ସ୍ୱାସ୍ଥ୍ୟ

କେବଳ ଏହି ଗୋଟିଏ ପତ୍ର, ଆପଣଙ୍କୁ ୯୦ ବର୍ଷ ଯାଏ ହେବାକୁ ଦେବନି କୌଣସି ରୋଗ ବେମାରି- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ।ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ।ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ ।

କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ।ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ।ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ। ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ।

ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।ବନ୍ଧୁଗଣ ଏପରି ଏକ ପତ୍ର ଅଛି ଯାହାକୁ ସେବନ କରିବା ଦ୍ୱାରା ଆମକୁ କୌଣସି ପ୍ରକାର ରୋଗ ଦେଖା ଯାଇ ନ ଥାଏ।ଏହି ପତ୍ର ବହୁତ ସାଧାରଣ ହୋଇଥିଲେ ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଏହି ପତ୍ର ଵିଷୟ ରେ ଆହୁରି ଅଧିକ କଥା।

ବନ୍ଧୁଗଣ ଆପଣ ମାନେ ଅମୃତ ଭଣ୍ଡା ତ ନିଶ୍ଚୟ ଖାଇଥିବେ।କିନ୍ତୁ ଆପଣ କଣ ଜାଣିଛନ୍ତି ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ।ଏହି ପତ୍ର ର ଜୁସ କରି ପିଇବା ଦ୍ୱାରା ଆମକୁ ଅନେକ ପ୍ରକାର ରୋଗ ରୁ ମୁକ୍ତି ମିଳିଥାଏ।ଆମେ ଜାଣିଛୁ ଯେ ଅମୃତ ଭଣ୍ଡା କୁ ଖାଇବା ଦ୍ୱାରା ଆମର ଅନେକ ପ୍ରକାର ରୋଗ ଠିକ ହୋଇ ଯାଇଥାଏ।କିନ୍ତୁ ଏହାର ପତ୍ର ମଧ୍ୟ ଆମ ପାଇଁ ବହୁତ ଉପକାରୀ ହୋଇଥାଏ।

ଏହାକୁ ସେବନ କରିବା ଦ୍ୱାରା ଆମକୁ କୌଣସି ବି ରୋଗ ହୋଇ ନ ଥାଏ।ଅମୃତ ଭଣ୍ଡା ପତ୍ରରେ ଭିଟାମିନ ଏ , ଭିଟାମିନ ବି, ଭିଟାମିନ ସି , ଭିଟାମିନ ଡ଼ି, ଭିଟାମିନ ଇ ଭଳି ବହୁତ ଉପାଦାନ ରହିଥାଏ।ଅମୃତ ଭଣ୍ଡା ପତ୍ର ରେ କ୍ୟାଲସିୟମ ର ମାତ୍ରା ବହୁତ ଅଧିକ ଥାଏ।ଏହି ପତ୍ର ଶରୀର ର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବଢ଼ାଇ ଥାଏ।

ଅମୃତ ଭଣ୍ଡା ପତ୍ର ସେବନ କରିବା ଦ୍ୱାରା ଆମ ଶରୀର ରେ କେବେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଦେଖା ଦେଇ ନ ଥାଏ।ଏହି ପତ୍ର ଆମ ଶରୀର ରେ ପ୍ରବେଶ କରୁଥିବା ଅନେକ ପ୍ରକାର କ୍ଷତି କାରକ ବ୍ୟକ୍ଟ୍ରିଆ କୁ ରୋକିଥାଏ।ଥଣ୍ଡା,ଜ୍ଵର,କାଶ ଭଳି ରୋଗ ସହିତ ଲଢ଼ିବା ର ଶକ୍ତି ମଧ୍ୟ ଏହି ପତ୍ର ମଧ୍ୟ ରେ ଥାଏ।ଏହି ପତ୍ର ସେବନ କରିବା ଦ୍ୱାରା ଆମ ଶରୀର ର ଧଳା ରକ୍ତ କୋଷ କୁ ବଢ଼ାଇ ଥାଏ।ଏହି ପତ୍ର ରେ ଆଣ୍ଟି ମ୍ୟାଲେରିଆ ର ଗୁଣ ଥାଏ।

ଏହି ପତ୍ର ମ୍ୟାଲେରିଆ ରୋଗ ପାଇଁ ବହୁତ ଭଲ ହୋଇଥାଏ।ଡେଙ୍ଗୁ ରୋଗ ପାଇଁ ଏହା ରାମବାଣ ସଦୃଶ ହୋଇଥାଏ।ମୁହଁ ରେ ଚିନ୍ହ ହୋଇଥିଲେ ଆପଣ ଏହାର ଜୁସ ପିଇବା ଦ୍ୱାରା ଦାଗ ସମ୍ପୂର୍ଣ୍ଣ ହଜି ଯାଇଥାଏ।ଏହି ପତ୍ର ର ଜୁସ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଆପଣଂକୁ ସାଧାରଣ ଭୋକ ଲାଗିବ ଏହା ଦ୍ୱାରା ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିବ।ଯଦି ଆପଣ ଏହି ରୋଗ ରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଅମୃତ ଭଣ୍ଡାର ରସ କୁ ନିଶ୍ଚିତ ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button