Tarot Card- ଆପଣଙ୍କ ଦୁହିଙ୍କ ସମ୍ପର୍କ ଆଗକୁ କେଉଁ ମୋଡ ନେବ…ଜାଣିବା ପାଇଁ ବାଛି ନିଅନ୍ତୁ…କୌଣସି ବି ଏକ ନମ୍ବର !

ସମ୍ପର୍କ ଏକ ଏପରି ଜିନିଷ, ଯାହାକୁ ବନାଇବା ଠାରୁ ଅଧିକ ନିଭାଇବା ଜରୁରୀ ହୋଇଥାଏ । କାରଣ ଜଣେ ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଯେଉଁ ସମ୍ପର୍କରେ ବନ୍ଧା ହେଉଥାଉ ନାକାହିଁକି ? ହେଲେ ସେହି ସମ୍ପର୍କର ମହତ୍ଵ ବୁଝି ତାହାକୁ ବଜାୟ ରଖିବା ଉଚିତ । ତେବେ ଆପଣ ଯଦି କୌଣସି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କରେ ଆଗକୁ କଣ ହେବା ପାଇଁ ଯାଉଛି । ଜାଣିବା ପାଇଁ 1, 2 ଓ 3 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ବାଛି ନିଅନ୍ତୁ । ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର କେଉଁ ସମ୍ପର୍କ ତାହା ଆଗାମୀ ସମୟରେ କେଉଁ ରୂପ ଜାଣି ନିଅନ୍ତୁ ।

1-ଆପଣ ଯେଉଁ ସମ୍ପର୍କକୁ ମନେ ପକାଇ କୌଣସି ବ୍ୟକ୍ତିଙ୍କ ପାଇଁ ଏହି ନମ୍ବରଟିକୁ ବାଛିଛନ୍ତି । ତେବେ ଏଠାରେ ଆପଣ ଦୁହିଙ୍କ ମଧ୍ୟରେ ପୂର୍ବ ଦିନ ମାନଙ୍କରେ ଯାହା ବି ହେଉଠାଉ ନା କାହିଁକି । ବର୍ତ୍ତମାନ ଠାରୁ ଆପଣ ଦୁହିଙ୍କ ମଧ୍ୟରେ ଏକ ପୁଣି ଥରେ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଥର ଭଳି ଏଥରକ ମଧ୍ୟ ପୁଣି ଥରେ ଆପଣ ଦୁହେଁ ନୂଆ କରିଏହି ସମ୍ପର୍କକୁ ସବୁ ରାଗରୁଷା ଯାହା ବି କାରଣ ଥାଉ । ତାହାକୁ ଭୁଲି ସମ୍ପର୍କକୁ ଆଗକୁ ନେବେ ।

2-ଆପଣ ଦୁହିଙ୍କର ସମ୍ପର୍କରେ ଆଗାମୀ ସମୟରେ ତିକ୍ତତା ଆସିବା ପାଇଁ ଯାଉଛି । କୌଣସି ଥାର୍ଡ ପର୍ଶନ ଯୋଗୁ ହେଉ । ଅବା ଅନ୍ୟ କୌଣସି କାରଣ ପାଇଁ ହେଉ । ହେଲେ ଆପଣ ଯାହାଙ୍କ ପାଇଁ ଏହି ନମ୍ବରଟିକୁ ବାଛିଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଆଗକୁ କିଛି ସମୟ ପାଇଁ ସମ୍ପର୍କରେ ଫାଟ ଆସିବ । ହେଲେ ଆପଣ ସେହି ସମୟରେ ଧର୍ଯ୍ୟର ପରିସ୍ଥିତିକୁ ସାମ୍ନା କରି ସମ୍ପର୍କରେ ମଧୁରତା ଆଣିବା ପାଇଁ ଉଭୟ ଚେଷ୍ଟା କରିବାକୁ ପଡିବ । ହେଲେ ସମ୍ପର୍କର କୌଣସି ପରିସ୍ଥିତିରେ ନିଜ ପାର୍ଟନରର ସାଥ୍ ଛାଡି ଦେବା ଉଚିତ ନୁହେଁ ।

3-ଆପଣ ଦୁହିଙ୍କ ସମ୍ପର୍କରେ ଏକ ନୂଆ ମୋଡ ଆସିବା ପାଇଁ ଯାଉଛି । ଯେଉଁ ପରିବର୍ତ୍ତନ ଆପଣ ଦୁହିଙ୍କ ମଧ୍ୟରେ ହେବା ପାଇଁ ଯାଉଛି । ତାହା ବହୁତ ଭଲ ପରିବର୍ତ୍ତନ ହେବା ପାଇଁ ଯାଉଛି । ଆପଣ ଦୁହିଙ୍କ ମଧ୍ୟରେ ପୂର୍ବ ଠାରୁ ଅଧିକ ସମ୍ପର୍କ ମଜଭୁତ ହୋଇଯିବ । ପ୍ରେମ ଉଭୟ ଉଭୟଙ୍କ ପାଇଁ ଆହୁରି ବଢିବ ବୋଲି ସୂଚନା ମିଳୁଛି । ଆପଣଙ୍କ ପ୍ରେମ ସମ୍ପର୍କ ହୋଇଥିଲେ । ତାହା ବାହାଘରରେ ପରିଣତ ହେବାକୁ ଯାଉଛି । ଯଦି ବାହାଘର ହୋଇଯାଇଥାଏ, ତେବେ ବହୁତ ଶୀଘ୍ର ଆପଣଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହୁଛି ।




