କ୍ୟାମେରାରେ କଏଦ ହେଲା 5 ଟି ଲୋମ ଟାଙ୍କୁରେଇ ଦେବା ଭଳି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏବେ ତ ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।
ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭି-ଡି-ଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭି-ଡି-ଓ- ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭି-ଡି-ଓ କୁ ସେୟାର କରି ଭା-ଇ-ରା-ଲ କରାଯାଉଛି । ତେବେ ଯଦି କୌଣସି ଭି-ଡି-ଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭି-ଡି-ଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭା-ଇ-ରା-ଲ କରି ଥାଆନ୍ତି ।



୨- ଦ୍ଵିତୀୟ ଭିଡିଓ ରେ କାନ୍ନଡା ରେ ଜଣେ ବ୍ୟକ୍ତି ବାହାରୁ ଘର ଭିତରକୁ ଯାଉଥିଲା ସେ ଠିକ ଘର ଭିତରେ ଯିବା ମାତ୍ରେ ହିଁ ଗୋଟିଏ ଗଛ ଉପରେ ବି-ଜୁ-ଳି ପ-ଡି-ଥି-ଲା ଏବଂ ସେହି କ୍ଷଣେ ହିଁ ସେ ଗଛ ପୁରାପୁରି ନଷ୍ଟ ହୋଇ ଯାଇଥିଲା ତେବେ ଏହା ହେଉଛି ସେହି ବ୍ୟକ୍ତି ର ଭଲ ଭାଗ୍ୟ ଯେ ସେ ବଞ୍ଚିଗଲା ।

୩- ତୃତୀୟ ରେ ହେଉଛି ନେପାଳ ରେ ୨୦୧୫ ରେ ଏକ ବହୁତ ବଡ଼ ଭୂକମ୍ପ ଆସିଥିଲା । ଯାହା ଦ୍ୱାରା ସେଠାକାର ରାସ୍ତା ଫା-ଟି ଯାଇଥିଲା ଏବଂ ବହୁତ କିଛି ନ-ଷ୍ଟ ମଧ୍ୟ ହୋଇ ଯାଇଥିଲା ତେବେ ଏହି ଦୃଶ୍ୟ ସମସ୍ତ ଙ୍କୁ ଭ-ୟ-ବି-ତ କରି ଦେଇଥିଲା ।
୪- ଚତୁର୍ଥ ରେ ହେଉଛି ୨୦୧୬ ଫେବ୍ରୁଆରୀ ର କଥା ନିୟୁର୍କ କୁ ଏକ ସୁନାମି ଏକ ଦମ ନ-ଷ୍ଟ କରିଦେଇଥିଲା କିଛି କ୍ଷଣ ରେ ମାତ୍ର ସବୁ କିଛି ଓଲଟ ପାଲଟ ହେଇଗଲା ଏବଂ ସବୁକିଛି କିଛି କ୍ଷଣ ରେ ଧ୍ୱଂ-ସ ହୋଇ ଗଲା । ସେତେବେଳେ ର ଏହି ଦୃଶ୍ୟ କୁ ଦେଖି ସମସ୍ତେ ଭ-ୟ-ବି-ତ ହୋଇ ଯାଇଥିଲେ ।

୫- ପଞ୍ଚମ ରେ ହେଉଛି ଅଷ୍ଟ୍ରେଲିଆ ର ଯାହାକି ୨୦୧୩ ମସିହାର ଘ-ଟ-ଣା । ସେଠାରେ ବାତ୍ୟା ଆସିବା ଯୋଗୁଁ ସମୁଦ୍ର ତଟ ର ସମ୍ପୂର୍ଣ୍ଣ ଇଲାକା ସମୁଦ୍ର ଫେଣ ରେ ଭର୍ତ୍ତି ହୋଇଗଲା ଯେମିତି ଲାଗୁଥିଲା ଫେଣ ପୁରା ସହରକୁ ଘୋଡାଇ ରଖିଛି ତେବେ ଏହା ଏକ ଅଦ୍ଭୁତ ଘଟଣା ଟି କିନ୍ତୁ କିଛି ଲୋକ ଏହି ମୁହୂର୍ତ୍ତରେ ମଜା ମଧ୍ୟ କରୁଥିଲେ ।




