” ଏଥିରେ ସେନସର ବୋର୍ଡର ଯେତିକି ଭୁଲ ଫିଲ୍ସମେକରମାନଙ୍କ ସେତିକି ଭୁଲ ରହିଛି, ଏଭଳି କିଛି କହିଲେ ସମାଜସେବୀ Tamana

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତମାସ ଜୁନ 29 ତାରିଖରେ ରିଲିସ୍ସ ହୋଇଥିବା ଓଡିଆ ଚଳଚ୍ଚିତ୍ର କୁ ନେଇକି ଅନେକ ତର୍କବିତର୍କ ଦେଖିବାକୁ ମିଳିଛି । କେତେକ ଲୋକେ ଏହାକୁ ପସନ୍ଦ କରିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି ।ସମାଜସେବୀ ଏବଂ B. A ରାଜନୈତିକ ବିଜ୍ଞାନ ଛାତ୍ରୀ ତମନା ଭୁଇଁ ” ପ୍ରିୟେ ତୁ ମୋ ସିଏ ” ଓଡିଆ ସିନେମା ବାବଦରେ ନିଜ ମତ ଦେଇଛନ୍ତି ।

ଛାତ୍ରୀଙ୍କ କହିବା ଅନୁସାରେ ଓଡିଆ ଚଳଚ୍ଚିତ୍ର ସମାଜରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଳାଇ ଥାଏ । ତେଣୁ ସମାଜକୁ ଏଭଳି ସିନେମା ଆଣିବା ଉଚିତ୍ ଯାହା ଧର୍ମଗତ ପାର୍ଥକ୍ଯ ଉତ୍ପନ ନ ହୁଏ । ଏହି ସିନେମାରେ ବାରମ୍ବାର ହରିଜନ ଶବ୍ଦକୁ ପ୍ରୋୟଗ କରାଯାଇଛି । ମାତ୍ର ଆମ ସୁପ୍ରିମ କୋର୍ଟ ଏହାକୁ ଉଚ୍ଚାରଣ ନ କରିବା ପାଇଁ ନିୟମ କରାଯାଇଥିଲା କିନ୍ତୁ ତା ସତ୍ବେ ବ୍ୟବହାର କରିବା ଅନୁଚିତ୍ ।

ମାତ୍ର ସେମାନେ ତାଙ୍କ କାମକୁ ଭଲରୂପେ କରିପାରିଲେ ନାହିଁ । କାରଣ ସିନେମା ଦ୍ଵାରା ବ୍ୟକ୍ତି ପ୍ରଭାହିତ ହୋଇ ସେହିରୂପେ ଅନୁସରଣ କରିଥାଏ । ମାତ୍ର ଯଦି ସିନେମାରେ ସାନ ସାନ ପିଲାମାନେ ମଧ୍ୟ ଅଭିନୟ କରୁଛନ୍ତି ଓ ଆମେ ତୋ ଛୋଟ ଜାତି ସ୍କୁଲ ବାହାରେ ପାଠପଢିବା । ଏଭଳି ଦୃଶ୍ୟ ସମାଜକୁ କି ପ୍ରକାରର ସନ୍ଦେଶ ଦିଏ ।
ଛାତ୍ରୀ ଏହା ମଧ୍ୟ କହୁଛନ୍ତି ଯେ ହରିଜନ ଶବ୍ଦଟି ବନ୍ଦ ହୋଇଥିବା ଜାଣିବ ପରେ ମଧ୍ୟ ଜାଣି ଜାଣି ସେନସର ବୋର୍ଡ ଭୁଲ ଟା କରିଛି ।




