ମନୋରଞ୍ଜନ

ଏମାନେ ହେଉଛନ୍ତି TV ର ପପୁଲାର ସୋ ‘ଶକ୍ତି ଅସ୍ତିତ୍ଵ କି ଏହସାସ’ କି ରେ ନଜର ଆସୁଥିବା Actor ମାନଙ୍କର ରିଅଲ Life Partner

ଟିଭି ସିରିଏଲ ଶକ୍ତି ଅସ୍ତିତ୍ଵ କେ ଏହସାସ କି ବହୁତ କମ ସମୟରେ ଦର୍ଶକ ମାନଙ୍କର ଫେବ୍ରେଟ ସୋ ହେଇ ଯାଇଛି । ଯାହାକୁ ଦେଖିବା ବିନା ଦର୍ଶକ ରହି ପାରନ୍ତି ନାହିଁ । ଏହି ସୋ ର କାହାଣୀ ଏକ କିନ୍ନର ର ଜୀବନ ଉପରେ ଆଧାରିତ ଅଟେ । ଯାହାକୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେହି ସବୁ ସମସ୍ୟାକୁ ଏହି ସୋ ରେ ବହୁତ ଭଲ ଭାବେ ପ୍ରଦର୍ଶନ କରା ଯାଇଛି । ସୋ ର ସମସ୍ତ କଳାକାର ବହୁତ ଭଲ ଭାବେ ନିଜର ଚରିତ୍ରରେ ଅଭିନୟ କରିଛନ୍ତି ଯାହା ପାଇଁ ଏହି ସୋ ଟି ବହୁତ ପପୁଲାର ହୋଇ ପାରିଛି । ଆଜି ଆମେ ଏହି ସୋ ର କଳାକାର ମାନଙ୍କ ଅସଲ ଜୀବନ ସାଥିଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

କାମ୍ୟା ପଞ୍ଜାବୀ – ଏହି ସିରିଏଲ ର ପ୍ରିତୋ ର ଚରିତ୍ର ଅଭିନେତ୍ରୀ କାମ୍ୟା ପଞ୍ଜାବୀ କରିଛନ୍ତି ଯିଏ ହରମନ ର ମା ଓ ହରକ ସିଂହଙ୍କ ପତ୍ନୀ ଙ୍କ ଚରିତ୍ର ଅଟେ । ଯାହାକୁ ସେ ବହୁତ ଭଲ ଭାବେ ଅଭିନୟ କରୁଛନ୍ତି । ଯଦି ଆମେ ତାଙ୍କ ଅସଲ ଜୀବନ ସାଥିଙ୍କ ବିଷୟରେ କହିବା ତ ତାଙ୍କ ସ୍ଵାମୀଙ୍କ ନାମ ଶଲବ ଦାଙ୍ଗ ଅଟେ ଯାହାଙ୍କୁ ସେ ଏହି ବର୍ଷ ଫେବୃୟାରି ମାସରେ ବିବାହ କରିଛନ୍ତି ।

ତାଙ୍କ ସ୍ଵାମୀ ଦିଲ୍ଲୀ ର ଜଣେ ଫେମସ ବିଜିନେସ ମ୍ୟାନ ଅଟନ୍ତି । ସେ ଏହା ପୂର୍ବରୁ ବିଜିନେସ ମ୍ୟାନ ବଣ୍ଟି ନେଗୀ ଙ୍କ ସହିତ ବିବାହ କରିଥିଲେ କିନ୍ତୁ ଏହି ବିବାହ ଅଧିକ ଦିନ ଚାଲି ନଥିଲା ଓ ଶେଷରେ ସେମାନେ ଅଲଗା ହୋଇ ଯାଇଥିଲେ ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ।

ସୁଦେଶ ବେରୀ

ଏହି ସିରିଏଲ ରେ ହରମନଙ୍କ ପିତା ହରକ ସିଂହ ଚରିତ୍ରରେ ସୁଦେଶ ବେରୀ ଅଭିନୟ କରୁଛନ୍ତି । ଏହି ସୋ ରେ ତାଙ୍କର ଚରିତ୍ର ଏକ ବୁଦ୍ଧିମାନ ବ୍ୟକ୍ତି ର ଅଟେ ଯିଏ କୌଣସି ବି ପରିସ୍ଥିତିର ସାମ୍ନା ବହୁତ ବୁଝି ବିଚାରୀ କରନ୍ତି । ଯଦି ଆମେ କଥା ହେବା ତାଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ବିଷୟରେ ତେବେ ତାଙ୍କ ପତ୍ନୀ ଙ୍କ ନାମ ସରିତା ବେରୀ ଅଟେ । ଯାହାଙ୍କୁ ସେ ଆରେଞ୍ଜ ମ୍ୟାରେଜ କରିଥିଲେ ଓ ଆଜି ଦୁହେଁ ବହୁତ ଖୁସିରେ ଅଛନ୍ତି । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ।

ରୁବିନା ଦିଲାଇକ

ଏହି ସୋ ରେ ମୁଖ୍ୟ ଅଭିନେତ୍ରୀ ସୌମ୍ୟା ର ଚରିତ୍ର ଅଭିନେତ୍ରୀ ରୁବିନା ଦିଲାଇକ କରୁଛନ୍ତି । ତାଙ୍କର ଏହି ଚରିତ୍ର ଏକ କିନ୍ନର ର ଅଟେ ଯାହାଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯଦି ଆମେ ତାଙ୍କ ରିଅଲ ଲାଇଫ ସ୍ଵାମୀଙ୍କ କଥା କହିବା ତ ତାଙ୍କ ସ୍ଵାମୀଙ୍କ ନାମ ଅଭିନବ ଶୁକ୍ଲା ଅଟେ । ଯାହାଙ୍କ ସହିତ ସେ ୨୦୧୮ ରେ ବିବାହ କରିଛନ୍ତି । ଯାହାକି ଏକ ଲଭ ମ୍ୟାରେଜ ଥିଲା । ଆପଣଙ୍କୁ କହି ଦେଉଛୁ କି ତାଙ୍କ ସ୍ଵାମୀ ମଧ୍ୟ ଜଣେ ମଡେଲ ଓ ଅଭିନେତା ଅଟନ୍ତି ଯିଏ ଟିଭି ର ଅନେକ ଫେମସ ସିରିଏଲ ରେ କାମ କରି ସାରିଛନ୍ତି ।

ଭିଭିଆନ ଡ଼ିସେନା

ହରମନ ସିଂହ ଚରିତ୍ରରେ ଅଭିନେତା ଭିଭିଆନ ଡ଼ିସେନା ନଜର ଆସୁଛନ୍ତି । ଯାହା କି ଏହି ସୋ ର ମୁଖ୍ୟ ଚରିତ୍ର ଅଟେ । ଯିଏ ସୌମ୍ୟା କିନ୍ନର ହେବା ପରେ ମଧ୍ୟ ତାଙ୍କୁ ବିବାହ କରିଛନ୍ତି ଓ ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ଯଦି ଆମେ ତାଙ୍କ ରିଅଲ ଲାଇଫ ସ୍ତ୍ରୀ ଙ୍କ ବିଷୟରେ କହିବା ତ ତାଙ୍କ ପତ୍ନୀ ଙ୍କ ନାମ ବାଃବ୍ବିଜ ଦୋରାବ୍ଜି ଅଟେ ଯାହାଙ୍କୁ ସେ ୨୦୧୩ ରେ ବିବାହ କରିଥିଲେ ଯାହାକି ଏକ ଲଭ ମ୍ୟାରେଜ ଥିଲା । ଏହା ପରେ ମଧ୍ୟ ତାଙ୍କ ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ ଓ ୨୦୧୭ ରେ ଏମାନେ ଅଲଗା ହୋଇଗଲେ । ଆପଣଙ୍କୁ କହି ଦେଉଛୁ କି ତାଙ୍କ ପତ୍ନୀ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ଯିଏ ଅନେକ ଫେମସ ସିରିଏଲ ରେ କାମ କରି ସାରିଛନ୍ତି ।

ଜିଜ୍ଞାସା ସିଂହ

ଏହି ସୋ ରେ ହରମନ ର ଝିଅ ହୀର ସିଂହ ର ଚରିତ୍ରରେ ଅଭିନେତ୍ରୀ ଜିଜ୍ଞାସା ସିଂହ ନଜର ଆସୁଛନ୍ତି । ଯାହାଙ୍କୁ ହରମନ ଆଡ଼ାପ୍ଟ କରିଛନ୍ତି । ଯାହାଙ୍କୁ ସେ ବହୁତ ଭଲ ମଧ୍ୟ ପାଆନ୍ତି । ଯଦି ଆମେ ତାଙ୍କ ରିଅଲ ଲାଇଫ ବିଷୟରେ କହିବା ତ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଓ ସେ ଅଭିନେତା ଅଙ୍କିତ ବଦଲା ଙ୍କ ସହିତ ରିଲେସନ ରେ ଅଛନ୍ତି । ଯାହାଙ୍କ ସହିତ ସେ ଥପକୀ ପ୍ୟାର କି ସିରିଏଲ ରେ କାମ କରିଥିଲେ । ଖବର ଅନୁସାରେ ଏହି ଦୁଇ ଜଣ ଜଲ୍ଦି ବିବାହ କରି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button