ରାଜ୍ୟ

ସ୍ତ୍ରୀ ଭୟରେ ସ୍ଵାମୀକୁ ଅଫିସକୁ ଫୋନ କରି ପଚାରିଲା, ସ୍ତ୍ରୀ- ତମେ କଉଠି ଅଛ

ନମସ୍କାର ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ।ଯାହାକୁ ପଢିବା ଦ୍ଵାରା ଆପଣ ମାନେ ବହୁତ ଖୁସି ହେବେ । ବନ୍ଧୁଗଣ ଆମ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନର ଦୁନିଆରେ ସମସ୍ତ ମଣିଷ ଚିନ୍ତାଗ୍ରସ୍ତ ହୋଇ ରହୁଛନ୍ତି । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜ୍ଦାର ଓଡିଆ ଜୋକ୍ସ ଆଣିଛୁ, ଯାହାକୁ ପଢିବା ଦ୍ଵାରା ଆପଣ ମାନଙ୍କ ମନୋରଞ୍ଜନ ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ବିବାହର ପ୍ରଥମ ରାତିରେ ସ୍ଵାମୀ ସ୍ତ୍ରୀ ର ଚେହେରା ଦେଖିଲା ଓ କହିଲା…

ସ୍ଵାମୀ- ଆରେ ବାଃ, ତମ ଚେହେରା ଚାନ୍ଦ ଠାରୁ ବି ସୁନ୍ଦର, ମୁଁ କାହାକୁ ଧନ୍ୟବାଦ ଜଣାଇବି ।

ସ୍ତ୍ରୀ- ମେକଅପ୍ ବାଲାକୁ ଧନ୍ୟବାଦ କୁହ ।

୨. ସ୍ଵାମୀ- କ୍ଷୀର ପିଇ କି, ଛି ଏ କେମିତିକା କ୍ଷୀର ?

ସ୍ତ୍ରୀ- କେସର ସରି ଯାଇଥିଲା ସେଥିପାଇଁ ମୁଁ ତମ ପକେଟରେ ଥିବା ବିମଲ ପାନ ମସଲାକୁ କ୍ଷୀରରେ ପକାଇ ଦେଇଛି

କାରଣ ଏହାର ଦାନା ଦାନାରେ ଅଛି କେଶରର ଦମ

୩. ଗୋଟେ ରାତିରେ ପପୁ ଘରେ ଏକ ଚୋର ପଶିଗଲା, ଚୋରଟି ପିସ୍ତଲ ଦେଖାଇ କହିଲା ‘କହ କେଉଁଠି ସୁନା ଅଛି’ ?

ପପୁ- ଆରେ ଘରେ ତ ପଶିଗଲୁ ଯାଇକି ନିଜେ ଦେଖି ନେ,

ଯଦି ସୁନା ମିଳିବ ନେଇଯିବୁ ନ ହେଲେ ନିରାଶ ହବୁ ନାହିଁ

୪. ଖାଇବା ପାଇଁ ଆସିଥିବା ସମୟରେ ସ୍ଵାମୀ ସ୍ତ୍ରୀକୁ ଆବାଜ ଦେଲା

ସ୍ଵାମୀ- ଆରେ ଶୁଣୁଛ, ଏହି ସବଜିର ନାମ କଣ, ଯାହାକୁ ତମେ ବନେଇଛ ?

ସ୍ତ୍ରୀ- କାହିଁକି କଣ ପାଇଁ ପଚାରୁଛ ?

ସ୍ଵାମୀ- ଆରେ ମତେ ସ୍ଵର୍ଗରେ ପଚରା ହେବ ନା, କଣ ଖାଇକି ତମେ ମରିଲ ।

୫. ପ୍ରଥମ ସାଙ୍ଗ- ଦୁନିଆରେ ସବୁଠାରୁ ବଡ ପର୍ବର ନାମ କଣ ?

ଦୁତୀୟ ସାଙ୍ଗ- ଘରବାଲି

ପ୍ରଥମ ସାଙ୍ଗ- କେମିତି ?

ଦୁତୀୟ ସାଙ୍ଗ- କାରଣ ପ୍ରତି ସପ୍ତାହରେ ୩ ରୁ ୪ ଥର ମନେଇବାକୁ ପଡିଥାଏ

୬. ଏକ ଛୋଟ ପିଲାକୁ ରାସ୍ତାରେ ଏକ ଗର୍ଭବତୀ ମହିଳା ମିଳିଲା..

ଛୁଆ- ତମ ପେଟରେ କଣ ହେଇଛି ?

ମହିଳା- ମୋ ପେଟରେ ମୋର କ୍ୟୁଟ ପିଲା ଅଛି

ଛୁଆ- ଏତେ କ୍ୟୁଟ ଥିଲା ଯଦି ତୋର ପିଲା ତା ହେଲେ ତାକୁ ଗିଳୁ ଥିଲୁ କାହିଁକି ମୋଟି ।

୭. ପପୁକୁ ଗପୁ ଆଦେଶ ଦେଉଥିଲା…

‘ସକାଳ ୫ ଟାରେ ଉଠିଯିବା ଉଚିତ, କାରଣ ଉଠିବାର ଅଧା ଘଣ୍ଟା ପରେ ପୁଣି ଶୋଇବାର କିଛି ଅଲଗା ମଜା ମିଳିବ’ ।

୮. ସ୍ତ୍ରୀ ଚିନ୍ତାରେ ସ୍ଵାମୀକୁ ଫୋନ କରିଛି

ସ୍ତ୍ରୀ- ତମେ କେଉଁଠି ଅଛ ?

ସ୍ଵାମୀ- ଅଫିସରେ ଅଛି କଣ ହେଲା ?

ସ୍ତ୍ରୀ- କିଛି ନାହିଁ, ମୋ ଭଉଣୀ କାହା ସହିତ ଫେରାର ହେଇଯାଇଛି ସେଥିପାଇଁ ପଚାରି ଦେଲି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button