ଜ୍ୟୋତିଷ

କେଉଁ ସମୟରେ ଠାକୁରଙ୍କ ପ୍ରସାଦ ଖାଇବେ କି ନାହିଁ, କେତେ ଦିନରେ ପୂଜା କରିବେ ? ଜାଣନ୍ତୁ ନିୟମ…

ମହିଳା ମାନଙ୍କ ମାଶୀକ ଧର୍ମ ଚାଲି ଥିବା ସମୟରେ ମହିଳା ମାନେ ଏହାକୁ ନେଇ ପାରିବେ ନି । ଆଜ୍ଞା ହଁ ଏହା ଅନେକ ଥର ପ୍ରଶ୍ନ ହୋଇକି ଆସି ଠିଆ ହୋଇଥାଏ । ଆମ ଉପରେ ଦେଖନ୍ତୁ ମାସିକ ଧର୍ମ ଅନୁସାରେ  ଆପଣ କିଛି ଭି ଛୁଇଁବା କଥା ନୁହେଁ ଆପଣ ପୂଜା କରିବା ପାଇଁ ରକ୍ଷା ଯାଇ ଥିବା ଜିନିଷ କୁ ଛୁଇଁବେ ନି ମାତ୍ର ଏହା ଥରେ ପୂଜା ହୋଇ ଯିବା ପରେ ଆପଣ ଏହାକୁ ବ୍ୟବହାର କରି ପାରିବେ । କାରଣ ଏହା ଏବେ ବ୍ୟବହାର ଉପଯୋଗ ହୋଇ ଯାଇଥାଏ ।

ଏହାକୁ ଆମେ ସବୁ ଙ୍କ ମଧ୍ୟରେ ବିତରଣ କରି ଥାଉ ତେଣୁ ମହିଳା ମାନଙ୍କ ପାଇଁ ଏହା ବାରଣ ହୋଇକି ନଥାଏ ଆଉ । ଯେଉଁ ମାନେ ଦୀର୍ଘ ଦିନ ଧରି ଚାଲିଥିବା ବ୍ରତ କରିଥାନ୍ତି ଯେଉଁ ଭଳି କି ନବରାତ୍ର ହେଉ କିମ୍ବା 16 ସୋମବବାର ବ୍ରତ ହେଉ କିମ୍ବା ଆଉ କିଛି ବ୍ରତ ହେଉ ଯାହା ଲାମ୍ବା ସମୟ ଯାଏ ଚାଲି ଥାଏ  ।

ତାହା ଯଦି ଆମେ କରିଥାଉ ଆମ ପରିବାର ଭଲ ପାଇଁ । ମାତ୍ର ଏହା ମଧ୍ୟରେ ଆପଣ ଯଦି ମଶିକ ଧର୍ମ କୁ ଅନୁଭବ କରୁଛନ୍ତି ତେବେ ଆପଣ ନିଜ ବ୍ରତ କୁ ବନ୍ଦ କରିବା ଅପେକ୍ଷା ଏହାକୁ ନିଜ ସ୍ଵାମୀ କିମ୍ବା ଆଉ କାହାକୁ କହିକି କରାଇ  ପାରିବେ ଆପଣ ନିୟମ ଅନୁସାରେ ଯେଉଁ ଭଳି ଭାବେ ପାଳନ କରିବା କଥା ସେହି ଭଳି ପାଳନ କରିବେ ।

ଆପଣ ଯେଉଁ ଭଳି ଭାବେ ମୁଣ୍ଡ ଧୋଇକି ଗାଧୋଇବା କଥା ସେହି ଭଳି କରିବେ କିଛି ଶ୍ଵାତ୍ଵିକ ଭୋଜନ ଗ୍ରହଣ କରି ପାରିବେ ଆପଣ । ଏହା ସହ ଆପଣ କିଛି ଭୋଗ ମଧ୍ୟ ଖାଇ ପାରିବେ । ଆପଣଙ୍କ ବ୍ରତ ପାଳନ କରିବା ପରେ ଆପଣ ଯେଉଁ ଭଳି ଭାବେ ପ୍ରସାଦ ସେବନ କରିକି ନିଜ ଭୋଜନ କରନ୍ତି ସେହି ଭଳି କରିବେ ।

ଏହା ଦ୍ଵାରା ଆପଣଙ୍କ ବ୍ରତ ମଧ୍ୟ ଭାଙ୍ଗି ନଥାଏ । ମାଣବସା ରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ କି ଆମର ଚାରିଦିନ ର ମାସିକ ଧର୍ମ ପରେ ଆମେ କଣ ପୂଜା କରି ପାରିବା ? ଦେଖନ୍ତୁ ସାଧାରଣ ଭାବେ ଆପଣ ପାଞ୍ଚ ଦିନ କୁ ଏହା ସବୁ କରି ପାରିବେ ମାତ୍ର ଏହା ମାନେ ରଖିଥାଏ କି ଆପଣଙ୍କ ଶରୀର ରୁ ଆଉ ଋତୁସ୍ରାବ ହେଉ ନଥିବ ନହେଲେ ଏହାର କିଛି ମାନେ ନାଇ ।

ଆଜି କାଲିର ଜଳବାୟୁ କୁ ଦେଖିଲେ ଆମେ ଜାଣି ପାରିବା କି ଆମେ ଏବେ ଅଧିକା ଦିନ ଯାଏ ବ୍ଲିଡିଙ୍ଗ ହେବାର ଦେଖିବା ପାଇଁ ପାଉଛେ । ଏହା ଯଦି ହେଉଛି ଆପଣ ଦେବ ନୀତି କରିବା ଅନୁଚିତ ଅଟେ । ଆପଣ 7 ଦିନ ପରେ 8 ମ ଦିନ ପରଠାରୁ ଆପଣ କାମ କରିବେ ।

ଆପଣ ହନୁମାନ ଜି କିମ୍ବା ଶିବ ଭଗବାନ ଙ୍କ ଆରାଧନା କରି ପାରିବେ ନି । ନିଜ ଘରର ନିୟମ କିଛି ଯାହା ବଡ ମାନେ କରିଥାନ୍ତି ଆପଣ ତାହା ମାନିବା ମଧ୍ୟ ନିହାତି ଭାବେ ଦରକାର କିନ୍ତୁ ଶାସ୍ତ୍ର ଅନୁସାରେ ଆପଣ ପାଞ୍ଚ ଦିନ ପରେ ପୂଜା କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button