ମନୋରଞ୍ଜନ

ଅଫେୟାର ର କଥା ଶୁଣି ଯିଏ ଦିନେ Raveena ଙ୍କୁ ମାରିଥିଲେ ଚାପୁଡା, ବୁଢାପାରେ ବି Sunny Deol ଙ୍କ ସହିତ ଏମିତି ଅବସ୍ଥାରେ ଧରା ପଡିଥିଲେ ଏହି Actress

ବନ୍ଧୁଗଣ ୬୨ ବର୍ଷୀୟ ଡିମ୍ପଲ କପାଡିଆ ନିଜ ସମୟରେ ଏକ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ୧୯୭୩ ମସିହାରେ ଆସିଥିବା ତାଙ୍କ ଫିଲ୍ମ ‘ବବି’ ତାଙ୍କୁ ରାତିଆ ରାତି ଷ୍ଟାର ବନେଇ ଦେଇଥିଲା । ସେହି ସମୟରେ ଅଭିନେତ୍ରୀ ଡିମ୍ପଲ କପାଡିଆ ବଲିଉଡର ଦିଗଜ ଅଭିନେତା ରାଜେସ ଖନାଙ୍କର ବହୁତ ବଡ ଫ୍ୟାନ ଥିଲେ । ଯେତେବେଳେ ଏହି କଥା ବିଷୟରେ ରାଜେସଙ୍କୁ ଜଣା ପଡିଥିଲା ସେତେବେଳେ ସେ ଡିମ୍ପଲଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ୧୬ ବର୍ଷୀୟ ଡିମ୍ପଲ କପାଡିଆ ରାଜେସଙ୍କର ବିବାହ ପ୍ରସ୍ତାବକୁ ମନା କରିପାରିଲେ ନାହିଁ । ସେ ନିଜ ଠାରୁ ୧୫ ବର୍ଷ ବଡ ରାଜେସ ଖନାଙ୍କୁ ବିବାହ କରି ବସିଥିଲେ ।

ଡିମ୍ପଲ ଓ ରାଜେସଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହୋଇଥିଲେ ଯାହାଙ୍କର ନାମ ହେଉଛି ଟ୍ଵିଙ୍କଲ ଖନା ଓ ରିଙ୍କି ଖନା । ହେଲେ ଡିମ୍ପଲ ଓ ରାଜେସଙ୍କ ମଧ୍ୟରେ କୌଣସି ବିବାଦ ହେତୁ ୨୦୧୨ ମସିହାରେ ତଲାକ ହୋଇଯାଇଥିଲା ।


ରାଜେସ ଖନାଙ୍କ ପରେ ଡିମ୍ପଲଙ୍କ ନାମ ସହ ବଲିଉଡ ଅଭିନେତା ସନି ଦେଓଲଙ୍କ ନାମ ସହ ମଧ୍ୟ ଯୋଡା ଯାଇଥିଲା । ମିଡିଆ ରିପୋର୍ଟସ ମୁତାବକ ଜଣା ପଡିଥିଲା ଯେ, ଡିମ୍ପଲ ସନିଙ୍କୁ ବହୁତ ପ୍ରେମ କରୁଥିଲେ ଓ ସେହି ସମୟରେ ସନିଙ୍କ ସହ ଏକ ଅନ୍ୟ ଅଭିନେତ୍ରୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା ଯାହାକୁ ସେ ସହିପରି ନଥିଲେ ।

୯୦ ଦଶକରେ ସନି ଦେଓଲ ନିଜ ଫିଲ୍ମ ପାଇଁ ବହୁତ ଚର୍ଚାରେ ରହୁଥିଲେ । ସେ ସେହି ସମୟରେ ବହୁତ ସୁପର ହିଟ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଥିଲେ । ୮୦ ଦଶକରେ ସନି ଓ ଡିମ୍ପଲକୁ ଲଭ ଅଫେୟାର ବହୁତ ଚର୍ଚାରେ ଥିଲା । ଏହି ଦୁଇଜଣ ଏକା ସହ ୧୯୮୪ ମସିହାରେ ବଲିଉଡ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ନଜର ଆସିଥିଲେ । ଏହି ଫିଲ୍ମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ କ୍ଳୋସ ଆସିଯାଇଥିଲେ ଓ ପରସ୍ପରକୁ ପ୍ରେମ କରି ବସିଥିଲେ ।

ହେଲେ ବନ୍ଧୁଗଣ ଗୋଟେ ସମୟରେ ସନିଙ୍କ ଲାଇଫରେ ବଲିଉଡ ଅଭିନେତା ରବିନା ଟଣ୍ଡନ ମଧ୍ୟ ଏଣ୍ଟ୍ରି କରିଥିଲେ । ଏହା ବିଷୟରେ ଡିମ୍ପଲ ଜାଣିବା ପରେ ବହୁତ ରାଗିଯାଇଥିଲେ ଓ ରବିନାଙ୍କୁ ଚାପୁଡା ମଧ୍ୟ ମାରିଦେଇଥିଲେ । ଗୋଟେ ସମୟରେ ରବିନା ଓ ସନି ଫିଲ୍ମ ‘ଜିଦି’ରେ କାମ କରୁଥିଲେ । ସେହି ସମୟରେ ରାବିନା ଅକ୍ଷୟଙ୍କ ଠାରୁ ଧୋକା ଖାଇ ବହୁତ କଷ୍ଟରେ ଥିଲେ । ଯାହାଫଳରେ ରବିନା ସନିଙ୍କ ସହ ବହୁତ କ୍ଳୋସ ହୋଇଯାଇଥିଲେ । ସନି ସେହି ସମୟରେ ରବିନାଙ୍କୁ ବହୁତ ସପୋର୍ଟ ମଧ୍ୟ କରିଥିଲେ ।

ଯେତେବେଳେ ଏହି କଥା ବିଷୟରେ ଡିମ୍ପଲଙ୍କୁ ଜଣା ପଡିଥିଲା ସେତେବେଳେ ସେ ସୁଇଟିଙ୍ଗ ସେଟ ଉପରେ କାହାକୁ ଖାତିର ନକରି ରବିନାଙ୍କୁ ଚାପୁଡା ମାରିଦେଇଥିଲେ । ଯେତେବେଳେ ଡିମ୍ପଲ ସୁଇଟିଙ୍ଗ ସେଟରେ ପହଞ୍ଚି ଥିଲେ ସେତେବେଳେ ରବୀନା ଓ ସନି ପରସ୍ପର ସହ କଥା ହେଉଥିଲେ ।

ନିଜକୁ ନିୟନ୍ତ୍ରଣ କରିନପାରି ଡିମ୍ପଲ ରବିନାଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଦେଇଥିଲେ । ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ସନି ଓ ଡିମ୍ପଲଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଫଟୋରେ ଏହି ଦୁଇଜଣ ପରସ୍ପର ସହ ବହୁତ ନିକଟତ୍ତର ହୋଇ ପରସ୍ପର ର ହାତରେ ହାତ ରଖି କଥା ହେଉଥିବାର ନଜର ଆସିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button