ଦେଶ- ବିଦେଶ

Interesting Gk Questions- ତାହା କଣ ଅଟେ ଯାହା ବର୍ଷରେ ଥରେ ଆସେ, ମାସରେ ଦୁଇ ଥର ଆସେ, ସପ୍ତାହରେ ଚାରି ଥର ଆସେ ଏବଂ ଦିନରେ ଛଅ ଥର ଆସେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ।କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ। ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ।କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।

କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ।ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ଗୁରୁତ୍ୱପୂର୍ଣ୍ଣ ଓ ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ।

୧.ସଂସାର ର ସବୁଠୁ ବଡ଼ କଇଁଛ କେଉଁଠି ଦେଖିବାକୁ ମିଳେ?
ଉତ୍ତର-ଅଷ୍ଟ୍ରେଲିଆ।

୨.ସବୁଜ ଯୋଜନା କାହା ସହିତ ସମ୍ବନ୍ଧିତ ଅଟେ?
ଉତ୍ତର-ଜଳ ପ୍ରବନ୍ଧ।

୩.ପ୍ଲାଷ୍ଟିକ ମନି କାହାକୁ କୁହାଯାଏ?
ଉତ୍ତର-କ୍ରେଡ଼ିଟ କାର୍ଡ।

୪.ନାବାର୍ଡ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ?
ଉତ୍ତର-ମୁମ୍ବାଇ।

୫.ଶୁଖିଲା ରୋଗ କେଉଁ ଭିଟାମିନ ଅଭାବରୁ ହୋଇଥାଏ?
ଉତ୍ତର-ଭିଟାମିନ ଡ଼ି।

୬.ଲୁହାରେ କଳଙ୍କି ଲାଗିବାରୁ ରକ୍ଷା କରିବା ପାଇଁ କଣ ପ୍ରୟୋଗ କରାଯାଇଥାଏ?
ଉତ୍ତର-କ୍ରୋମିୟମ।

୭.ମାନବ ଶରୀର ରେ ମୋଟ କେତେ ଖଣ୍ଡ ହାଡ଼ ମିଳିଥାଏ?
ଉତ୍ତର-୨୦୬।

୮.ବିଶ୍ୱର କେଉଁଠାରେ ସବୁଠାରୁ ଉଚ୍ଚ ଦୁର ବିକ୍ଷଣ ବେଦ ଶାଳା ଅବସ୍ଥିତ?
ଉତ୍ତର-ଭାରତରେ।

୯.ସେଓ ରେ କେଉଁ ଅମ୍ଳ ଥାଏ?
ଉତ୍ତର-ମୌଳିକ ଅମ୍ଳ।

୧୦.ବିଶ୍ୱ ଯୁବକ ଦିବସ କେବେ ପାଳନ କରାଯାଏ?
ଉତ୍ତର-୧୨ ଅଗଷ୍ଟ ରେ।

୧୧.ପିଇବା ପାଣି କୁ ଶୁଦ୍ଧ କରିବା ପାଇଁ କଣ ମିଶା ଯାଇଥାଏ?
ଉତ୍ତର-କ୍ଲୋରିନ ଗ୍ୟାସ।

୧୨.ଉଡିବା ଯିବ ମଧ୍ୟରେ କେଉଁ ଯିବ ଆସିଥାଏ ଯାହା ପକ୍ଷୀ ହୋଇ ନ ଥାଏ?
ଉତ୍ତର-ଚମଗାଦଡ଼।

୧୩.ମାନବ ଶରୀର ମଧ୍ୟରେ ପଥର କେଉଁ କାରଣ ରୁ ହୋଇଥାଏ?
ଉତ୍ତର-କ୍ୟାଲସିୟମ ଅକ୍ସଜାଲେ।

୧୪.ଭାରତରେ ଆନ୍ତରିକ୍ଷ ସହର କାହାକୁ କୁହାଯାଏ?
ଉତ୍ତର-ବେଙ୍ଗାଲୁରୁ।

୧୫.ନୀତି ଆୟୋଗର ଗଠନ କେବେ ହୋଇଥାଏ?
ଉତ୍ତର-୧ ଜାନୁଆରୀ,୨୦୧୫ରେ।

୧୬.ସଂସାର ରେ ତମ୍ବା ଉତ୍ପାଦ କରୁଥିବା ସବୁଠୁ ବଡ଼ ଦେଶ?
ଉତ୍ତର-ଚିଲ ଦେଶ।

୧୭.ଦ୍ଵିତୀୟ ବିଶ୍ୱ ଯୁଦ୍ଧ କେବେ ହୋଇଥିଲା?
ଉତ୍ତର-୧୯୩୯-୧୯୪୫।

୧୮.ପାଳଙ୍ଗ ସାଗରେ କଣ ଥାଏ?
ଉତ୍ତର-ଆଇରନ।

୧୯.ୟୁରିଆ ଉର୍ବରକ ର ଉତ୍ପାଦନ କରିବା ପାଇଁ କଣ ପ୍ରୟୋଗ କରାଯାଇଥାଏ?
ଉତ୍ତର-କାର୍ବନ ଡାଇଅକ୍ସଇଡ଼।

୨୦.କେଉଁ ଜୀବର ୩୨ଟି ମସ୍ତିଷ୍କ ଅଛି?
ଉତ୍ତର-ଜୋକ ର।

୨୧. ତାହା କଣ ଅଟେ ଯାହା ବର୍ଷରେ ଥରେ ଆସେ, ମାସରେ ଦୁଇ ଥର ଆସେ, ସପ୍ତାହରେ ଚାରି ଥର ଆସେ ଏବଂ ଦିନରେ ଛଅ ଥର ଆସେ ?

ଉତ୍ତର- F ଶବ୍ଦ

ବର୍ଷରେ ଗୋଟିଏ ଥର February,

ମାସରେ ଦୁଇ ଥର First week, Fourth week

ଦିନରେ 6 ଥର Four, Five, Fourteen, Twenty Four

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button