କଳିଙ୍ଗ ହସ୍ପିଟାଲରେ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରାୟ, ଶରୀର ଅସୁସ୍ଥ ପାଇଁ ଭର୍ତ୍ତି କରାଯାଇଛି ! କଣ ହେଇଛି ସୁପରଷ୍ଟାରଙ୍କୁ ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କଳିଙ୍ଗ ହସ୍ପିଟାଲରେ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରାୟ ଭୁବନେଶ୍ବର ସ୍ଥିତ କଳିଙ୍ଗ ହସ୍ପିଟାଲରେ ଯାଇ ପହଞ୍ଚିଯାଇଛନ୍ତି ତାଙ୍କ ପରିବାରଙ୍କ ସହ । ସେଠାରେ ତାଙ୍କୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଖବର ତାଙ୍କ ପ୍ରଶଂସକ ମଧ୍ୟରେ ଗଲା ପରେ ଯେପରି ସମସ୍ତେ ଚକିତ ହୋଇଯାଇଛନ୍ତି । ଦୀର୍ଘଦୁଇ ବର୍ଷ ପରେ ସୁପରଷ୍ଟାର ଅରିନ୍ଦମଙ୍କ ସିନେମା ରିଲିସ୍ସ ହେବାକୁ ଯାଉଥିଲା ।

ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ବେଶ୍ ଖୁସିଥିଲେ ଓ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉଚ୍ଛୁକ ଥିଲେ । ମାତ୍ର କଳିଙ୍ଗ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଖବର ଶୁଣି ଲୋକେ ଦୁଃଖିତ ଓ କଣ ହେଇଛି ଜାଣିବା ପାଇଁ ଚାହୁଁଛନ୍ତି । ଶୁଣିବାକୁ ମିଳୁଛି କି ଅରିନ୍ଦମଙ୍କ ଶାରୀରକ ସ୍ଥିତି ଗୁରୁତର ଭାବରେ ରହିଛି ଏବଂ ସେଠାକାର ଡାକ୍ତର ତାଙ୍କୁ ଫିସିକାଲ ଟେଷ୍ଟ କରିବା ନିମନ୍ତେ ନେଇକି ଯାଉଛନ୍ତି ।
ଦୁଇ ବର୍ଷ ପରେ ଗଣମାଧ୍ୟମକୁ ଆସିଥିନା ସିନେମା ଶୁଟିଙ୍ଗ କରୁଥିବା ବେଳେ ହଠାତ ସୁପରଷ୍ଟାର ଅରିନ୍ଦମଙ୍କ ଶରୀର ଅସୁସ୍ଥ ହୋଇଯାଇଥିଲା । ଏଣୁ କରି ତୁରନ୍ତ ତାଙ୍କୁ କଳିଙ୍ଗ ମେଡିକାଲକୁ ନେଇକି ଯାଇଛନ୍ତି ଏବଂ ସେଠାରେ ଚିକିତ୍ସା ଚାଲିଛି । ମାତ୍ର ତାଙ୍କୁ କଣ ହୋଇଛି ତାହା ଏବେ ଯାଏ ସ୍ପଷ୍ଟ ହେଇନି । ସେ ଭଲ ଅଛନ୍ତି କି ନାହିଁ ନ ଜାଣିଥିବା ତାଙ୍କ ପ୍ରଶଂସକମାନେ ବ୍ୟସ୍ତ ହୋଇପଡିଛନ୍ତି ।

ଏଣୁ ଏଥିରେ ବ୍ୟସ୍ତ ହେବାର କୋଣସି ବିଷୟ ନାହିଁ ସୁପରଷ୍ଟାର ଅରିନ୍ଦମଙ୍କ ଦେହ ସଂପୂର୍ଣ୍ଣ ଭଲ ଅଛି । ଆଗାମୀ ଦିନରେ ଆସିବାକୁ ଯାଉଥିବା ସିନେମାର ଏହା ଏକ ଭାଗ ଅଟେ । ଅରିନ୍ଦମଙ୍କ ନୂଆ ଫିଲ୍ମ ନାମ ହେଉଛି ହେ ରାମ ଯାହା ସୁନେଲି ପର୍ଦାକୁ ଅତି ଶୀଘ୍ର ଆସିବାକୁ ଯାଉଛି ।




