ସ୍ୱାସ୍ଥ୍ୟ

ବନ୍ଧୁଗଣ ସକାଳୁ ସକାଳୁ ଉଠିବା ପ୍ରତ୍ଯେକଟି ବ୍ୟକ୍ତି ପାଇଁ ବହୁତ ଭଲ ହୋଇଥାଏ । ପ୍ରତ୍ଯେକ ଛାତ୍ରଛାତ୍ରୀ ବା କୌଣସି ଲୋକ ହେଉ । ତାଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ନିହାତି ଭାବେ ଥିବ । ଯାହାକୁ ପୂରଣ କରିବା ପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ପଡିଥାଏ । ନିଜର ଲକ୍ଷକୁ ହାସିଲ କରିବା ପାଇଁ ମଧ୍ୟ ଅଧିକ ସମୟର ମଧ୍ୟ ଆବଶ୍ୟକତା ରହିଥାଏ । ଦୁନିଆରେ ଯେତେ ବି ସଫଳ ବ୍ୟକ୍ତି ରହିଛନ୍ତି । ସେହି ସବୁ ସଫଳ ବ୍ୟକ୍ତିଙ୍କର ଗୋଟିଏ କଥା ପ୍ରାୟତଃ ସମାନ ରହିଥାଏ । ତାହା ହେଉଛି ପ୍ରାୟତଃ ସେମାନେ ସକାଳୁ ଶୀଘ୍ର ଉଠିଯାଇଥାନ୍ତି । ତେଣୁ ଯେଉଁ ମାନେ ବି ନିଜ ଜୀବନରେ ସଫଳ ବ୍ୟକ୍ତିଟିଏ ହେବାକୁ ଚାହୁଁଥାନ୍ତି । ସେମାନଙ୍କୁ ସର୍ବ ପ୍ରଥମେ ସକାଳୁ ଶୀଘ୍ର ଉଠିବା ନିହାତି ଭାବେ ଦରକାର । ସେଥିପାଇଁ ବହୁତ ଲୋକ ସକାଳୁ ଉଠିବା ପାଇଁ ରାତିରୁ ଭାବି କରି ଶୋଇଥାନ୍ତି । SBI Card SBI Card The One Unforgettable Bus Scene That Changed His Career Forever Brainberries How Pricey Were Donald Trump’s Divorces? Brainberries इन बॉलीवुड अभिनेत्रियों की उम्र जानकर आपको यकीन नहीं होगा Herbeauty ଏମିତିକି ସକାଳୁ ଶୀଘ୍ର ଉଠିଯିବା ପାଇଁ ଆଲାରାମ ମଧ୍ୟ ଦେଇକି ଶୋଇଥାଉ । ହେଲେ କିଛି ନା କିଛି କାରଣ ବଶତଃ ଆମେ ସକାଳୁ ଶୀଘ୍ର ନଉଠି ପାରି ଉଠିବାରେ ବହୁତ ବିଳମ୍ବ ହୋଇଯାଇଥାଏ । ତାହା ଆମ ମାନଙ୍କର ରାତିରେ ବିଳମ୍ବରେ ଶୋଇବା ଯୋଗୁ ହେଉ ବା ଆଳସ୍ୟପଣ କାରଣରୁ ସକାଳୁ ଶୀଘ୍ର ଉଠିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ତେଣୁ ସକାଳୁ ଶୀଘ୍ର ଉଠିବା ପାଇଁ ଆଜି ଏପରି 3 ଟି ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟକୁ ଅନୁସରଣ କରି ଆପଣ ମାନେ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ । स्मिता पाटिल के जीवन से जुड़े अनछुए पहलू Brainberries फिटकरी के फायदे सुनकर हैरान रह जाएंगे, बुरी नजर से भी बचाती है ये Brainberries इन बॉलीवुड अभिनेत्रियों की उम्र जानकर आपको यकीन नहीं होगा Herbeauty Age-Gap Couples: Why Their Love Often Lasts Brainberries 1- ପ୍ରତ୍ଯେକ ବ୍ୟକ୍ତିକୁ ସକାଳର 4 ରୁ 5 ଟାର ସମୟ ମଧ୍ୟରେ ଉଠିପଡିବା ଉଚିତ । ତେବେ ରାତିରେ ଶୋଇବା ପୂର୍ବରୁ ସକାଳୁ ଶୀଘ୍ର ଉଠି ଆପଣଙ୍କୁ କଣ କରିବାକୁ ପଡିବ ? ତାହାକୁ ଏକ କାଗଜରେ ଲେଖି ନିଜ ଆଲାରାମ ପାଖରେ ରଖିଦିଅନ୍ତୁ । ଆଲାରାମଟିକୁ ଶୋଇବା ସ୍ଥାନ ଠାରୁ ଦୂରରେ ରଖନ୍ତୁ । ଯେତେବେଳେ ଆଲାରାମ ବାଜିବ, ସେତେବେଳେ ହାତ ପାଖରେ ଆଲାରାମ ଥିଲେ ବହୁତ ପିଲା ବନ୍ଦ କରି ପୁଣି ଥରେ ଶୋଇ ପଡନ୍ତି । ତେଣୁ ଆଲାରାମଟିକୁ ଦୂରରେ ରଖି ଶୋଇବା ଦ୍ଵାରା ନିଦରୁ ଉଠି ଆଲାରାମକୁ ବନ୍ଦ କରିବାକୁ ଯିବା ବେଳେ ବ୍ୟକ୍ତି 50 % ପ୍ରତିଶତ ଆକ୍ଟିଭ ହୋଇଯାଇଥାଏ । 2- ଦିତୀୟରେ ରାତିରେ ଭଲ ଭାବେ ପାଣି ପିଇକି ଶୋଇବାକୁ ପଡିବ । ଯାହା ଦ୍ଵାରା ଆଲାରାମ ବାଜିବା ମାତ୍ରେ ତାକୁ ବନ୍ଦ କରିବା ସହ ଟଏଲେଟ କରିବା ପାଇଁ ବାଥରୁମ୍କୁ ଯିବାକୁ ପଡେ । ଯାହା ଫଳରେ ନିଦ ଭାଙ୍ଗିଯାଇଥାଏ । ତାପରେ ଯଦି ଆପଣ ମୁହଁକୁ ଭଲ ଭାବେ ପାଣି ସହାୟତାରେ ଧୋଇ ଦିଅନ୍ତି । ତେବେ ଆପଣଙ୍କ ନିଦ ପୁରା ଛାଡିଯାଇଥାଏ । ତେବେ ଏହି 2 ଉପାୟକୁ କରି ଆପଣ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ ।

ବନ୍ଧୁଗଣ ଅନେକ ପ୍ରକାର କାରଣ ଯୋଗୁ ସ୍କିନରେ ସ୍କିନ ପ୍ରୋବ୍ଲେମ ଦେଖାଯାଇଥାଏ । ଯାହା ଦ୍ଵାରା ଜାଦୁ, କାଛୁ କୁଣ୍ଡିଆ ଭଳି ପ୍ରୋବ୍ଲେମ ସ୍କିନରେ ଦେଖାଯାଇଥାଏ । ଆଲର୍ଜି ଥିଲେ ମଧ୍ୟ ସ୍କିନ ଇନଫେକସନ ବିଶେଷ ଭାବେ ଦେଖାଯାଇଥାଏ । ଯେଉଁ ବ୍ୟକ୍ତିକୁ କୌଣସି ପ୍ରକାର ସ୍କିନ ଇନଫେକସନ ରହିଥାଏ । ତେବେ ସେମାନେ ଏହି ଉପାୟ ଦ୍ଵାରା ସ୍କିନର ସବୁ ପ୍ରୋବ୍ଲେମକୁ ଗାୟବ କରିପାରିବେ । ଏହା ସଂପୂର୍ଣ୍ଣ ଘରୋଇ ଉପଚାର ହୋଇଥିବାରୁ ସ୍କିନର କୌଣସି କ୍ଷତି ନହୋଇ ସ୍କିନ ପ୍ରୋବ୍ଲେମ ଦୂର କରିଥାଏ ।

ତେବେ ରେମିଡିକୁ ପ୍ରସ୍ତୁତ କରିବା ପାଇଁ କଞ୍ଚା କଦଳୀର ଦରକାର ପଡିଥାଏ। ଏହି କଞ୍ଚା କଦଳୀର ପ୍ରୟୋଗ କରି ସ୍କିନ ଇନଫେକସନକୁ ଦୂର ବହୁତ ଶୀଘ୍ର କରିପାରିବେ । ତେବେ ପ୍ରଥମେ ଏକ କଞ୍ଚା କଦଳୀକୁ ଆଣି ତାହାକୁ ଅଧା ମଝିରୁ କାଟି ଦିଅନ୍ତୁ । ତାପରେ ସେହି ଫାଳେ କଦଳୀର ଉପର ଚୋପାକୁ ଛଡାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରିବାକୁ ପଡିବ। ହେଲେ କଦଳୀକୁ ଗ୍ରାଇଣ୍ଡିଙ୍ଗ କରିବା ସମୟରେ ପାଣିର ବ୍ୟବହାର  କରନ୍ତୁ ନାହିଁ ।

ଦିତୀୟରେ ସେହି ଗ୍ରାଇଣ୍ଡିଙ୍ଗ ହୋଇଥିବା କଦଳୀରେ 2 ଚାମଚ ଦହି ଆଡ୍ କରନ୍ତୁ । ତାପରେ ତୃତୀୟରେ ସେଥିରେ 1 ଚାମଚ ହଳଦୀର ଆଡ୍ କରନ୍ତୁ । ହଳଦୀ ସ୍କିନ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଭଲ ଉପାଦାନ ହୋଇଥାଏ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଫଗାଲ ପ୍ରପଟି ରହିଥାଏ । ଯାହା ସ୍କିନକୁ ସୁନ୍ଦର କରିଥାଏ । ତାପରେ ସେହି 3 ଟି ଜିନିଷକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ ।

ତାପରେ ଯେଉଁ ସ୍ଥାନରେ ଆପଣଙ୍କର କୌଣସି ବି ସ୍କିନ ଇନଫେକସନ ହୋଇଥାଉ । ସେହି ସ୍ଥାନକୁ ପାଣିରେ ପ୍ରଥମେ ଭଲରେ ଧୋଇ ଦିଅନ୍ତୁ । ସେହି ସ୍ଥାନରେ ଲେମ୍ବୁକୁ ନେଇ ଅଳ୍ପ ଘଷି ସଫା କରନ୍ତୁ । ତାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ସେହି ସ୍ଥାନରେ ନେଇ ଥାପିକି ରଖିଦିଅନ୍ତୁ । କିଛି ଘଣ୍ଟା ରଖି ତାହାକୁ ପାଣି ସହାୟତାରେ ଧୋଇ ପରିଷ୍କାର କରନ୍ତୁ ।

ଏହି ଉପାୟକୁ 1 ରୁ 2 ଥର କରି ଆପଣଙ୍କର ସବୁ ପ୍ରକାର ସ୍କିନ ଇନଫେକସନକୁ ଦୂର କରିପାରିବେ । ଯେଉଁ ମାନଙ୍କର ସ୍କିନ ଇନଫେକସନ ବହୁତ ପୁରୁଣା ଅଟେ। ସେମାନେ 1 ସପ୍ତାହ ପର୍ଯ୍ୟନ୍ତ ଏହିପରି ଭାବେ ତାହାର ବ୍ୟବହାର କରି ସବୁ ପ୍ରକାର ସ୍କିନ ପ୍ରୋବ୍ଲେମକୁ ଦୂର କରିପାରିବେ । ଏହା ବହୁତ ଇଫେକଟିଭ ଉପାୟ ଅଟେ । ଯାହା ସ୍କିନରୁ ସବୁ ପ୍ରକାର ଇନଫେକସନକୁ ହଟାଇଦେଇଥାଏ ।

ସ୍କିନକୁ ସୁସ୍ଥ ଓ ସୁନ୍ଦର କରିବାରେ ସାହାଜ୍ଯ କରିଥାଏ । ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button