ମନୋରଞ୍ଜନ
ନୂଆ ବର୍ଷରେ ଖୋଲିବ ଭାଗ୍ୟ ଦେଖନ୍ତୁ ଦୂର ହେବ ସବୁ ସମସ୍ୟା କୋଟିପତି ରାସ୍ତାରେ ୩ ରାଶି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ ନୂଆ ବର୍ଷ ଆରମ୍ଭ ହୋଇଥାଏ ବ୍ୟକ୍ତିର ମନରେ ଆସିଥାଏ କି ତାର ଆସୁଥିବା ସମୟ ଭଲରେ କଟୁ। ସବୁ ଲୋକଙ୍କର ଏହି କାମନା ଥାଏ କି ଆସୁଥିବା ବର୍ଷ ତାଙ୍କ ଜୀବନରେ ଖୁସି ଆଣି ଆସୁ ।

କିନ୍ତୁ ବ୍ୟକ୍ତିର ଜୀବନରେ ଖୁସି ଆସିବା ଜିବା ତାର ରାଶି ଉପରେ ନିର୍ଭର କରିଥାଏ। ଏହି ବର୍ଷ କିଛି ଲୋକଙ୍କ ଭାଗ୍ୟ ଭଲ ହେବା ପାଇଁ ଯାଉଛି ତ କିଛି ଲୋକଙ୍କ ଭାଗ୍ୟ ଖରାପ ହେବା ପାଇଁ ଯାଉଛି। ଗ୍ରହ ମାନଙ୍କ ପରିବର୍ତ୍ତନ ହେବା ପାଇଁ ଯାଉଛି ଏହାର ପ୍ରଭାବ କିଛି ରାଶିଙ୍କ ଭାଗ୍ୟ ବଦଳିଯିବ।
କୁମ୍ଭ ରାଶି:- ଏହି ରାଶିର ଲୋକଙ୍କର ଆସୁଥିବା ସମୟ ବହୁତ ଶୁଭ ରହିବ। ଆପଣ ମାନସିକ ରୂପରେ ବହୁତ ଦୃଢ ରହିବେ। ନିଜ କାର୍ଯ୍ୟ କ୍ଷେତ୍ରରେ ଯାହା ବି ପରିଶ୍ରମ କରିଛନ୍ତି ତାହାର ଫଳ ଜଲଦି ଆପଣଙ୍କୁ ମିଳିପାରେ। ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ମକର ରାଶି:- ଏହି ରାଶିର ଲୋକ ନିଜର ଆସୁଥିବା ସମୟ ବହୁତ ଖୁସିରେ କାଟିବେ। ଆପଣଙ୍କର ସବୁ ଅଟକିରହିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂର୍ଣ୍ଣ ହେବ। ଆପଣଙ୍କ ସ୍ୱାସ୍ଥ୍ୟରେ ଭଲ ପରିବର୍ତ୍ତନ ଆସିବ। ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।
ମୀନ ରାଶି:- ଏହି ରାଶିର ଲୋକଙ୍କ ଜାତକରେ ହେଉଥିବା ରାଜଯୋଗ କାରଣରୁ ଆପଣଙ୍କୁ ବହୁତ ଧନ ମିଳିବାର ଯୋଗ ହେଉଛି। ଆପଣ ନିଜର ସବୁ କାର୍ଯ୍ୟ ଇଚ୍ଛା ଶକ୍ତିରେ ପୂରଣ କରିବେ।

ଆପଣ ନିଜ କଥା ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ। ଚାକିରିରେ ପ୍ରମୋଶନ ମିଳିପାରେ ଓ ବେପାର କ୍ଷେତ୍ରରେ ହଠାତ କୌଣସି ଯାତ୍ରା କରିବାକୁ ପଡିପାରେ।

ଧନୁ ରାଶି:- ଏହି ରାଶିର ବ୍ୟକ୍ତିଙ୍କର ଆସୁଥିବା ସମୟ ଅତ୍ୟନ୍ତ ଉତ୍ତମ ରହିବ। ଆପଣଙ୍କୁ ନିଜ ଜୀବନରେ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଆପଣ ବେପାର କ୍ଷେତ୍ରରେ ଭଲ ଲାଭ ପ୍ରାପ୍ତି କରିବେ । ମାନସିକ ଓ ଶାରୀରିକ କଷ୍ଟ ଦୂର ହେବ। କିଛି ପୁରୁଣା ବିବାଦର ସମାଧାନ ହୋଇଯିବ।