ରାଜ୍ୟ

ଗୋଟେ ମାଛ ବଦଳେଇଦେଲା ଏ ଲୋକର ଭାଗ୍ୟ – ଦେଖନ୍ତୁ କେତେ ଲକ୍ଷଟଙ୍କାରେ ବିକିଲେ ସେ ଏଇ ମାଛକୁ

କହନ୍ତି ନା ଭାଗ୍ୟ କେବେ କାହାର କବାଟ ଖଟ୍ ଖଟ୍ କରିବ ଏହା କେହି ଜାଣି ନଥାନ୍ତି । ଏଥିପାଇଁ ମଣିଷ ପରିଶ୍ରମ କରିବାକୁ କେବେ ପଛକୁ ଚାହେଁନି କାରଣ ଯେ କୌଣସି ମଣିଷକୁ କିଛି ବି ମିଳିପାରେ । କିଛି ଏପରି ହେଇଥିଲା ମୁମ୍ବାଇରେ ରହୁଥିବା ଦୁଇ ଭାଇଙ୍କ ସହ । ସେ ଯେତେବେଳେ ପ୍ରତିଦିନ ଭଳି ମାଛ ଧରିବାକୁ ସମୁଦ୍ର କୂଳକୁ ଯାଇଥିଲେ ତ ତାଙ୍କ ହାତରେ ଏକ ବଡ ମାଛ ପଡିଥିଲା । ଯାହାର ମୁଲ୍ୟ୍ ତାଙ୍କୁ ଜଣା ନଥିଲା । ଯେତେବେଳେ ଜଣା ପଡିଲା ସେତେବେଳେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଇଗଲା । ସେ ଏହି ମାଛକୁ ଧରିବା ପରେ ଦୁଇ ଭାଇ ଲକ୍ଷପତି ହେଇଗଲେ । ଓ ଏବେ ସେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ।

ମୁମ୍ବାଇର ପାଲଘର ରେ ସବୁଦିନ ପରି ମହେଶ ଓ ତାଙ୍କ ଭାଇ ସମୁଦ୍ରକୂଳକୁ ମାଛ ଧରିବା ପାଇଁ ଯାଇଥିଲେ । ଯେତେବେଳେ ସେମାନେ ସମୁଦ୍ରକୁଳରେ ଜାଲ୍ ପକାଇଥିଲେ କିଛି ସମୟ ପାଇଁ କିଛି ହାତକୁ ଆସିନଥିଲା । କିନ୍ତୁ ଯେତେବେଳେ ତାଙ୍କ ଜାଲ ଅଚାନକ ଭାରି ହେଇଗଲା । ଓ ବହୁତ ଚେଷ୍ଟା କରି ଜାଲ ବାହାରକୁ ବାହାର କଲେ ତେବେ ତାଙ୍କ ଜାଲରେ ଏକ ବଡ ମାଛ ପଡିଥିବାର ଦେଖା ଗଲା । ଯେତେବେଳେ ଏହା ବିଷୟରେ ପଚାରାପୁଚୁରି ହେଲା ଜଣାପଡିଲା କି ଏହା କୌଣସି ସାଧାରଣ ମାଛ ନୁହେଁ ଏହା ଘୋଲ୍ ମାଛ ଅଟେ ଯାହାର ଓଜନ ପ୍ରାୟ ୩୦ କେଜି ଥିଲା

 

ସେ ବୁଝିଗଲେ ତେବେ ସେ ଯେତେବେଳେ ସେ ମାଛକୁ ନେଇ ମାଛ ମାର୍କେଟ ଗଲେ ସେଠାରେ ସେହି ମାଛର ପ୍ରକୃତ ମୁଲ୍ୟ ୫,୫ ଲକ୍ଷ କୁହାଗଲା । ଆପଣଙ୍କୁ କହିଦେଉଛୁ କି ଘୋଲ୍ ମାଛ ଔଷଧୀ ହିସାବରେ କାମ କରିଥାଏ । ଘୋଲ୍ ମାଛ ଉପଯୋଗୀ ଔଷଧ ବନାଇବା ପାଇଁ କାମରେ ଆସିଥାଏ । ଓ ତାଙ୍କର ସ୍କ୍ରିନ୍ ଉପର ଭାଗରେ ଉଚ୍ଚ ଗୁଣବର୍ତ୍ତା ବାଲା କୋଲେଜନ ମିଳିଥାଏ ।

୧) ଘୋଲ୍ ମାଛର ମହଜୁତ ଥିବା ଡିଏଚ୍ଏ ଓ ଇପିଏ ଛୁଆଙ୍କ ବିକାଶ ପାଇଁ ଫାଇଦା ଦେଇଥାଏ । ଯେଉଁ ଲୋକଙ୍କ ଉଚ୍ଚ ରକ୍ତଚାପ ଅଛି ସେମାନେ ଏହି ମାଛକୁ ଖାଦ୍ୟ ସହ ଖାଇଲେ ଲାଭ ମିଳିଥାଏ ।

 

୨) ଘୋଲ୍ ମାଛ ମହଜୁତ ଥିବା ଓମେଗା ୩ ଶିଶୁ ମସ୍ତିଷ୍କ ଉପରେ ପଜେଟିଭ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶିଶୁର ଦିମାଗ ବିକଶିତ ହୋଇଥାଏ । ତାର ସ୍ମରଣ ଶକ୍ତି ବୃଦ୍ଧି ପାଏ । ଘୋଲ୍ ମାଛରେ ଥିବା ଓମେଗା ୩ ମସ୍ତିଷ୍କରେ କୋଷିକାର ବିକାଶରେ ଲାଭ ଦେଇଥାଏ ।

୩) ଯଦି ଆପଣ ଚାହନ୍ତି କି ଆପଣଙ୍କ ଚେହେରା ସବୁ ବେଳେ ଜବାନ ଓ ହେଲଦି ରହୁ । ତେବେ ଆପଣ ଘୋଲ୍ ମାଛକୁ ସେବନ କଲେ ଏହା କାର୍ଯ୍ୟକାରୀ ହୋଇଥାଏ । ଏହାଭିତରେ ଥିବା ଓମେଗା୩ ବୟସ ଚିହ୍ନକୁ ଦୁର କରିଥାଏ ।

୪) ଘୋଲ୍ ମାଛରେ ବହୁତ ଭିଟାମିନ୍ , ଖଣିଜ, ପ୍ରୋଟିନ୍ ମିଳିଥାଏ । ଯେଉଁ ତତ୍ତ୍ୱ୍ ଆଖିକୁ ପରିସ୍କାର ରଖିଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଖି ଲମ୍ବା ବୟସ ପର୍ଯ୍ୟନ୍ତ ସୁସ୍ଥ ରହୁ ତେବେ ଏବେ ଠୁ ହିଁ ଏହି ମାଛ ସେବନ କରିବା ଆରମ୍ଭ କରିଦିଅନ୍ତୁ ।

୫) ଏହି ମାଛ ମଧ୍ୟରେ ମିଳୁଥିବା ଭିଟାମିନ୍ ଓ ପ୍ରୋଟିନ୍ ହୃଦୟ ପାଇଁ ଲାଭ ଦାୟକ ହୋଇଥାଏ । ଘୋଲ୍ ମାଛ ହୃଦୟକୁ ସୁସ୍ଥ ରଖିବା ସାହାର୍ଯ୍ୟ କରିଥାଏ । ସେଥିପାଇଁ ଲୋକେ ଏହି ମାଛ ଖାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button