ସ୍ୱାସ୍ଥ୍ୟ

ମାତ୍ର 7 ଦିନ ପାଣିରେ ଫୁଟାଇ ପିଇ ନିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ହାଡ କମଜୋରି, ଥକାନ, କ୍ୟାଲସିୟମ ର ଅଭାବ, ବାତ ରୋଗ, Joint Pain କେବେ ବି ହେବାକୁ ଦେବନି- Health Tips

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ । ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ ।

ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ବଧିର ମଧ୍ୟ ହୋଇ ଯାଏ । ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ ।

ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଉଚିତ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।

 

ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ସବଳ ହୋଇ ପାରିବ ନାହିଁ । ତେଣୁ କିଛି ଟା ଉପାୟ ଦ୍ୱାରା ହିଁ ଆମେ ନିଜ ଶରୀରକୁ ସବଳ କରି ପାରିବୁ ଏଵଂ ରକ୍ତ ର ମାତ୍ରା ସହ ନିଜ ହାଡ଼ କୁ ମଧ୍ୟ ଶକ୍ତ କରି ପାରିବୁ ।

ପ୍ରଥମେ ଆମେ ଯେଉଁ ଖାଦ୍ୟ ରାନ୍ଧୁଛୁ ସେ ସେବୁ ସୋରିଷ ତେଲ ରେ ପ୍ରସ୍ତୁତ କରିବା ଉଚିତ ।

ପ୍ରତିଦିନ ପ୍ରାଣାୟମ କିମ୍ବା ବ୍ୟାୟମ କରିବା ଉଚିତ ଏହା ଦ୍ୱାରା ମନ ଶରୀର ସୁସ୍ଥ ରହିବ ଆମ ହାଡ଼ ମଧ୍ୟ ଭିତରୁ ମଜବୁତ ରହିବ ।

ଆପଣ ମାନେ ଆଲୋବେରା ଜୁସ ମଧ୍ୟ ପିଇ ପାରିବେ । ଆଲୋବେରା ଜୁସ ଆମ ଶରୀର ରେ ଥିବା କଫ କୁ ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ଆମ ହାଡ଼ ମଧ୍ୟ ଶକ୍ତ ହୋଇ ଯାଇଥାଏ । ଏହାକୁ ଲଗାତାର ତିନି ମାସ ପର୍ଯ୍ୟନ୍ତ କରିବା ଆବଶ୍ୟକ ।

ଏହା ଛଡା ଆପଣ ବିନା ମଲେଇ ର କ୍ଷୀର ଏକ ଗିଲାସ ନେବେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ମିଶେଇବେ ଏକ ଶିଳାଜିତ କୁ ମିଶେଇ ରାତିରେ ଶୋଇବା ପୂର୍ବରୁ ପିଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ହାଡ଼ ବହୁତ ମଜବୁତ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button