ମନୋରଞ୍ଜନ

TV ର ଏହି 4 ଜଣ ଫେମସ ହିରୋଇନ କୋଟି କୋଟି ଟଙ୍କାକୁ ଠୋକର ମାରିଦେଲେ, କିନ୍ତୁ କଲେ ନାହିଁ ବୋଲ୍ଡ ସୀନ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଷ୍ଟାର ମାନେ ଅଛନ୍ତି ଯେଉଁ ମାନେ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ପସନ୍ଦ କରନ୍ତି । ହେଲେ ଏମିତି ମଧ୍ୟ କେତେ ଜଣ ଷ୍ଟାର ଅଛନ୍ତି ଯେଉଁ ମାନେ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ମନା କରି ଦେଇଥାନ୍ତି । ଯେପରିକି ବଲିଉଡ ଷ୍ଟାର ସଲମାନ ଖାନ ନିଜର ସମସ୍ତ ଫିଲ୍ମର କଣ୍ଟ୍ରାକ୍ଟ ସାଇନ ପୂର୍ବରୁ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ମନା କରି ଦିଅନ୍ତି । ସଲମାନଙ୍କ ବ୍ୟତୀତ ଆମିର ଖାନ, ଶାହାରୁଖ ଖାନ ଓ ଅକ୍ଷୟ କୁମାର ଆଦି ବଡ ବଡ ଷ୍ଟାର ମାନେ ମଧ୍ୟ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ମନା କରି ଦିଅନ୍ତି ।

ବନ୍ଧୁଗଣ ସେହିପରି ଆଜିକାଲି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ଅଭିନେତ୍ରୀ ମାନଙ୍କୁ ବହୁତ ଟଙ୍କା ଅଫର କରାଯାଉଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଇଣ୍ଟିମେଣ୍ଟ ସିନ୍ସ କରିବା ବଦଳରେ ବହୁତ ଟଙ୍କାର ଅଫର ମିଳିଥିଲା ହେଲେ ଏହି ଅଭିନେତ୍ରୀ ମାନେ ନିଜ ସମ୍ମାନକୁ ଦେଖି ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ମନା କରିଦେଇଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୋନାରିକା ଭଦୋରିୟା- ଟିଭିର ପପୁଲାର ସିରିଏଲ ‘ପୃଥିବୀ ବଲ୍ଲଭ’ରେ ସୋନାରିକା ଓ ଆଶିଷଙ୍କ ମଧ୍ୟରେ ଏକ କିସ ସିନ୍ ଲେଖା ଯାଇଥିଲା । ହେଲେ ସେହି ସମୟରେ ସୋନାରିକା କିସ କରିବା ପାଇଁ ମନା କରି ଦେଇଥିଲେ । ସୋନାରିକା ନିଜ ରିଅଲ ଲାଇଫରେ ବହୁତ ବୋଲ୍ଟ ଓ ଷ୍ଟାଇଲିସ ହୋଇଥିଲେ ମଧ୍ୟ ଟିଭି ପରଦାରେ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ ମନା କରିଦେଇଥିଲେ ।


ଜନତ ଯୁବେର ରେହେମାନୀ- ବନ୍ଧୁଗଣ ଟିଭି ଆକ୍ଟ୍ରେସ ଜନତ ଯୁବେର ରେହେମାନୀ ମଧ୍ୟ ସିରିଏଲ ‘ତୁ ଆସିକି’ରେ ହ୍ରୀତିକ ଅରୋରାଙ୍କ ସହ ଏକ ଇଣ୍ଟିମେଣ୍ଟ ସିନ କରିବାକୁ ମନା କରି ଦେଇଥିଲେ । ସୋସିଆଲ ମିଡିଆରେ ଜନତଙ୍କର ବହୁତ ଲୋକପ୍ରିୟତା ରହିଛି । ଦର୍ଶକ ମାନେ ଜନତଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ।


କୃତିକା ସେଙ୍ଗର- ଏକତା କପୁରଙ୍କ ଫେମସ ଟିଭି ସିରିଏଲ ‘କସମ ସେ’ରେ ଅଭିନୟ କରି କୃତିକା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କୃତିକା ମଧ୍ୟ ଏହି ସିରିଏଲରେ ଶରତ ମଲ୍ହୋତ୍ରାଙ୍କ ସହ ଏକ ଇଣ୍ଟିମେଣ୍ଟ ସିନ୍ସ କରିବା ପାଇଁ କୁହା ଯାଇଥିଲା । ଏହି ସିନ୍ସ କରିବା ପାଇଁ କୃତିକା ସଂପୂର୍ଣ୍ଣ ଭାବରେ ମନା କରିଦେଇଥିଲେ ।

ଶ୍ଵେତା ଭଟ୍ଟାଚାର୍ଯ୍ଯ – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଶ୍ଵେତା ଭଟ୍ଟାଚାର୍ଯ୍ଯ । ଏକ ସିରିଏଲରେ ଶ୍ଵେତା ଓ ବିଶାଲ ବଶିଷ୍ଟଙ୍କ ମଧ୍ୟରେ ଚଉଠି ରାତିର ସିନ୍ସ ଶୁଟିଙ୍ଗ କରିବା ପାଇଁ ମେକର୍ସ ମାନେ ଚାହୁଁଥିଲେ । ହେଲେ ଶ୍ଵେତା ଏହି ସିନ୍ସ କରିଲେ ନାହିଁ, ଯାହାଫଳରେ ମେକର୍ସ ମାନଙ୍କୁ ଏହି ସିନକୁ ବଦଳାଇବାକୁ ପଡିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button