ଦେଶ- ବିଦେଶ

ବୈଜ୍ଞାନିକ ମାନେ ଖୋଜି ବାହାର କଲେ ଏମିତି ଆଳୁ, ଯାହାକୁ ଖାଇକି କେହିବି ମଣିଷ ବୁଢା ହେବେ ନାହିଁ, ବଢିବନି ଜମାରୁ ବୟସ

କେହି ବୁଢା ହେବାକୁ ଚାହୁଁ ନାହାନ୍ତି, ମୁହଁ ରେ ଓହଳି ଯାଉଥିବା ଚର୍ମ କାହାକୁ ବି ପସନ୍ଦ ନୁହେଁ, ସମସ୍ତେ ଯବାନ ଦେଖା ଯିବାକୁ ଚାହୁଁଛନ୍ତି । ଏହା ପାଇଁ ବି ଏବେ ଉପାୟ ମିଳି ସାରିଛି । ବର୍ତ୍ତମାନ ଆପଣଙ୍କୁ ନିଜର ବୟସ ଲୁଚେଇବାକୁ ଦରକାର ନାହିଁ । ଏବଂ ବିଉଟି ପାର୍ଲର ଯାଇ ହଜାର ଖର୍ଚ କରିବାକୁ ପଡିବନି ।

ଆମେ ଆପଣଙ୍କୁ ଏମିତି ଏକ ଖାସ ଆଳୁ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ବଢୁଥିବା ବୟସ ଥମି ଯିବ, ଏହା ସଙ୍ଗେ ସଙ୍ଗେ ଆପଣ ରୋଗ ଗୁଡିକରୁ ମଧ୍ୟ ବଞ୍ଚିପାରିବେ । ଏହି ଜାମୁନି ରଙ୍ଗର ଆଳୁ ରେ ଭିଟାମିନ C ର ମାତ୍ରା ତୀନ ଗୁଣା ବେସୀ ଅଛି ଏବଂ ଆକ୍ସୀକରଣ ନିରୋଧକ ତତ୍ୱ ଚାରି ଗୁଣା ଅଧିକ ଅଛି ।

ଆକ୍ସୀକରଣ ନିରୋଧକ ତତ୍ୱ ହିଁ ବୁଢାପା ପ୍ରକ୍ରିୟାକୁ ଅଟକାଇ ଥାଏ । ରୋଗଗୁଡିକ ରୁ ବଞ୍ଚିବା ପାଇଁ ଏହି ଆଳୁ କୁ ପ୍ରଥମେ ଟେଷ୍ଟ ଟ୍ଯୂବ ରେ ତିଆରି କରାଯାଏ ଏବଂ ପରେ ଜମିରେ ଗଛ ଲଗାଯାଇଥାଏ । ସାମାନ୍ୟ ଆଳୁ ର ତୁଳନାରେ ଏହି ଆଳୁ ରେ ଆରାରୋଟ ର ମାତ୍ରା ବହୁତ କମ ଥାଏ ।

ସେଥିପାଇଁ ଏହାର ରଙ୍ଗ ଜାମୁନି ହୋଇଥାଏ । ଏହି ଆଳୁ ବିଟ୍ ଭଳି ଦେଖାଯାଏ । କିନ୍ତୁ ଖାଇବା ପରେ ଏହାର ସ୍ଵାଦ ଆଳୁ ଭଳି ହୋଇଥାଏ । ଜାମୁନି ରଙ୍ଗ ର ଏହି ଆଳୁ କୁ ଜଙ୍ଗଲି ଆଳୁ ଏବଂ ସାମାନ୍ୟ ଆଳୁ ରୁ ତିଆରି କରାଯାଇଛି । ସିଝାଇବା ଦ୍ଵାରା ଏହାର ରଙ୍ଗ ସେମିତି ହିଁ ଚମକଦାର ଏବଂ ଜାମୁନି ହେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button