ଜ୍ୟୋତିଷ

ଯେଉଁ ସ୍ତ୍ରୀ ଗାଈକୁ ଏହି ଗୋଟିଏ ଜିନିଷ ଖୁଆଇ ଦିଅନ୍ତି,ତାର ପୁରା ପରିବାର ନର୍କରେ ଯାଇଥାନ୍ତି !

ପୌରାଣିକ ଶାସ୍ତ୍ର ଅନୁସାରେ, ଗାଇ ଆମର ମାତା ଏବଂ ଏହାର ମହିମା ଅତ୍ୟନ୍ତ ଅନନ୍ୟ ଅଟେ। ଗୋମାତାଙ୍କୁ ସବୁ କ୍ଷେତ୍ରରେ ପୂଜା କରାଯାଏ। ଗୋମାତାଙ୍କୁ ସୁରକ୍ଷା ଦେବା ପ୍ରତ୍ୟେକ ମଣିଷର ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ।

ଗୋମାତାଙ୍କର୍ ସେବା କରିବା ବ୍ୟତୀତ ଅନ୍ୟ କୌଣସି ମହାନ ଗୁଣ ନାହିଁ। ପୁରାଣରେ କୁହାଯାଇଛି ଯେ ବ୍ୟକ୍ତି ଗୋମାତାର୍ ଖୁରାରୁ ଧୂଳି ମୁଣ୍ଡରେ ଲଗେଇ ଥାଏ। ସେ ତୀର୍ଥଯାତ୍ରାର ପାଣିରେ ଗାଧୋଇଥାଏ ଏବଂ ସମସ୍ତ ପାପରୁ ମୁକ୍ତି ପାଇଥାଏ।

କୁହା ଯାଇଛି ଯେ କଳିଯୁଗରେ ଲୋକ ମାନେ ଟଙ୍କା ପାଇଁ ଗୋମାତାଙ୍କ ଠାରୁ କ୍ଷୀର ପାଇବା ପାଇଁ ଘରେ ରଖିବେ ଏବଂ ଗୋମାତାଙ୍କର କୌଣସି ବ୍ୟକ୍ତି ଯତ୍ନ ନେବେ ନାହିଁ। ଗୋମାତାଙ୍କୁ କଷ୍ଟ ଦେବେ ଖାଇବାକୁ ଦେଶ ନାହିଁ କିନ୍ତୁ ଯଦି କୌଣସି ବ୍ୟକ୍ତି ଗୋ ମାତାଙ୍କୁ ଖାଇବାକୁ ଦେବେ ଏବଂ ତାଙ୍କର ଯତ୍ନ ନେବେ ସେ ମୃତ୍ୟୁ ପରେ ସ୍ୱର୍ଗ ଲୋକରେ ବାସ କରିବେ। ଏବଂ ଯଦି ଆପଣ ଘର ସମ୍ନାକୁ ଗୋ ମାତା ଆସନ୍ତି ତାହାଲେ ଏହା ଶୁଭ ବୋଲି ବିବେଚନା କରାଯାଏ।

ଆପଣ ଗୋ ମାତାଙ୍କୁ ରୁଟି ଖାଇବାକୁ ଦେଲେ ଅପଙ୍କର ଯେଉଁ ସବୁ ଗ୍ରହ ଦୋଷ ଥାଏ ସେ ସବୁ ଦୂର ହୋଇଯାଏ। ଏବଂ ଯଦି ଆପଣ ଘରର ପ୍ରଥମ ରୁଟି ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତି ତାହାଲେ ଆପଣଙ୍କ ପରିବାରର କେବେ ଅନିଷ୍ଠ ହୋଇ ନଥାଏ। କିନ୍ତୁ ଭୁଲରେ କେବେବି ଗୋ ମାତାଙ୍କୁ ସଢା ଖାଦ୍ୟ କିମ୍ବା ମାନ୍ସ ହାରି ଖାଦ୍ୟ ଦିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତାହାଲେ ଅପଣଙ୍କ ଉପରେ ସଙ୍କଟ ମାଡି ଆସିବ ଏବଂ ଅପଣଙ୍କ ମୃତ୍ୟୁ ହେବା ପରେ ଆପଣ ନର୍କ ରେ ସ୍ଥାନ ପାଇବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button