ଦିନରେ ନିର୍ବନ୍ଧ ରାତିରେ ହାତଗଣ୍ଠି ! ଲୁଚି ଲୁଚି ଏତେ ତରବରରେ କିଆଁ ବାହାହେଲେ ବିଧାୟକ Dibya Shankara ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚର୍ଚା ନସରୁଣୁ ହାତରେ ହାତ ଛନ୍ଦି ପଡିଗଲା ହାତଗଣ୍ଠି । ହଁ ବନ୍ଧୁଗଣ ଆମେ ଅନ୍ୟ କେଉଁ ବାହାଘର ବିଷୟରେ ଏଠାରେ ଆଲୋଚନା କରୁନୁ । ଆମେ କଥା ହେଉଛି ଜୁନାଗଡ ବିଧାୟକ ବିଦ୍ୟଶଙ୍କର ମିଶ୍ରଙ୍କର ବାହାଘର ସମ୍ପର୍କରେ ! ତେବେ ତେବେ ଫେବୃଆରି ୨୫ ତାରିଖରେ ଉଭୟ ବିଧାୟକ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ବାହାଘର ହୋଇଛି ।

ତେବେ ପୁରୀ ସ୍ଥିତ ପିପିଲି ଠାରେ ଏକ ରିସର୍ଟରେ କେବଳ ଘର ପରିବାର ତଥା ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ଏତେ ବଡ କ୍ଯାପଟେନ ତଥା ବିଧାୟକ ହୋଇ ମଧ୍ୟ ନିଜର ଦିତୀୟ ବାହାଘରକୁ ଆଡମ୍ବରପୂର୍ଣ୍ଣ ନକରି କେବଳ ଘର ପରିବାର ମଧ୍ୟରେ ହିଁ ସୀମିତ ରଖିଥିଲେ । ତେବେ କ୍ଯାପଟେନ ଦିବ୍ୟଶଙ୍କର ଦିତୀୟ ବାହାଘରର ଖବର ମିଳୁ ମିଳୁ ଏହି କଥାକୁ ନେଇ ଏବେ ସବୁଆଡେ ଚର୍ଚା ହେବାରେ ଲାଗିଛି ।
ତେବେ ଏହାରି ମଧ୍ୟରେ ଦିବ୍ୟଶଙ୍କରଙ୍କର ଏକ ୨୦ ବର୍ଷ ବୟସର ପୁଅଟିଏ ମଧ୍ୟ ଅଛି । ତେବେ ବିବାହକୁ ଆଡମ୍ବର ସହକାରେ କରାଯାଇନଥିଲେ । ସୁଦ୍ଧା ବିବାହ ବୈଦିକ ରୀତିନୀତିରେ ହେବା କଥା ସେହିପରି ହିଁ କରଯାଇଥିଲା । ତେବେ ଗୋଟିଏ ଦିନରେ ହିଁ ଉଭୟ ନିର୍ବନ୍ଧ ଓ ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ କରଯାଇଥିଲା । ତେବେ ଉଭୟ କ୍ଯାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ଆଗରୁ ରହିଥିଲା ବୋଲି ଚର୍ଚା ଉଠିଥିଲା ।

ତେବେ ନିଜ ବିବାହକୁ ନେଇ ପୂର୍ବରୁ କ୍ଯାପଟେନ ଦିବ୍ୟଶଙ୍କର ମଧ୍ୟ ଶୀକୃତି ଦେଇ ହଁ ବୋଲି ନିଜ ମୁହଁରୁ ହିଁ ସ୍ଵୀକାର କରିଥିଲେ ।




