜବ ଲାଗିବ କିନ୍ତୁ ସୋନାଲୀ ବେଂଦ୍ରେ ବି ଜେଲ ଯାଇ ସାରିଛନ୍ତି । କହିବାକୁ ଗଲେ ସୋନାଲୀ ବେଂଦ୍ରେଙ୍କୁ ସେତେବେଳେ ଜେଲ ଯିବାକୁ ପଡିଲା ଯେତେବେଳେ ଏକ ଧାର୍ମିକ ଗ୍ରୁପ ସୋନାଲୀଙ୍କ ବିରୁଦ୍ଧରେ ଏକ ମାଗାଜିନର କଭର ପେଜ ଉପରେ ଛପି ଥିବା ତାଙ୍କର ଫଟୋକୁ ବିରୋଧ କରି ଏଫଆଇଆର ଦର୍ଜ କରାଇଥିଲେ । ସୂତ୍ର ଅନୁସାରେ ସେହି ସମୟରେ ସୋନାଲୀଙ୍କୁ କିଛି ଘଣ୍ଟା ପାଇଁ ଜେଲରେ ରହିବାକୁ ପଡିଥିଲା କିନ୍ତୁ ପରେ ତାଙ୍କୁ ଜମାନତ ମିଳିଗଲା ।

ମମତା କୁଲକର୍ଣୀ

Image courtesy: Google

ବଲୀଉଡର ୯୦ ଦଶକର ବୋଲ୍ଡ ଅଭିନେତ୍ରୀ ମମତା କୁଲକର୍ଣୀ ବି ଜେଲ ଯାଇ ସାରିଛନ୍ତି । କହିଦେଉଛୁ ଯେ ମମତା କୁଲକର୍ଣୀଙ୍କୁ ତାଙ୍କର ସ୍ଵାମୀଙ୍କର ଡ୍ରଗ୍ସର ତସ୍କରୀରେ ତାଙ୍କ ସାଥ ଦେଇଥିବା ପାଇଁ ତାଙ୍କୁ ଜେଲ ହୋଇଥିଲା ।

ଶ୍ୱେତା ବାଶୁ ପ୍ରସାଦ

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଏକତା କପୂରଙ୍କର ସୀରିୟଲ ‘କହାନୀ ଘର ଘର ସେ’ ରୁ ଏକ ବାଲ କଲାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଶ୍ୱେତା ବି ଦେହ ବ୍ୟାପାର କାରଣରୁ ତାଙ୍କୁ ଏକ ହୋଟେଲର ରୁମରୁ ଗିରଫ୍ତାର କରାଯାଇଥିଲା । କିନ୍ତୁ କିଛି ସମୟ ପରେ ତାଙ୍କୁ ଜମାନତ ତ ମିଳିଗଲା କିନ୍ତୁ ତାଙ୍କର ଇମେଜ ଇଣ୍ଡଷ୍ଟ୍ରିରେ ଖରାପ ହୋଇଗଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button