ଜ୍ୟୋତିଷ

କଥା କଥାରେ କାନ୍ଦୁଥିବା ଝିଅମାନେ କିପରି ହୋଇଥାନ୍ତି ? ଜାଣି ଆଶ୍ଚର୍ଯ୍ୟ ହେଇଯିବେ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ମହିଳା ମାନେ ବହୁତ ସ୍ନେହୀ ଓ କୋମଳ ହୋଇଥାନ୍ତି।କିଛି ମହିଳା ଏଭଳି ଅଛନ୍ତି ଯେଉଁମାନେ ସର୍ବଦା ଛୋଟ ଛୋଟ କଥାରେ କାନ୍ଦିଥାନ୍ତି।

ଯେଉଁ ଲୋକ ମାନେ ସର୍ବଦା ଛୋଟ ଛୋଟ ଏଭଳି ମହିଳା କାହାଠାରୁ କମ ନୁହନ୍ତି । ଚାଣକ୍ୟ ଙ୍କ ଅନୁସାରେ ଏମାନଙ୍କ ଚରିତ୍ର ଅଜବ ହୋଇଥାଏ ।ଏହି ମହିଳା ମାନେ ସବୁବେଳେ ନିଜ ବିଷୟରେ ବହୁତ ଖରାପ କହିଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ମଧ୍ୟ ଏଭଳି ସ୍ଵଭାବ ର ମହିଳା ଅଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣନ୍ତୁ ସେମାନେ କିପରି ସ୍ଵଭାବ ର ହୋଇଥାନ୍ତି।

ବନ୍ଧୁଗଣ କଥା କଥା ରେ ଲୁଚି କାନ୍ଦୁଥିବା ମହିଳା ସମସ୍ତଙ୍କ ଭାଗ୍ୟ ରେ ନଥାନ୍ତି । ଏମାନେ ବହୁତ ସ୍ନେହୀ ହୋଇଥାନ୍ତି । ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନେ ଅସୁବିଧା ର ସମ୍ମୁଖୀନ ହେବା ପରେ ମଧ୍ୟ ଅନ୍ୟ କାହାକୁ ଦୁଃଖ ଦେଇନଥାନ୍ତି । କିନ୍ତୁ ନିଜ ଖୁସି କୁ ସବୁବେଳେ ଅନ୍ୟ ମାନଙ୍କ ପାଇଁ ମନ ଭିତରେ ଲୁଚାଇ ରଖିଥାନ୍ତି । ଏମାନେ ନିଜର ଦୁଃଖ ଅନ୍ୟ କାହାକୁ ଦେଖାଇ ନଥାନ୍ତି ।

କାରଣ ଏମାନଙ୍କ ର ହୃଦୟ କୋମଳ ଫୁଲ ସଦୃଶ ହୋଇଥାଏ । ସବୁବେଳେ ଅନ୍ୟ ମାନଙ୍କୁ ଖୁସି କରିବା କୁ ଚେଷ୍ଟା କରିଥାନ୍ତି । ନିଜେ ପଛେ ଦୁଃଖ ରେ ଭୋକ ରେ ରହିଯିବେ କିନ୍ତୁ ଅନ୍ୟ ମାନଙ୍କ ପେଟ କୁ ସବୁବେଳେ ଖାଇବା ଦେଇଥାନ୍ତି । ଚାଣକ୍ୟ ଙ୍କ ଅନୁସାରେ ଏମାନେ ଘାତକ ହୋଇନଥାନ୍ତି । ତାଙ୍କ ହୃଦୟ କୁ ଯଦି ଭଲରେ ଦେଖିବେ ତେବେ ଆପଣ ତାଙ୍କୁ ଜାଣିପାରିବେ ଏବଂ ଆପଣଙ୍କୁ ତାଙ୍କୁ ସମ୍ମାନ କରିବା ଉଚିତ ।

ଏମିତିରେ ତାଙ୍କର ମାନ ସମ୍ମାନ ଆପଣ ବଢାଇବା ଦରକାର । ଏଭଳି ମହିଳା ଙ୍କ ହୃଦୟ କେବେବି ଭାଙ୍ଗିବା ଉଚିତ ନୁହେଁ ।ଏମାନଙ୍କ ହୃଦୟ କୁ ଭାଙ୍ଗିବା ପାପ ର ସମାନ ହୋଇଥାଏ ।ଆଚାର୍ଯ୍ୟ ଚାଣକ୍ୟ ଏହା ମଧ୍ୟ କହିଛନ୍ତି କି କାନ୍ଦୁଥିବା ଲୋକ ବହୁତ ଘାତକ ରୋଗ ସହ ମଧ୍ୟ ଲଢ଼ିପାରିଥାନ୍ତି । କାନ୍ଦିବା ଦ୍ବାରା ଅଧା ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । କାନ୍ଦିବା ଟା ହେଉଛି ଶରୀର ପାଇଁ ଗୋଟେ ବରଦାନ।ତେଣୁ କେବେ କେବେ ମନୁଷ୍ୟ କୁ କାନ୍ଦିବା ମଧ୍ୟ ଦରକାର।

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ମହିଳା ବନ୍ଦ ଘରେ ଏବଂ ଶେଯ ରେ କାନ୍ଦିଥାନ୍ତି ସେମାନେ ନିଜ ପ୍ରେମୀ ଏବଂ ଜୀବନସାଥୀ ଙ୍କ ଠାରୁ ଅଲଗା ହେବାକୁ ଚାହିଁ ନଥାନ୍ତି । ଏମିତି ଲୋକ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଜୀବନସାଥୀ ଙ୍କୁ ଭଲ ପାଇଥାନ୍ତି ଏବଂ ଏହା ତାଙ୍କ ପରିବାର ପାଇଁ ମଧ୍ୟ ବହୁତ ଭଲ ଅଟେ । ଏମାନଙ୍କର ହୃଦୟ କୋମଳ ହେବା ସହିତ ସମସ୍ତଙ୍କ ର ଭାବନା କୁ ମଧ୍ୟ ସମ୍ମାନ ଦେଇଥାଏ ।

ଏଭଳି ମହିଳା ଙ୍କୁ କେବେବି ଛାଡିବା ଉଚିତ ନୁହେଁ। ଯଦି ଆପଣ ଏମାନଙ୍କ ହୃଦୟ ଭାଙ୍ଗୁଛନ୍ତି ତେବେ ଆଗକୁ ଯାଇ ଆପଣଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡିବ । ଚାଣକ୍ୟ କୁହନ୍ତି ଏମିତି ଲୋକଙ୍କୁ କେବେ ଛାଡିବା ଉଚିତ ନୁହେଁ ଏମାନେ ସତ ମନ ର ହୋଇଥାନ୍ତି । ଏମାନଙ୍କର ମନ ବହୁତ କୋମଳ ଥାଏ। ଏଭଳି ସ୍ଵଭାବ ଥିବା ମହିଳା ଯେଉଁ ବ୍ୟକ୍ତି ଙ୍କ ଭାଗ୍ୟ ରେ ଥାଆନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button