ଦେଶ- ବିଦେଶ

ରିଳ୍ସ ନିଶାରେ ଛାଡିଦେଲେ ଚତୁର୍ଥୀ ଭିଡିଓ ଦେଖନ୍ତୁ କେମିତି ସୋସିଆଲ ମିଡିଆରେ ଭିଡିଓ ହେଲା VIRAl

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ପାଇପାରିବେ ।
ଆଜିକା ଯୁଗରେ ତ ଲୋକମାନେ ସବୁବେଳେ ସୋସିଆଲ ମିଡିଆରେ ଫେମସ୍ ହେବାକୁ ଚାହୁଁଛନ୍ତି । ଆଉ ଫେମସ୍ ହେବା ପାଇଁ ଲୋକମାନେ ସବୁବେଳେ ସବୁ ପ୍ରକାରର ଅନେକ ଭିଡିଓ କରିଥାନ୍ତି । ଲୋକମାନେ ସବୁବେଳେ ଅନେକ ପ୍ରକାରର ସୋସିଆଲ ମିଡ଼ିଆ ଆପ ଯେମିତିକି ଇନଷ୍ଟାଗ୍ରାମ ।
ଏହି ଇନଷ୍ଟାଗ୍ରାମ ଆପରେ ଅନେକ ଲୋକ ରିଲ୍ସ କରି ଅନେକ ଭିଡିଓ କରୁଛନ୍ତି । ଏହି ଭିଡିଓ କରି ଲୋକମାନେ ଫେମସ ହେବାକୁ ହେଉଛନ୍ତି । ଏବେ ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ରିଲ୍ସ ଦେଖିଥିବେ । ଏହି ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଲୋକମାନେ ରିଲ୍ସ କରୁଛନ୍ତି ଏଭଳି ଯାହା ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଦମ୍ପତ୍ତି ଏଭଳି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି ।
ଆପଣମାନେ ଦେଖିଥିବେ ଅନେକ ଦମ୍ପତ୍ତି ସୋସିଆଲ ମିଡିଆରେ ନାଚ କରିଥାନ୍ତି । କିନ୍ତୁ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଏହି ଦମ୍ପତ୍ତି ତାଙ୍କ ଚତୁର୍ଥୀ ରାତିର ଭିଡିଓ କରି ଏହି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ବର୍ତ୍ତମାନ ସମୟରେ ରିଲ୍ସ କରିବା ସତେ ଯେପରି ଯୁବପିଢୀଙ୍କ ମୁଣ୍ଡରେ ଭୂତ ଭଳି ସବାର ହୋଇଛି । ଲୋକମାନେ ରିଲ୍ସ କରିବା ପାଇଁ ସ୍ଥାନ, କାଳ ଆଉ ସମୟ କିଛି ବି ମାନୁ ନାହାଁନ୍ତି ।
ଯିଏ ଯେଉଁଠି ପାରିଲା ରିଲ୍ସ କରିଲା । ଏବେ ଲାଇକ ଆଉ ଫଲୋୱର୍ସ ନିଶା ଲୋକମାନଙ୍କୁ ଏଭଳି ଘାରିଛି ଯାହାଦ୍ଵାରା ସେମାନେ ସ୍ଥାନ, କାଳ ଆଦି ଭୁଲି ଯାଉଛନ୍ତି । ଚତୁର୍ଥୀ ରାତିର ଭିଡିଓ ବି ସେୟାର କରିବାକୁ ପଛାଉ ନାହାନ୍ତି । ଏମିତି ଚତୁର୍ଥୀ ରାତିର ଭିଡିଓ ଦମ୍ପତ୍ତି ସେୟାର କରିଛନ୍ତି ।
ଲୋକମାନେ ଏହାକୁ ନେଇ ଅନେକ କଥା କହିଛନ୍ତି । ଏହାକୁ ଟ୍ରୋଲ କରିବା ଆରମ୍ଭ ହୋଇଗଲାଣି । ଭିଡିଓରେ ଏହି ଦମ୍ପତ୍ତିଙ୍କୁ ନେଇ ଟ୍ରୋଲ ହେବା ଆରମ୍ଭ ହୋଇଗଲାଣି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button