ଥରେ ଏକ ଗ୍ରାମରେ ଗୋଟେ ଚାଷୀଟି ଥିଲା ଏବଂ ତାହାର ସେହି ବର୍ଷ ଚାଷ ମଧ୍ୟ ବହୁତ ଖରାପ ହେଇଥିଲା ତେଣୁ ସେ ମନ ଦୁଖ କରି ବସି ରହିଥାଏ ସେହି ସମୟରେ ପାଖ ପାହାଡ ପାଖରେ ଥିବା ବୁଦ୍ଧ ଦେବ ଆସିଥିଲେ । ସେ ଦେଖୁ ଥାଏ ବହୁତ ଲୋକ ବୁଦ୍ଧଙ୍କୁ ଦେଖା କରିବାକୁ ଯାଉଥାନ୍ତି । ଯେଉଁ ମାନେ ବି ଯାଉ ଥାନ୍ତି ବହୁତ ମନ ଦୂଖରେ ଯାଉଥାନ୍ତି ଓ ଆସିଲାବେଳ ବହୁତ ଖୁସିରେ ଆସୁଥାନ୍ତି । ଚାଷୀ ଟି ଭାବିଲା ସମସ୍ତେ ଯଦି ଏତେ ଦୁଖରେ ଯାଇ କିଛି ସମାଧାନ ପାଇ ଏତେ ଖୁସିରେ ଫେରୁଛନ୍ତି ତେବେ ମୁ ମଧ୍ୟ ବୁଦ୍ଧଙ୍କୁ ଭେଟିବାକୁ ଜୀବି ମୋ ସମସ୍ଯା ର ସମାଧାନ ପାଇବା ପାଇଁ ପାର୍ଥନା କରିବି ଓ ଅନୁରୋଧ ମଧ୍ୟ କରିବି । ଚାଷୀଟି ବୁଦ୍ଧଙ୍କ ପାଖକୁ ଯାଇ ତାର ଦୁଖ ସମସ୍ଯା ବିଷୟରେ କହିଛି ହେ ମହାତ୍ମା ପ୍ରତ୍ଯେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମୋର ଚାଷ ବହୁତ ଖରାପ ହୋଇଛି । 90s Love Icons Then — Now You’ll Be Shocked Herbeauty The Kardashian Fight That Shocked The World Brainberries Here’s What Your Cuddle Positions Reveal About Your Relationship Herbeauty The Fascinating Journey Of The Girl Who Wanted To Become A Horse Brainberries ଠିକ ସମୟରେ ବର୍ଷା ହେଲା ନାହିଁ, ଖରା ସେହି ସମୟରେ ବି ହେଲା ନାହିଁ ଓ ପୋକ ଲାଗି ଗଲେ । ବହୁତ କରଜ ମଧ୍ୟ କରି ସାରିଛି କଣ କରିବି ମୁ ବହୁତ ଦୁଖିତ ଅଛି । ବୁଦ୍ଧ କହିଲେ ଏହି ଗୋଟିଏ ସମସ୍ଯା ଅଛି, ସଙ୍ଗେ ସଙ୍ଗେ ଚାଷୀଟି କହିଲା ନାଇଁ ଆଜ୍ଞା ଆହୁରି ସମସ୍ଯା ଅଛି ମୁ ଯାହାକୁ ନିଜର ଅର୍ଦ୍ଧାଙ୍ଗିନୀ ବୋଲି ଭାବି ବିଶ୍ବାସର ସହ ଯାହାକୁ ବିବାହ କରିଥିଲେ ସେ ବି ମୋତେ ଭଲ ବ୍ୟବହାର କରୁନାହିଁ ମନ ବହୁତ ଦୁଖରେ ରହୁଛି । ବୁଦ୍ଧ ପୁଣି ପଚାରିଲେ ଏତିକି ସମସ୍ଯା ନା ଆଉ ଅଛି, ଚାଶିଟି ସଙ୍ଗେ ସଙ୍ଗେ କହିବାକୁ ଲାଗିଲା, ଯେଉଁ ପିଲା ମାନଙ୍କୁ ଜନ୍ମ ଦେଇଥିଲି । ଭାବିଥିଲି ସେମାନେ ଜୀବନ ସାରା ମୋ କଥା ମାନିବେ କିନ୍ତୁ ତାହା ହେଉ ନାହିଁ । ସେ ପିଲା ମାନଙ୍କର ବ୍ୟବହାର ବହୁତ କଷ୍ଟ ଲାଗୁଛି ଏମିତି ବହୁତ କଥା ସେ ଗପି ଚାଲିଲା । अन्य जबरदस्त कंटेंट Do This For 30 Minutes A Day And Earn ₹462,000 Per Day PINC You Won’t Believe Where The Jurassic Kids Ended Up Brainberries The Fascinating Journey Of The Girl Who Wanted To Become A Horse Brainberries 7 भारतीय राजकुमारियाँ जिनके बारे में आपको जानना चाहिए Herbeauty ବୁଦ୍ଧ ସବୁ ଶୁଣିବା ପରେ କହିଲେ ଦେଖ ତୁମେ ଏହି ଯେଉଁ ସବୁ ଦୁଖ ବିଷୟରେ କହିଗଲ । ମୁ ସେ ଗୁଡିକର ଗୋଟିଏ ବି ସମାଧାନ କରି ପାରିବିନି । ଏ ସମସ୍ଯା ପୁରା ବିଶ୍ଵର ସମସ୍ତଙ୍କର ମୁ ଏହାର କିଛି ସମାଧାନ କରି ପାରିବି ନାହିଁ । ଏହା ଶୁଣି ଚାଷୀଟି ଆହୁରି ଦୁଖିତ ହେଇଗଲା । ଦୁଖିତ ହେଇ ସେହି ଆଶ୍ରମରେ ବସିଥାଏ ହଠାତ ବର୍ଷା ହେଲା । ଏବଂ ଛାଡି ମଧ୍ୟ ଗଲା ବୁଦ୍ଧ ଚାଷିକୁ କହିଲେ ଯାଅ ବାବୁ ପାଖରେ ଛୋଟ ପୋଖରୀ ଅଛି ସେଠୁ ମୋ ପାଇଁ ପିଇବା ପାଣି ଟିକେ ଆଣିବ । ପାଣି ଆଣିଲା ବେଳେ ଦେଖିଲା ପାଣିଟି ବହୁତ ଅସନା ଅଛି ଓ ସେ ଫେରି ଆସିଲା ବୁଦ୍ଧ ଦେବ କହିଲେ ମୋ ପାଇଁ ପାଣି ଆଣିଲା କି ? ଚାଷୀଟି କହିଲା ନାଇଁ ପାଣି ବହୁତ ଗୋଳିଆ ହେଇ ଯାଇଛି ପିଇ ହେବ ନାହିଁ । ବୁଦ୍ଧ ପୁଣି କିଛି ସମୟ ଧ୍ୟାନରେ ବସି ରହିଲେ ଓ ଧ୍ୟାନରୁ ଫେରି ଚାଷିଟିକୁ କହିଲେ ବାବୁ ଯାଅ ଏବେ ମୋ ପାଇଁ ପାଣି ଟିକେ ଆଣ ବହୁତ ଶୋଷ ହେଲାଣି । ଏଥର ଚାଷୀଟି ଯାଇ କିଛି ନିର୍ମଳ ପାଣି ନେଇକି ଆସିଲା । ପାଣି ଆଣିବା ପରେ ବୁଦ୍ଧ ସେହି ଚାଷିକୁ ପଚାରିଲେ ଏ ପାଣି ତୁମେ କେଉଁଠୁ ଆଣିଲ । ଚାଷୀଟି କହିଲାସେହି ପୋଖରୀରୁ ଆଣିଲି କିଛି ସମୟ ପରେ ସେହି ସବୁ ଅଳିଆ ମାଟି, ବାଲି, ଆଦି ତଳେ ବସି ଯାଇଥିଲା ତେଣୁ ଏ ପାଣିକୁଆ ଆମେ ପି ପାରିବା । ବୁଦ୍ଧ ସେଇ ବ୍ୟକ୍ତିକୁ କହିଲେ ମୁ ତୁମର ସେଇ 10ଟି ଅସୁବିଧା ର ସମାଧାନ ତ କରି ପାରିବିନି । କିନ୍ତୁ ତୁମର ଶେଷ ସମସ୍ଯା କୁ ସମାଧାନ କରି ପାରିବି । କୃଷକଟି ଆଶ୍ଚର୍ଯ୍ୟ ହେଇ କହିଲା ମୋର ଶେଷ ସମସ୍ଯା ଟି କଣ ! ବୁଦ୍ଧ କହିଲେ ତୁମର ଶେଷ ସମସ୍ଯା ଟି ହେଉଛି ତୁମର ଏହି 10ଟି ସମସ୍ୟାର ମୂଳ ସେ ସମସ୍ଯା ଟି ହେଉଛି ତୁମେ ଭାବିଚ ଏ ଦୁନିଆରେ କେବଳ ତୁମେ ହିଁ ଦୁଖିତ ଅଛ ତୁମର ହିଁ କେବଳ ସମସ୍ଯା ଅଛି । ଏହି ଦୁଖଦ ଭାବନା ତୁମର ସେସ ସମସ୍ଯା ଅଟେ । ସମସ୍ଯା ତ ଜୀବନରେ ଲାଗି ରହିବ ଆଉ ଏ ବିଶ୍ବରେ ଥିବା ଜୀବ ଜଗତ ସମସ୍ତଙ୍କର ସମସ୍ଯା ରହିଛି ॥ କାହାର ପାଠରେ କାହାର ଧନରେ ଆଉ କାହାର ଚାକିରି ଏମତି ବହୁ ପ୍ରାକାର ସମସ୍ଯା ଲାଗି ରହିଛି । ତୁମେ ଯେଉଁ ଭାବୁଛ ମୋର ହିଁ ଅସୁବିଧା ଅଛି ଓ ଏହି ବିଚାରକୁ ନେଇ ମନୁଷ୍ୟ ଦୁଖିତ ମଧ୍ୟ ରହୁଛି । ତେଣୁ ଏ ବିଚାର ରୁ ମୁ ତୁମକୁ ମୁକ୍ତ କରି ଦେଇ ପାରିବି । ଯଦି ତୁମେ ଏହି ବିଚାର ରୁ ତୁମେ ମୁକ୍ତ ହେଇଗଲ ତେବେ ସବୁ ସମସ୍ୟାରୁ ତୁମେ ମୁକ୍ତ ହେଇଜୀବ । ଚାଷୀଟି ପଚାରିଲା କେମିତି ମୁ ମୁକ୍ତ ହେଇ ପାରିବି ବୁଦ୍ଧ କହିଲେ ପ୍ରଥମେ ସ୍ଵୀକାର କରିବା ଶିଖ, ହଁ ମୋ ଭଳି ସମସ୍ଯା ରେ ଜଡିତ ବହୁତ ଲୋକ ଏହି ବିଶ୍ବରେ ଅଛନ୍ତି । ଏହାକୁ କରିବା ଦ୍ଵାରା ତୁମର ସମସ୍ଯା ଅଧା ଦୂର ହେଇଜୀବ । ଓ ଦିତୀୟ ଟି ସବୁଠୁ ଗୁରୁତ୍ଵ ପୂର୍ଣ୍ଣ ଯାହା ମୁ ତୁମ ଦ୍ଵାରା କରାଇଲି । ଶାନ୍ତିର ସହ ବସି ରହିବା ଯାହା ଦ୍ଵାରା ମନୁଷ୍ୟର ମନ ସ୍ତିର ହୋଇଥାଏ ଯେପରି ଗୋଳିଆ ଥିବା ପଣି କିଛି ସମୟ ପରେ ବସି ଯାଇ ସ୍ବଚ୍ଛ ହେଇ ଯାଉଛି ସେହି ପରି ମଣିଷର ମନ ମଧ୍ୟ ସ୍ତିର ହୋଇଯାଇଥାଏ । ଶେଠୀ ପାଇଁ ଯେତେବେଳେ ଏହି ପରି ମନ ଅସ୍ତିର ହେଇ ଉଠେ କିଛି ସମସ୍ୟାକୁ ନେଇ ସେତେବେଳେ ଚୁପ ଚାପ ବସି ଯାଅ ଏବଂ ସ୍ଵୀକାର କରିବାକୁ ଲଗା ଯେ ହଁ ଏ ସମସ୍ଯା କେବଳ ମୋର ନୁହେଁ ସାରା ବିଶ୍ଵର ଦେଖିବା କିଛି ସମୟ ପରେ ତୁମ ମନ ମଧ୍ୟ ସ୍ଵଛ ହେଇ ଜୀବ ଓ ଶାନ୍ତ ହୋଇଯିବ । ଠିକ ସେହି ପୋଖରୀ ପାଣି ଭଳି ଯାହା ତୁମକୁ ଦୁଖରୁ ମୁକ୍ତି ଦେବ ।

ଆଜିର ପରିବର୍ତ୍ତିତ ଜୀବନରେ, ଲୋକଙ୍କର ମୂଲ୍ୟବାନ ସମୟ କାହାକୁ ଦେବାକୁ ସମୟ ନାହିଁ । ଏହା ପଛର କାରଣ ହେଉଛି, ସେମାନଙ୍କ ଉପରେ ଅନେକ କାର୍ଯ୍ୟ ଭାର ଅଛି । ଯେଉଁଥିପାଇଁ ସେମାନେ ନିଜ ଘରର ସଦସ୍ୟମାନଙ୍କ ପାଇଁ ମଧ୍ୟ ସମୟ ଦେବାରେ ଅସମର୍ଥ । ଲୋକଙ୍କ ଜୀବନଶୈଳୀ ଏତେ ବଦଳିଛି ଯେ ଲୋକମାନେ ନିଜ କାର୍ଯ୍ୟରେ ଅଧିକ ବ୍ୟସ୍ତ ଅଛନ୍ତି ।
ଏହିସବୁ କାରଣରୁ ସେ ନିଜ ଜୀବନ ସାଥୀ ଏବଂ ପରିବାରଠାରୁ ଦୂରେଇ ଯାଆନ୍ତି । ଏପରି ପରିସ୍ଥିତିରେ, ଆପଣଙ୍କ ସାଥୀଙ୍କୁ ସମୟ ଦେବାରେ ସକ୍ଷମ ନହେବା ହେତୁ, ଆପଣ ନିଜ ସମ୍ପର୍କରେ ଏକ ବିଭେଦ ଦେଖିପାରନ୍ତି । ଯଦି ଏହା ବାରମ୍ବାର ଘଟିବାକୁ ଲାଗେ ତେବେ ବେଳେବେଳେ ଏହି ରିଫ୍ଟ ଏତେ ବଡ ରୂପ ନେଇଥାଏ ଯେ ଜୀବନସାଥୀମାନେ ମଧ୍ୟ ପରସ୍ପରଠାରୁ ଅଲଗା ହୋଇଥାନ୍ତି ।

ତେଣୁ ଆପଣଙ୍କ ସାଥୀଙ୍କ ସହିତ ଏକ ଭଲ ସମ୍ପର୍କ ବଜାୟ ରଖିବା ପାଇଁ, ତୁମ ଜୀବନ ସାଥୀକୁ ଯଥେଷ୍ଟ ସମୟ ଦେବା ଉଚିତ୍ । ଏହା ପ୍ରାୟତଃ ଦେଖାଯାଇଛି ଯେ ଯେଉଁଠାରେ ଅଂଶୀଦାରମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ, ଅନେକ ଥର ଦେବାରେ ସକ୍ଷମ ହୋଇନଥାଏ, ସେହି ସମୟରେ, ଏହି ଫାଟଗୁଡିକ ପ୍ରାୟତଃ ଜିନିଷ ଲୁଚାଇବା ପାଇଁ ଖାଲ ସୃଷ୍ଟି କରିଥାଏ କିମ୍ବା କିଛି କଥା କହିବାକୁ ଲଜ୍ଜିତ ହୁଏ ।
ଆସନ୍ତୁ ଆପଣଙ୍କୁ କହିବା ଯେ କିଛି ଜିନିଷ ଅଛି ଯାହା ଜୀବନ ସହଭାଗୀମାନେ ପରସ୍ପର ସହ କଥା ବାଣ୍ଟିବାକୁ ପସନ୍ଦ କରନ୍ତି ନାହିଁ । ଏପରି ପରିସ୍ଥିତିରେ, ଯେତେବେଳେ ଏହି ଜିନିଷଗୁଡ଼ିକ ହଠାତ୍ ସାମ୍ନାକୁ ଆସେ, ସେତେବେଳେ ମଧ୍ୟ ସମ୍ପର୍କ ଭାଙ୍ଗିଯାଏ । ତେଣୁ, ତାଙ୍କ ଜୀବନ ସାଥୀଙ୍କଠାରୁ କେହି କେବେ ଲୁଚାଇବା ଉଚିତ୍ ନୁହେଁ ।

ଆମେ ଆପଣଙ୍କୁ କହିବୁ ଯେ ଯଦିଓ ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ବିବାହ ପାଇଁ ପ୍ରଥମ ଥର ପାଇଁ ଝିଅକୁ ଭେଟିବାକୁ ଯାଆନ୍ତି କିମ୍ବା କୁହନ୍ତି ଯେ ଯଦି ସେମାନେ ବିବାହ ପାଇଁ ଝିଅକୁ ଦେଖା କରିବାକୁ ଯାଆନ୍ତି, ତେବେ ସେମାନେ ବହୁତ ଲାଜ କରନ୍ତି ।
କିନ୍ତୁ ଆପଣଙ୍କୁ କହିବୁ ଯେ ଏପରି ପରିସ୍ଥିତିରେ ଆପଣ ନିଜ ସାଥୀ ପାଇଁ କେବେ ଲଜ୍ଜିତ ହେବା ଉଚିତ୍ ନୁହେଁ । କାରଣ ଏହା କରିବା ଦ୍ୱାରା ଆପଣଙ୍କୁ ଜୀବନ ପାଇଁ ଅନୁତାପ କରିବାକୁ ପଡିପାରେ । ହଁ, ଯଦି ଆପଣ ଏହି ପ୍ରସଙ୍ଗରେ ଲଜ୍ଜିତ ତେବେ ଭବିଷ୍ୟତରେ ଆପଣଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିବ ।

ତେଣୁ ସେହି ସମୟରେ, ଫାଟ ମଧ୍ୟ ଆସେ କାରଣ ଯଦି ତୁମର ଜୀବନ ସାଥୀ ମାତୃ ଘରକୁ ଯାଏ, ତେବେ ତୁମେ ତାଙ୍କ ସହିତ ଫୋନରେ କଥା ହୁଅ ନାହିଁ । ଏଭଳି ପରିସ୍ଥିତିରେ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣ ନିଜ ସାଥୀ ସହିତ ସେମାନଙ୍କର ମାତୃ ଅସୁସ୍ଥତା ପରେ ସମୟ ସମୟରେ କଥା ହେବା ଉଚିତ୍ ।

ଏହା ଆପଣଙ୍କ ସାଥୀକୁ ଭଲ ଅନୁଭବ କରିବ । ଏହା ସହିତ, ସେମାନେ ମଧ୍ୟ ଅନୁଭବ କରନ୍ତି ଯେ ଆପଣ ସେମାନଙ୍କର ଯତ୍ନ ନିଅନ୍ତି । ଏହା ତୁମ ଦୁହିଁଙ୍କ ମଧ୍ୟରେ ପ୍ରେମ ଏବଂ ବିଶ୍ୱାସ କୁ ଅତୁଟ ରଖେ ।




