ମନୋରଞ୍ଜନ

ଡ୍ୟାନସିଂ କାର ଭିତରେ ଆଲବମ ଅଭିନେତ୍ରୀ-

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଏକ ଖବର ବହୁତ ଚର୍ଚ୍ଚା ରେ। ଚନ୍ଦ୍ର ଶେଖର ପୁର ଠାରେ ଘଟିଛି ଏହି ଘଟଣା ଯାହା ସମସ୍ତ ଙ୍କୁ ଚକିତ କରି ଦେଇଛି। ତେବେ ଆସନ୍ତୁ ଘଟଣା ବିଷୟରେ ବିସ୍ତାର ପୁର୍ବକ ଆଲୋଚନା କରିବା।

ଘଟଣା ରି ଘଟିଛି ଚନ୍ଦ୍ରଶେଖର ପୁର ଠାରେ। ଭୋର ପ୍ରାୟ ସାଢ଼େ ଚାରିଟା ସମୟ ରେ ଇନଫୋସିଟି- ଚନ୍ଦକା ରାସ୍ତା ରେ ଏକ ନାଲି ରଙ୍ଗର କାର ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ପିସିଆର ଭ୍ୟାନ ଅଟକି ଯାଇଥିଲା। ତେବେ ଦୋହଲୁଥିବା କାର ଟି ପୋଲିସ କୁ ଦେଖି ନିଶ୍ଚଳ ହୋଇ ଯାଇଥିଲା। ପରେ ସେହି କାର ଭିତରୁ ବାହାରି ଆସିଥିଲେ ଜଣେ ଯୁବତୀ ଏବଂ ଜଣେ ଯୁବକ।

ସେମାନେ ଏକ ମନୋରଞ୍ଜନ ଧର୍ମୀ ଟିଭି ଚ୍ୟାନେଲ ରେ କାମ କରୁଛନ୍ତି ବୋଲି ପୋଲିସ କୁ ନିଜର ପରିଚୟ ଦେଇଥିଲେ। ତେବେ ସୂଚନା ଅନୁସାରେ ସେହି ଅଭିନେତ୍ରୀ ଜଣକ ବହୁତ ଆଲବମ ଗୀତରେ ଅଭିନୟ କରିଛନ୍ତି। ସେମାନଙ୍କ ଅନୁସାରେ ସେମାନେ ନିଜ କାମ ସାରି ଅର୍ଥାତ ନାଇଟ ଡିୟୁଟି ସାରି ଫେରୁଛନ୍ତି ବୋଲି କହିଥିଲେ।

ଏହା ପରେ ସେମାନେ ପୋଲିସ ଙ୍କ ଆଗରେ ଛାଡି ଦେବା ପାଇଁ ନେହୁରା ମଧ୍ୟ ହୋଇଥିଲେ। କିନ୍ତୁ ପିସିଆର ର କର୍ମଚାରି ମାନେ ତାଙ୍କୁ ଥାନାକୁ ନେଇ ଯାଇଥିଲେ ଏବଂ କିଛି ସମୟ ପରେ ସେମାନଙ୍କ କାର୍ଯ୍ୟଳୟ ରୁ ଜଣେ ବରିଷ୍ଠ ଅଧିକାରୀ ଥାନା ଅଧିକାରୀ ଙ୍କୁ ଫୋନ କରି ସେମାନଙ୍କୁ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ।

ତେଣୁ ପୋଲିସ ତାଙ୍କ ଅନୁରୋଧ କ୍ରମେ ସେହି ଦୁଇ ଜଣଙ୍କୁ ତାଗିଦ କରି ଛାଡି ଦେଇଥିଲେ। ତେବେ ଏହି ଘଟଣା ଟି ସମସ୍ତଙ୍କ ଆଗରେ ଆସିବା ପରେ ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ଏବଂ କିଛି ଲୋକ ଏହାକୁ ନେଇ ନିଜର ଅନେକ ମତ ମଧ୍ୟ ଦେବାକୁ ଲାଗି ଗଲେଣି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button