ମନୋରଞ୍ଜନ

ନିଜର Birthday Month ଚୟନ କରି ନିଅନ୍ତୁ…ଜାଣନ୍ତୁ ଆପଣଙ୍କର ସ୍ଵଭାବ କିପରି ! Crazy Game

ପ୍ରତ୍ଯେକଟି ବ୍ୟକ୍ତିର ନିଜର ସ୍ଵଭାବ କିଭଳି ନିଜେ ଜାଣିବା ଅପେକ୍ଷା ଅନ୍ୟ ମାନେ ଭଲରେ ଜାଣିଥାନ୍ତି । ଯେଉଁମାନେ କି ସେହି ବ୍ୟକ୍ତିଙ୍କ ସହ ପରିଚିତ ଥାନ୍ତି । ତେବେ ଆପଣଙ୍କ ସ୍ଵଭାବ କିଭଳି ଓ ଆପଣଙ୍କୁ କଣ ଭଲ ଲାଗେ ? ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମମାସ କହିବାକୁ ପଡିବ । ନିଜ ଜନ୍ମ ମାସ ଅନୁଯାଇ ଆପଣଙ୍କର ସ୍ଵଭାବ ଏଥିରୁ ଆପଣ ଜାଣିବାକୁ ପାଇବେ ।

ଜାନୁଆରୀ-ଯେଉଁ ବ୍ୟକ୍ତିବିଶେଷ ମାନେ ଜାନୁଆରୀ ମାସରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନେ ବହୁତ ଚକୋଲେଟ ଲଭର ଅଟନ୍ତି । ସେମାନଙ୍କୁ ଚକୋଲେଟ ଖାଇବାକୁ ବହୁତ ପସନ୍ଦ ହୋଇଥାଏ ।

ଫେବୃଆରୀ-ଏହି ମାସରେ ଜନ୍ମିତ ପିଲା ବୁକ୍ ଲଭର ହୋଇଥାନ୍ତି । କାରଣ ଏମାନଙ୍କୁ ନୂଆ ନୂଆ ବହି ପଢିବାର ସଉକ ରହିଥାଏ ।

ମାର୍ଚ-ମାର୍ଚ ମାସରେ ଜନ୍ମିତ ପିଲା ମାନେ ଶପିଙ୍ଗ କରିବାକୁ ବହୁତ ଅଧିକ ପସନ୍ଦ କରନ୍ତି । କାରଣ ଏମାନଙ୍କ ପାଖରେ ଯେତେ ବି ଜିନିଷ ରହିଥାଉ । ହେଲେ ଏମାନେ କିଣାକିଣି କରିବାକୁ ଭଲ ପାଇଥାନ୍ତି ।

ଏପ୍ରିଲ-ଏହି ମାସରେ ଜନ୍ମିତ ପିଲା ମୋବାଇଲ ଦେଖିବାକୁ ବହୁତ ସମୟରେ ଭଲ ପାଇଥାନ୍ତି ।

ମେ’-ଏହି ମାସରେ ଜନ୍ମ ଗ୍ରହଣ କରିଥିବା ପିଲା ଡାନ୍ସ ପ୍ରତି ବହୁତ ରୁଚି ରଖିଥାନ୍ତି । ଡାନ୍ସ କରିବାକୁ ବହୁତ ଆଗ୍ରହ ରଖିଥାନ୍ତି ।

ଜୁନ-ଏହି ମାସରେ ଜନ୍ମିତ ପିଲା ମାନେ ନୂଆ ନୂଆ ଜାଗାକୁ ଟ୍ରାଭେଲିଙ୍ଗ କରିବାକୁ ବହୁତ ମାତ୍ରରେ ମନ ବଳାଇଥାନ୍ତି ।

ଜୁଲାଇ-ଜୁଲାଇ ମାସର ପିଲା ମାନେ ସେଲିଫି ଲଭର ହୋଇଥାନ୍ତି । ଏମାନଙ୍କୁ ଭିନ୍ନ ଭିନ୍ନ ପୋଜ୍ ରେ ସେଲଫି ନେବା ପସନ୍ଦ ହୋଇଥାଏ ।

ଅଗଷ୍ଟ-ଏହି ମାସରେ ଜନ୍ମିତ ପିଲା ମାନେ ଟିଭି ଦେଖିବାକୁ ବହୁତ ଅଧିକ ପସନ୍ଦ କରିଥାନ୍ତି । ଘରେ ବହୁ ସମୟ ଏମାନଙ୍କର ଟିଭି ଦେଖିବାରେ ବିତିଯାଇଥାଏ ।

ସେପ୍ଟେମ୍ବର-ଏହି ମାସରେ ଯେଉଁ ମାନେ ଜନ୍ମ । ସେମାନେ ନିଜ ସହ ଅନ୍ୟକୁ ମଧ୍ୟ ସଜେଇ ଦେବାକୁ ଭଲ ପାଇଥାନ୍ତି । ଏମାନେ ମେକପ ଲଭର ହୋଇଥାନ୍ତି ।

ଅକ୍ଟୋବର-ଅକ୍ଟୋବର ମାସରେ ଜନ୍ମ ଗ୍ରହଣ କରିଥିବା ପିଲା ମ୍ୟୁଜିକ ଲଭର ହିଁ ହୋଇଥାନ୍ତି । ମ୍ୟୁଜିକ ଶୁଣିବା ଏମାନଙ୍କର ହବି ହୋଇଥାଏ ।

ନଭେମ୍ବର-ଏହି ମାସର ପିଲା ମାନେ ବହୁତ ଫୁଡିହୋଇଥାନ୍ତି । କାରଣ ଏମାନେ ଫୁଡ୍ ଲଭର ହୋଇଥିବା କାରଣରୁ ଭଳିକି ଭଳିକି ଖାଦ୍ୟ ଖାଇବାରେ ବହୁତ ରୁଚି ରହିଥାଏ ।

ଡିସେମ୍ବର-ଡିସେମ୍ବର ମାସରେ ଜନ୍ମିତ ପିଲା ମାନେ ଡ୍ରେସ ଲଭର ହୋଇଥାନ୍ତି । କାରଣ ନୂଆ ନୂଆ ଡ୍ରେସ ପିନ୍ଧିବା ଏମାନଙ୍କୁ ବହୁତ ଅଧିକ ପସନ୍ଦ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button