ମାତ୍ର 10 ଦିନରେ ପତଳା ବାଳକୁ ମୋଟା, ଘନ ଓ ମଜବୁତ କରିବାର ସହଜ ଘରୋଇ ଯାଦୁଇ ସିରମ, ଦେଖନ୍ତୁ କେମିତି କରିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ । ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଭିଟାମିନ ର ଅଭାବ ତଥା ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ଵାରା ଏହି ସବୁ କେଶ ଜନିତ ସମସ୍ୟା ଦେଖା ଯାଇଥାଏ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ । ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।


୨. ତେବେ ଏହି ଉପଚାର ନିମନ୍ତେ ଆପଣ ଏକ ପାତ୍ର ରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ । ସେଥିରେ ଦୁଇଟି ପିଆଜ କୁ ଭଲ ଭାବରେ କାଟି ପକାଇ ଦିଅନ୍ତୁ । ଏହାପରେ ସେଥିରେ ବଡ଼ ୪ ଚାମଚ ଚାଉଳ ପକାନ୍ତୁ । ଏହାପରେ ଗ୍ୟାସ ଅନ୍ କରି ସେହି ପାତ୍ରକୁ ବସାନ୍ତୁ । ଭଲ ଭାବରେ ଏହାକୁ ରାନ୍ଧନ୍ତୁ । ସେପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ, ଯେ ପର୍ଯ୍ୟନ୍ତ ଦେଢ଼ ଗ୍ଲାସ ପାଣି ଏକ ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି ।

୩. ଏହାକୁ ଭଲ ଭାବରେ ରାନ୍ଧି ପ୍ରସ୍ତୁତ କରନ୍ତୁ । କିଛି ସମୟ ପରେ ଏହା ପ୍ରସ୍ତୁତ ହୋଇଯିବ ଏବଂ ଏହି ପାଣିରେ ଚାଉଳ ଓ ପିଆଜ ର ସମସ୍ତ ଚମତ୍କାରୀ ଗୁଣ ମଧ୍ୟ ଭଲ ଭାବରେ ମିଶି ଯାଇଥିବ । ଏହାପରେ ଗ୍ୟାସ ଅଫ୍ କରି ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣିକୁ ଭଲ ଭାବରେ ଛାଣି ଅଲଗା ରଖି ଦିଅନ୍ତୁ ।

୪. ଏହି ଚମତ୍କାରୀ ପାଣିକୁ ଆପଣ ଏକ ବୋତଲ ରେ ଷ୍ଟକ୍ କରି ରଖି ଦିଅନ୍ତୁ । ଏହି ପାଣିକୁ ଆପଣ ସପ୍ତାହ ରେ ଦୁଇ ରୁ ତିନି ଦିନ ନିଜ କେଶରେ ପ୍ରୟୋଗ କରନ୍ତୁ । ଏହାକୁ ଭଲ ଭାବରେ ନିଜ କେଶର ମୂଳ ରେ ଲଗାନ୍ତୁ ଏବଂ ଦୁଇ ରୁ ତିନି ଘଣ୍ଟା ରଖିବା ପରେ ଆପଣ ନିଜ କେଶକୁ ଧୋଇ ଦିଅନ୍ତୁ । ଏଥିପାଇଁ ହର୍ବାଲ ସାମ୍ପୁ ର ବ୍ୟବହାର କରନ୍ତୁ । କୌଣସି ଷ୍ଟ୍ରଙ୍ଗ ସାମ୍ପୁ ର ବ୍ୟବହାର କରନ୍ତୁ ନାହିଁ । ନଚେତ ଏହି ଉପଚାର କାର୍ଯ୍ୟକାରୀ ହେବ ନାହିଁ ।
ତେବେ ଆପଣ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ କେଶ ଏହି ସିରମ୍ ଦ୍ୱାରା ମୋଟା, ଘନ, ମଜବୁତ ଏବଂ ଲମ୍ବା ହୋଇଯିବ ।




