ମନୋରଞ୍ଜନ

ବାହାଘରର ଏତେ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମା’ ହେଇ ପାରିଲେନି Bollywood ର ଏହି 4 ଜଣ ହିରୋଇନ, ନମ୍ବର 4 ଅଟନ୍ତି ଦବଙ୍ଗ ଖାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳା ମାନଙ୍କ ପାଇଁ ମା ହେବା ଅତି ସୌଭାଗ୍ୟର କଥା ହୋଇଥାଏ । ଜଣେ ମହିଳା ମା ହେବା ପରେ ଜୀବନରେ ସବୁଠାରୁ ଅଧିକ ଖୁସି ହୋଇଥାଏ । ହେଲେ ଏପରି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁମାନେ ମା ହେବାର ଶୋଭାଗ୍ୟ ପାଇ ପାରିନାହାନ୍ତି । ଏମାନେ ଆଉ କେହି ନୁହେଁ ଏମାନେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର କିଛି ଦିଗଜ ଅଭିନେତ୍ରୀ ଯେଉଁମାନେ ମା ହେବାର ସୁଖ ପାଇପାରିଲେ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ବାସ୍ତବ ଜୀବନରେ ମା ହେବାର ସୁଖ ପାଇ ପାରିଲେ ନାହିଁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସାୟରା ବାନୋ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ସାୟରା ବାନୋ । ଅଭିନେତ୍ରୀ ସାୟରା ବନୋଙ୍କ ଜନ୍ମ ୨୩ ଅଗଷ୍ଟ ୧୯୪୪ ମସିହାରେ ମଶୁରିରେ ହୋଇଥିଲା । ଏହି ଅଭିନେତ୍ରୀ ଜଣକ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ସେହି ସମୟରେ ସାୟରା ସମସ୍ତଙ୍କ ମନରେ ରାଜ୍ କରୁଥିଲେ । ସାୟରା ୧୯୬୧ ରୁ ୧୯୮୮ ମସିହା ପର୍ଯ୍ୟନ୍ତ ରହିଥିବା ସୁପର ଷ୍ଟାର ଅଭିନେତା ଦିଲୀପ କୁମାରଙ୍କ ସହ ବିବାହ କରିଛନ୍ତି । ବର୍ତ୍ତମାନ ସେ ଦିଲୀପ କୁମାରଙ୍କ ସହ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି କିନ୍ତୁ ସାୟରା ମା ହେବାର ଶୋଭାଗ୍ୟ ପାଇ ପାରିଲେ ନାହିଁ ।

ଜୟାପ୍ରଦା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଜୟାପ୍ରଦା । ଜୟାପ୍ରଦା ଆନ୍ଧ୍ର ପ୍ରଦେଶର ମଣ୍ଡି ଜିଲ୍ଲାରେ ୩ ଏପ୍ରିଲ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଜୟାପ୍ରଦାଙ୍କ ଅସଲି ନାମ ହେଉଛି ଲଳିତା ରାଣୀ । ହେଲେ ଫିଲ୍ମରେ ଆସିବା ପରେ ସେ ନିଜ ନାମକୁ ବଦଳାଇ ଜୟାପ୍ରଦା ରଖିଦେଲେ । ଜୟାପ୍ରଦା ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ବନ୍ଧୁଗଣ ଜୟାପ୍ରଦା ୧୯୮୬ ମସିହାରେ ଶ୍ରୀକାନ୍ତ ନାହଟାଙ୍କ ସହ ବିବାହ କରିଛନ୍ତି । ଶ୍ରୀକାନ୍ତ ଜୟାପ୍ରଦାଙ୍କର ଦ୍ଵିତୀୟ ସ୍ତ୍ରୀ ଅଟନ୍ତି । ଶ୍ରୀକାନ୍ତଙ୍କ ପ୍ରଥମ ସ୍ତ୍ରୀଙ୍କର ତିନୋଟି ପିଲା ଅଛନ୍ତି । ଜୟାଙ୍କ ବିବାହରେ ବହୁତ ସମସ୍ଯା ଆସିଥିଲା । ବର୍ତ୍ତମାନ ତାଙ୍କୁ ୩୫ ବର୍ଷ ବୟସ ହୋଇସାରିଛି ହେଲେ ସେ ମା ହେବାର ସୁଖ ପାଇପାରି ନାହାନ୍ତି ।


ସବାନା ଆଜମି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସବାନା ଆଜମି । ସବାନା ତାଙ୍କ ସମୟର ଜଣେ ଦିଗଜ ଅଭିନେତ୍ରୀ ଥିଲେ । ସେତେବେଳେ ସେ ନିଜ ଅଭିନୟ ଓ ସୁନ୍ଦରତା ଦ୍ଵାରା ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ସବାନା ନିଜ ଅଭିନୟ ପାଇଁ ରାଷ୍ଟ୍ରୀୟ ଆୱାର୍ଡ ପରି କେତେକ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ସବାନା ବଲିଉଡର ଫେମସ ଲେଖକ ଓ ଗାୟକ ଜାଭେଦ ଅଖତରଙ୍କ ସହ ୧୯୯୪ ମସିହାରେ ବିବାହ କରିଥିଲେ । ଆଜିକୁ ସବାନାଙ୍କ ବିବାହକୁ ୩୪ ବର୍ଷ ହୋଇସାରିଛି ହେଲେ ଦୁର୍ଭାଗ୍ୟ ବଶତ ସେ ମା ହେବାର ସୁଖ ପାଇ ପାରିନାହାନ୍ତି ।

ସଂଗୀତା ବିଜଲାନି

ପୂର୍ବତନ ମିସ୍ ଇଣ୍ଡିଆ ତଥା ଅଭିନେତ୍ରୀ ସଂଗୀତା ବିଜଲାନି ପିଲାଦିନରୁ ଗ୍ଲାମର ଦୁନିଆରେ ନିଜର ଭାଗ୍ୟ ବନାଇବାକୁ ଚାହୁଁଥିଲେ ଏବଂ ଏହି ପ୍ରୟାସରେ ସଂଗୀତ 16 ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ। ଜୁଲାଇ 9, 1960 ରେ ଜନ୍ମଗ୍ରହଣ କରିଥିବା ସଂଗୀତ 1980 ରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ, ଅଭିନୟ ଜଗତରେ ସଫଳ ହୋଇଥିବା ସଂଗୀତ ବିଜଲାନି ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ସଂଗୀତା ବିଜଲାନୀଙ୍କର ସଲମାନ ଖାନଙ୍କ ସହ ପ୍ରେମର ଚର୍ଚ୍ଚା ବହୁତ ସେହି ସମୟରେ ବହୁତ ହେଉଥିଲା । ସଂଗୀତା ପୂର୍ବତନ କ୍ରିକେଟର ତଥା ପଲିଟିସିଆନ ମହମ୍ମଦ ଅଜହରୁଦ୍ଦିନଙ୍କୁ ବିବାହ କରିଥିଲେ। ସଂଗୀତାଙ୍କର ସୁଖୀ ଦାମ୍ପତ୍ୟ ଜୀବନ ର ଅନ୍ତ 2010 ରେ ହୋଇଥିଲା ​​ଏବଂ ଦୁହେଁ ଅଲଗା ହେବା ପରେ ସଙ୍ଗୀତା ଏକ ମାତା ହେବାର ଆନନ୍ଦରୁ ବଞ୍ଚିତ ହୋଇଥିଲେ | ତାଙ୍କ ସ୍ବାମୀଙ୍କର ବି କୌଣସି ପିଲା ନାହାଁନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button