ସ୍ୱାସ୍ଥ୍ୟ

ପିଲା ହେଉନି କି ? ଜାଣନ୍ତୁ କଣ କରିବେ ? Dr Sini S Venugopal

ନମସ୍କାର ବନ୍ଧୁଗଣ ବିବାହ ପରେ ସବୁ ମହିଳା ନିଜ ପିଲା ବିଷୟ ରେ ଭାବିଥାନ୍ତି କିନ୍ତୁ କିଛି ମହିଳା ଙ୍କ ପାଖରେ ପ୍ର-ଜ-ନ-ନ କ୍ଷମତା କମ ହେବା ଯୋଗୁଁ ସେମାନେ ମାଆ ହୋଇ ପାରନ୍ତି ନାହିଁ । ଏହାକି ବ-ନ୍ଧ୍ୟା-କ-ର-ଣ କୁହନ୍ତି ।

ତେବେ ଏହା ହେବାର ଅନେକ କାରଣ ମଧ୍ୟ ରହିଛି । ଯେପରି କି ଏହାର ମୁଖ୍ୟ କାରଣ ହେଉଛି ତନାଵ । ଏହା ସହ ଶରୀର ରେ ହର୍ମୋନ ର ଅସୁନ୍ତଳନ । ଗର୍ଭାଶୟ ର ଅସମାନତା ସାରାଂଚନା । ଏହା ଛଡା ମହିଳା ମାନଂକୁ ହେଉ ଥିବା ପିସିଓଏସ ବେମାରୀ ଯୋଗୁଁ ମଧ୍ୟ ମହିଳା ମାନେ ଗର୍ଭବତୀ ହୋଇ ପାରୁ ନାହାଁନ୍ତି । ଏହି ରୋଗ ରେ ଫଲୋପୀୟନ ଟିୟୁବ ରେ ହିଁ ଦବି ଯାଏ ଯାହା ଯୋଗୁଁ ମହିଳାମାନେ ଗ-ର୍ଭ-ବ-ତୀ ହୋଇ ପାରନ୍ତି ନାହିଁ ।

ତେବେ ଏହି ଇଂଫ୍ରଲିଟି ର ଲକ୍ଷଣ ଗୁଡିକ ହେଉଛି ଚୁଟି ଝଡ଼ିବା, ବିନା କାରଣ ରେ ଚେହେରା ରେ ଚୁଟି ଆସିବା, ଅଧିକ ସମୟ ପର୍ଯ୍ୟନ୍ତ ଗ-ର୍ଭ-ବ-ତୀ ନ ହୋଇ ପାରିବା ।  ମାସିକ ଚକ୍ର ର ଅନିୟମିତତା, ୨୧ ଦିନ ପୂର୍ବରୁ ମାସିକ ଧର୍ମ ହୋଇଯିବା, ଏହା ଛଡା ମାସିକ ଧର୍ମର ଅବଧି ୩୨ ଦିନ ଠାରୁ ଅଧିକ ହେବା । ଏହା ସବୁ ଏହି ଇଂଫ୍ରଲିଟି ର ଲକ୍ଷଣ ।

ଏହାର ଚିକିତ୍ସା କେଉଁ ପ୍ରକାରର ଅସୁବିଧା ରହିଛି ତାହା ଉପରେ ନିର୍ଭର କରିଥାଏ । ଯଦି କମ ବୟସରୁ କିମ୍ବା ଵିଵାହ ର ବର୍ଷ ପରେ ଗର୍ଭବତୀ ନ ହେବା ତାପରେ ଏହାର ଜାଞ୍ଚ କରାଯାଇ ପ୍ରଥମେ ଡାକ୍ତର ମେଡ଼ିସିନ ଦେଇଥାଏ । ବିଭିନ୍ନ ପ୍ରକାର ର ହରମୋନ ମେଡ଼ିସିନ ଦେଇ ସେମାନଙ୍କ ର ଚିକିତ୍ସା କରାଯାଇ ଥାଏ ।

ଯଦି କୌଣସି ମହିଳା ଙ୍କ ଟ୍ୟୁ-ବ-ସ୍ ରେ ବ୍ଲକ ଅଛି ତେବେ ସେହି କେଶ ରେ ସର୍ଜରୀ କରାଯାଇ ଥାଏ । ଯଦି ଗ-ର୍ଭା-ଶ-ୟ ରେ ଟି-ୟୁ-ମର ଥାଏ ତେବେ ମଧ୍ୟ ଏହାକୁ ସର୍ଜରୀ ଜରିଆରେ କଢ଼ା ଯାଇଥାଏ । ଏହା ଛଡା ମଧୁମେହ, ଥିବ କିମ୍ବା ଥାଇରାଏଡ଼ ଥିବ କିମ୍ବା ରକ୍ତ ର ଅଭାବ ଅର୍ଥାତ ଆନିମିଆ ରହିଥିବ ତେବେ ସେହି କେଶ ରେ କିଛି ନା କିଛି ମେଡ଼ିକାଲ ତ୍ରିଟମେଂଟ କରାଯାଇ ଥାଏ । ଏହା ଛଡା ଆୟୁଆଇ ତ୍ରିଟମେଂଟ ରେ ମଧ୍ୟ ଏହାର ଉପଚାର ହୋଇ ପାରିବ । କିମ୍ବା ଆଇବିଏଫ ରେ ମଧ୍ୟ ଏହାର ଉପଚାର କରାଯାଇ ପାରିବ ।

ଇଂଫ୍ରଲିଟି ର ଉପଚାର ରେ ସବୁଠାରୁ ବଡ଼ ଜିନିଷ ହେଉଛି ନିଜର ଜୀଵନ ଶୈଳୀ କୁ ବଦଳାଇବା । ସବୁଜ ପନି ପରିବା ଖାଇବା, ଯୋଗ ବ୍ୟାୟାମ କରିବା, ନିଜର ଓଜନ କୁ ଠିକ ଭାବେ ରଖିବା, ଏକ ସୁସ୍ଥ ଜୀଵନ ଶୈଳୀ ବିତେଇବା ଏହା ଛଡା ଚିନ୍ତା କିମ୍ବା ଚାପ ଅଧିକ ନେବା ନାହିଁ ସର୍ଵଦା ନିଜ ମନକୁ ଶାନ୍ତ କରି ରଖିବା ଏହା ଛଡା ଆପଣ ପ୍ରାଣାୟମ କରି ବେ ଏହା ଛଡା ଶାରୀରିକ ପରିଶ୍ରମ କୁ ଅଧିକ ଗୁରୁତ୍ୱ ଦେବେ । କାରଣ ସୁସ୍ଥ ଜୀଵନ ଶୈଳୀ ଦ୍ୱାରା ହିଁ ଆମେ ସୁସ୍ଥ ରହି ପାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button