ମନୋରଞ୍ଜନ

ମାତ୍ର 29 ବର୍ଷ ବୟସରେ ମୃତ୍ୟୁ ଠାରୁ ହାରି ଯାଇଥିଲେ ସୋ ରେ Neha Kakkar ଙ୍କୁ ହରାଇଥିବା ଏହି ସିଙ୍ଗର, ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ ଆଜି କାଲି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ ଆଦି ସବୁ ଭାଷା ରେ ରିୟାଲିଟି ସୋ ର ଚାହିଦା ବଢିବାକୁ ଲାଗିଲାଣି ଏବଂ ଏହି ଚାହିଦା ଯୋଗୁଁ ଦିନ କୁ ଦିନ ବିଭିନ୍ନ ରିୟାଲିଟି ସୋ ସବୁ ଚ୍ୟାନେଲ ରେ ଦେଖିବାକୁ ମିଳି ଲାଣି ।

ନୃତ୍ୟ, ସଙ୍ଗୀତ,ଅଭିନୟ ଆଦି ଅନେକ ପ୍ରକାରର ରିୟାଲିଟି ସୋ ରହୁଛି ଏବଂ ବହୁତ ଲୋକ ଏହି ରିୟାଲିଟି ସୋ ରେ ଆସି ନିଜ ପାଖରେ ଥିବା ନୃତ୍ୟ ର କିମ୍ବା ସଙ୍ଗୀତ ର ଆଦି ର ପ୍ରତିଭା କୁ ପ୍ରଦର୍ଶିତ କରୁଛନ୍ତି । ତେବେ ଏହି ରିୟାଲିଟି ସୋ ଗୁଡିକ ସର୍ଵଦା ଖୁବ ଚାହିଦା ରେ ମଧ୍ୟ ରହୁଛି ଏବଂ ଏହାର ଟି ଆର ପି ମଧ୍ୟ ବହୁତ ବଢୁଛି । ବର୍ତ୍ତମାନ ଦେଶ ରେ ସବୁଠାରୁ ଲୋକପ୍ରିୟ ଏବଂ ନମ୍ବର ୧ ରେ ଥିବା ରିୟାଲିଟି ସୋ ହେଉଛି ଇଣ୍ଡିଆନ ଆଇଡଲ ୧୨ ।

ତେବେ ବର୍ତ୍ତମାନ ଛଅ ଜଣ ପ୍ରତି ଯୋଗିତା ଅଛନ୍ତି ସେମାନେ ହେଉଛନ୍ତି ଅରୁନିତା କାଞ୍ଜିଲାଲ, ପବନ ଦୀପ ରାଜନ,ନିହାଲ ତୋରି,ସାୟଲୀ କାମ୍ବଲେ,ଶଂମୁଖପ୍ରିୟା ଏବଂ ମହମ୍ମଦ ଦାନିଶ, ତେବେ ଏହାର ଫାଇନାଲ୍ ଅଗଷ୍ଟ ପନ୍ଦର ରେ ହେବ ଏବଂ ନୂଆ ଇଣ୍ଡିଆନ ଆଇଡ଼ଲ ମିଳିଯିବ । ତେବେ ଏହି ସୋ ଅନେକ ସୁପର ହିଟ ଗାୟକ ପ୍ରଦାନ କରିଛନ୍ତି । ତେବେ ଆଜି ଆମେ ଏହି ସୋ ର ସିଜନ ୨ ର ବିଜେତା ସନ୍ଦୀପ ଆଚାର୍ଯ୍ୟ ।

ତେବେ ଦୁର୍ଭାଗ୍ୟ ବଶତଃ ସେ ବର୍ତ୍ତମାନ ଆମ ସହ ନାହାନ୍ତି । ସେ ଜଣ୍ଡିସ ରେ ୨୦୧୩ ରେ ମାତ୍ର ୨୯ ବର୍ଷ ବୟସ ରେ ଚାଲି ଯାଇଥିଲେ ଏହି ଦୁନିଆ ରୁ । ତେବେ ସନ୍ଦୀପ ଜଣେ ବହୁତ ଭଲ ଗାୟକ ଏବଂ ସେ ସେହି ସିଜନ ରେ ଥିବା ନେହା କକଡ଼ ଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ତେବେ ସୋନୁ ନିଗମ, ଫରହା ଖାଁ, ଅନୁ ମଲ୍ଲିକ,ଏବଂ କାଜଲ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ସନ୍ଦୀପ ଭାରତ, ସହିତ ଅନ୍ୟ ଦେଶରେ ମଧ୍ୟ ଗୀତ ଗାଉଥିଲେ ଏବଂ ଗୋଟିଏ ସୋ ପାଇଁ ସେ ତିନି ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ୨୦୧୩ ରେ ତାଙ୍କୁ ଜଣ୍ଡିସ ହୋଇ ଯାଇଥିଲା ଏବଂ ଏହାର ପନ୍ଦର ଦିନ ପରେ ତାଙ୍କ ର ମୃତ୍ୟୁହୋଇ ଯାଇଥିଲା । ତେବେ ସନ୍ଦୀପ ୨୦୧୨ ରେ ବିବାହ କରିଥିଲେ ଏବଂ ତାଙ୍କ ର ଗୋଟିଏ ଝିଅ ମଧ୍ୟ ଥିଲା କିନ୍ତୁ ଝିଅ ର ଜନ୍ମ ର କିଛି ଦିନ ପରେହିଁ ସେ ଏହି ଦୁନିଆ ରୁ ବିଦାୟ ନେଇଗଲେ ଏବଂ ଆମେ ଏକ ବଡ଼ କଳାକାର ଙ୍କୁ ହରାଇ ବସିଲୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button