ଦେଶ- ବିଦେଶ

ଏହି 5 ଟି ନାମର ପୁରୁଷ ଜନ୍ମରୁ ରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଯେଉଁ ଥିରେ ଜୀବନ କୁ ସଫଳ ଓ ସୁଖମୟ କରିବାରେ ସାହାଯ୍ୟ କରିଥାଏ।ଏହି ପୁସ୍ତକ ର ମୁଖ୍ୟ ବିଷୟ ହେଲା ମାନବ ସମାଜ କୁ ଜୀବନ ର ବ୍ୟବହାରିକ ଶିକ୍ଷା ଦେବା। ଚାଣକ୍ୟ ଜଣେ ମହାନ ପଣ୍ଡିତ ଓ ନିଜ ବୁଦ୍ଧି ଏବଂ ନୀତି ଦ୍ୱାରା ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କ ରାଜା କରିପାରିଥିଲେ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ ର କିଛି ମହତ୍ୱପୂର୍ଣ୍ଣ ନୀତି ବିଷୟରେ।ଏବଂ ଏହା ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣିତ।

ଜ୍ୟୋତିଷ ଶାସ୍ତ୍ର ରେ ନାମ ର ପ୍ରଥମ ଅକ୍ଷର ଅତି ମହତ୍ତ୍ୱପୂର୍ଣ୍ଣ ଅଟେ। ପିଲା ଯେବେ ଜନ୍ମ ହୋଇଥାଏ ସେତେବେଳେ ତା ନାମ କଣ ରଖାଯିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥାଏ ।ଆମ ଜୀବନରେ ନାମ ର ବହୁତ ଗୁରୁତ୍ୱ ପୂର୍ଣ୍ଣ ରହିଅଛି। ଆମେ ଯେଉଁ ସ୍ଥାନ କୁ ଗଲେ ପ୍ରଥମେ ଆମକୁ ଆମ ନାମ ବିଷୟରେ ହିଁ ପଚରା ଯାଇଥାଏ। କିଛି ଲୋକ କହିଥାନ୍ତି ନାମ ରେ କଣ ଅଛି? କୌଣସି ନାମ ରେ ବି ଡାକିଦିଅ କିନ୍ତୁ ଏହା ଯତାର୍ଥ ନୁହେଁ ଆମ ଜୀବନ ରେ ନାମ ର ବହୁତ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆମ ନାମ ଉପରେ ଆମ ଭାଗ୍ୟ ନିର୍ଭର କରିଥାଏ। ଏବଂ ଏହା ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣିତ।

୧- ଜ୍ୟୋତିଷ ଶାସ୍ତ୍ର ରେ ପ୍ରଥମ ଅକ୍ଷର ହେଲା ‘C’ ଅକ୍ଷର। ଯେଉଁ ବ୍ୟକ୍ତି ମାନଙ୍କ ର ନାମ ପ୍ରଥମ ଅକ୍ଷର C ଥାଏ ସେମାନେ କେବଳ ବ୍ୟବସାୟ ବିଷୟରେ ହିଁ ଭାବିଥାନ୍ତି। ଏହି ଅକ୍ଷର ର ବ୍ୟକ୍ତି ଅନ୍ୟ ର କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜ ର ବ୍ୟବସାୟ ନିଜର ପରିଶ୍ରମ ରେ ହିଁ କରିବା ପସନ୍ଦ କରିଥାନ୍ତି।ଏମାନଙ୍କ ର ଏହି ଚିନ୍ତାଧାରା ଯୋଗୁଁ ସେମାନେ ମାଲିକ ହୋଇ ଥାନ୍ତି।

୨- ଦ୍ୱିତୀୟ ଅକ୍ଷର ହେଲା ‘H’। ଏହି ଅକ୍ଷର ର ବ୍ୟକ୍ତି ମାନେ ମଧ୍ୟ ନିଜର ବ୍ୟବସାୟ କରିବାକୁ ଇଚ୍ଛା କରିଥାନ୍ତି। ଏବଂ ନିଜ ବ୍ୟବସାୟ ରେ ବହୁତ ନାମ ମଧ୍ୟ କମେଇ ଥାନ୍ତି । ସେ କାହା ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ .

୩- ତୃତୀୟ ଅକ୍ଷର ହେଉଛି ‘M’। ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ଓ ଚାଲାକ ଥାଆନ୍ତି।ଏମାନେ ସବୁ କାମ ନିଜ ବୁଦ୍ଧି ରେ ହିଁ କରିଥାନ୍ତି ଏବଂ ଏମାନେ ବହୁତ ସାହାସୀ ମଧ୍ୟ ହୋଇ ଥାନ୍ତି। ଏମାନେ କାହା ଅଧୀନରେ କାମ କରିବାକୁ ରାଜି ନ ଥାନ୍ତି ଓ ନିଜକୁ ସବୁବେଳେ ମାଲିକ ହିଁ ଭାବିଥାନ୍ତି।

 

୪- ଚତୁର୍ଥ ଅକ୍ଷର ହେଉଛି ‘S’। ଏହି ଅକ୍ଷର ର ବ୍ୟକ୍ତି ମାନେ ମାଲିକ ହେବା ପାଇଁ ହିଁ ଜନ୍ମ ହୋଇଥାନ୍ତି।ଏବଂ ଏହା ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ପୃଷ୍ଟି କରାଯାଇଛି।ଏମାନେ ଆଗକୁ ଯାଇ ନିଜର ବ୍ୟବସାୟ କରିଥାନ୍ତି। ଏବଂ ନିଜର ଜୀବନ ନିଜର ବ୍ୟବସାୟ କୁ ଆଗକୁ ବଢେଇବାର ଲଗେଇ ଦେଇ ଥାଆନ୍ତି।

୫- ପଞ୍ଚମ ଅକ୍ଷର ହେଉଛି ‘K’। ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ଥାଆନ୍ତି।ଏବଂ ଅଧିକ ଚାଲାକ ମଧ୍ୟ ଥାନ୍ତି । ଏମାନେ ସବୁ କାମ କୁ ଶୀଘ୍ର ହାସଲ କରିବାକୁ ଚେଷ୍ଟା କରିଥାନ୍ତି। ଏମାନେ ନିଜର ବ୍ୟବସାୟ ମଧ୍ୟ କରିଥାନ୍ତି ଆଉ ମାଲିକ ହେଇ ରହିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button