ସମୁଦ୍ର ରେ ମସ୍ତି କରୁଥିଲେ ସୁସ୍ମିତା ସେନ, ସେତେବେଳେ ହେଲା କିଛି ଏମିତି କି… ଦେଖନ୍ତୁ ଭିଡିଓ

ବଲୀଉଡ ର ଫେମସ ଏକ୍ଟ୍ରେସ ସୁସ୍ମିତା ସେନଙ୍କର ଏହି ଭିଡିଓ ସୋଶଲ ମିଡିଆ ରେ ବହୁତ ଭାଇରାଲ ହେଉଛି । ସମୁଦ୍ର ବେଳାଭୂମିରେ ମସ୍ତି କରୁଥିବା ସୁସ୍ମିତା ସେନଙ୍କର ଏହି ଭିଡିଓ ସୋଶଲ ମିଡିଆ ରେ ପ୍ରଚୁର ମାତ୍ରାରେ ଶେୟାର ହେଉଛି । ବଲୀଉଡ ଅଭିନେତ୍ରୀ ସୁସ୍ମିତା ସେନ ନିଜ ଇନଷ୍ଟାଗ୍ରାମ ଆକାଉନ୍ଟ ରେ ଏହି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ରେ ସୁସ୍ମିତା ନାଚିବାର ଆପଣ ଦେଖିବାକୁ ପାଇବେ । ଏଥିରେ ସୁସ୍ମିତା ମାଲଦ୍ଵୀପ ରେ ସକାଳର ମଜା ନେଉଛନ୍ତି ।

ସୁସ୍ମିତା ଏହି ଭିଡିଓକୁ ଶେ-ୟାର କରି ଲେଖିଲେ “ଆପଣ ଯେତେବେଳେ ମନ ରୁ ଖୁଶି ଥାନ୍ତି ସେତେବେଳ ଆପଣକର ଫେସ ରେ ଏମିତିକ ଗ୍ଲୂ ଆସେ, ଏମିତିକା ସକାଳ, ଏ ସମୁଦ୍ର ଆଉ ବେଳାଭୂମି ଅତି ମନମୁଗ୍ଧ କରିବା ଭଳି ଦୃଶ୍ୟ” । ଏହି ଭିଡିଓ ରେ ସୁସ୍ମିତା ଧଳା ରଙ୍ଗର ଶିଳ୍କ ଡ୍ରେସ ପିନ୍ଧିଛନ୍ତି ।

ସୁସ୍ମିତା ସେନ ଖୋଲା ଚୁଟି ରେ ସେମିତି ବି ବହୁତ ସୁନ୍ଦର ଲାଗନ୍ତି ଏବଂ ଏଠି ବୀଚ ଓ ବିଉଟି କମ୍ବିନେଶନ କିଲିଙ୍ଗ ପର୍ସନାଲିଟୀ ହେଇଯାଇଛି । ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ବହୁତ କମେନ୍ଟ କରିଛନ୍ତି ଆଉ ବୋହୁତ ଖୁସି ଅଛନ୍ତି

ଏହି ଭିଡିଓ ରେ ଆପଣ ସୁସ୍ମିତାଙ୍କୁ ବହୁତ ମସ୍ତି କରୁଥିବାର ଦେଖିବାକୁ ପାଇବେ ଯେଉଁଥିରେ ସେ କେତେବେଳେ ପାଣି ଭିତରେ ମସ୍ତି କରୁଛନ୍ତି ତ କେବେ ସମୁଦ୍ର କୂଳରେ ନାଚୁଛନ୍ତି । ସେ ତାଙ୍କ ବୟଫ୍ରେନ୍ଡ ସହ ବହୁତ ଦିନ ଧରି ରେଲେସନ ରେ ଅଛନ୍ତି ।





