ଜ୍ୟୋତିଷ

ଦେଖନ୍ତୁ ମହାଦେବଙ୍କ ମନ୍ଦିରରେ ଭଗବାନ ଶିବଙ୍କୁ କେମିତି କୁଣ୍ଢେଇ କି ବସିଥିଲେ ନାଗରାଜ, ଆଉ ତା’ ପରେ ହେଲା କିଛି ଏମିତି…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଭାଇରାଲ ହେଉଥିବା ଏକ ଏପରି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଜାଣିଲା ପରେ ଆପଣଙ୍କ ହୋସ ଉଡିଯିବ । ଗତ କିଛି ସମୟ ହେବ ନଗ ସାପର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ଏକ ନାଗ ସାପ ଭଗବାନ ଶିବଙ୍କ ମନ୍ଦିର ଭିତରେ ଫଣା ବାହାର କରି ଠିଆ ହୋଇଥିବାର ଘଟଣା ସାମ୍ନାକୁ ଆସିଛି ।


ଲୋକମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏକ ଘର ମଧ୍ୟରେ ଥିବା ମନ୍ଦିର ଘରେ ଏକ ନାଗ ସାପ ଶିବଲିଙ୍ଗ ପାଖରେ ଫଣା ବାହାର କରି ବସିଥିଲା ।

ସେହି ସମୟରେ ସେହି ଘରର ଲୋକ ମାନେ ସାପ ଧରାଳିଙ୍କୁ ଫୋନ କରି ଡକାଇ ଥିଲେ । ଏହା ପରେ ଏକ ସାପ ଧରାଳି ଆସି ସେହି ସାପଟିକୁ ଉଧାର କରିଥିଲେ । ବନ୍ଧୁଗଣ ସାପକୁ ଭଗବାନ ଶିବଙ୍କ ପ୍ରତୀକ କୁହାଯାଇଥାଏ ।

ନାଗ ସାପକୁ ଲୋକମାନେ ପୂଜା କରନ୍ତି ଓ କ୍ଷୀର ଚଢାନ୍ତି । ନାଗ ସାପକୁ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି ଓ ଏହି ସାପଟି ପବିତ୍ରତାର ପ୍ରତୀକ ହୋଇଥାଏ । ହିନ୍ଦୁ ଧର୍ମରେ ନାଗ ସାପର ବହୁତ ମାନ୍ୟତା ରହିଛି । ଖାସ କରି ଯଦି ନାଗ ସାପ ଶିବ ଲୀଙ୍ଗ ପାଖରେ ଫଣା ତେକେ ତା ହେଲେ ଏହା ବହୁତ ଶୁଭ ମାନା ଯାଇଥାଏ ।

ବନ୍ଧୁଗଣ ଏହି ପରିକା ବିଚିତ୍ର ଘଟଣା ବହୁତ କମ ଦେଖିବାକୁ ମିଳିଥାଏ । ଭିଡିଓରେ ସାପଟି ଭଗବାନ ଶିବଙ୍କ ଲୀଙ୍ଗ ପାଖରେ ବସି ଫଣା ବାହାର କରିଥିବାର ନଜର ଆସୁଛି ଓ ସେହି ଘରେ ଥିବା ଲୋକ ମାନେ ତାର ପୂଜା କରିଛନ୍ତି । ଅବଶ୍ୟ ନାଗ ସାପଟି କାହାର କ୍ଷତି କରିବାକୁ ଚେଷ୍ଟା କରି ନାହିଁ ।

ଏହି ବିଚିତ୍ର ଘଟଣାଟି ସୋ-ସି-ଆ-ଲ ମି-ଡି-ଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button