ସକାଳୁ ଉଠି କହି ଦିଅନ୍ତୁ, ଏହି 1 ମନ୍ତ୍ର କାଙ୍ଗାଳ ବି ହୋଇଯିବେ କୋଟିପତି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ହନୁମାନ ଜୀ ଙ୍କର ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ଦ୍ଵାରା ବ୍ୟକ୍ତି ଉପରେ ହନୁମାନ ଜୀ ଙ୍କ କୃପା ରହିଥାଏ । ସେହି ବ୍ଯକ୍ତିର ସବୁ ସମସ୍ଯା କଷ୍ଟ ହନୁମାନ ଜୀ ସ୍ଵୟଂ ଦୂର କରିଥାନ୍ତି । କଥା ଅନୁଯାୟୀ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଦୁଇ ସ୍ଵାମୀ ସ୍ତ୍ରୀ ମଙ୍ଗଳବାର ବ୍ରତ କରିଥିଲେ । କିଛି ଦିନ ପରେ ଅଞ୍ଜଳି ଆଗାମୀ ମଙ୍ଗଳବାର ବ୍ରତ ପାଇଁ କୌଣସି କାରଣରୁ ଭୋଗ ଲଗାଇପାରିଲେ ନାହିଁ ।
ସେହି ଦିନ ସୂର୍ଯ୍ୟାସ୍ତ ପରେ ଅଞ୍ଜଳି ଭୋକିଲା ସୋଇଗଲେ । ଆଗାମୀ ମଙ୍ଗଳବାର ଯାଏଁ ଅଞ୍ଜଳି ଭୋକିଲା ରହି ଆଗାମୀ ମଙ୍ଗଳବାର ଦିନ ହନୁମାନ ଜୀଙ୍କ ପୂଜା କରିଲେ । ଆଉ ପୂଜାରେ ପ୍ରସନ୍ନ ହୋଇ ହନୁମାନ ଜୀ ସ୍ଵପ୍ନରେ ଅଞ୍ଜଳିଙ୍କୁ ପୁତ୍ର ସନ୍ତାନର ବରଦାନ ଦେଲେ । ଏହାପରେ ତାଙ୍କର ଏକ ପୁତ୍ର ମଙ୍ଗଳବାର ଦିନ ସନ୍ତାନ ଜାତ ହେଲା କିନ୍ତୁ ତାଙ୍କ ସ୍ଵାମୀ କେଶବଦତ୍ତ ସନ୍ଦେହ କରିଲେ ଓ ତାଙ୍କୁ ଅନେକ ପ୍ରଶ୍ନ କରିଲେ ।
ପୁତ୍ର ମଙ୍ଗଳଙ୍କୁ ନିଜ ପୁତ୍ର ନ ମନୟ କେଶବଦତ୍ତ ତାଙ୍କୁ ମାରିବା ପାଇଁ ଏକ କୂଅକୁ ପକାଇ ଦେଲେ । ଏହାପରେ ହନୁମାନ ଜୀ କେଶବଦତ୍ତଙ୍କୁ ଦର୍ଶନ ଦେଇ କହିଲେ ମୁଁ ହିଁ ତୁମ ଦୁହିଙ୍କର ମଙ୍ଗବଳବର ବ୍ରତରେ ସନ୍ତୁଷ୍ଟ ହୋଇ ପୁତ୍ର ସନ୍ତାନର ବରଦାନ ଦେଇଥିଲି । ଏହାପରେ କେଶବଦତ୍ତ ନିଜ ପୁତ୍ର ମଙ୍ଗଳଙ୍କୁ ପୁତ୍ର ଭାବେ ଗ୍ରହଣ କରିଥିଲେ ।
ଯେଉଁ ସ୍ତ୍ରୀ ଓ ପୁରୁଷ ବିଧି ବହଡ ଭାବେ ମଙ୍ଗଳବାର ବ୍ରତ କରନ୍ତି ଓ ଶୁଣନ୍ତି ସେମାନଙ୍କର ସବୁ କଷ୍ଟ ଦୂର କରିଥାନ୍ତି ହନୁମାନ ଜୀ । ପ୍ରଭୁ ହନୁମାନ ହେଉଛନ୍ତି କଳିଯୁଗର ଦେବତା । କାହିଁକି ନା ପ୍ରଭୁ ଶ୍ରୀ ରାମ ହନୁମାନ ଜୀ ଙ୍କୁ ବରଦାନ ଦେଇଥିଲେ କି ସେ ସର୍ବଦା ଅମର ରହିବେ । ତାଙ୍କର କେବେ ବି ମୃତ୍ୟୁ ହୋଇ ପାରିବ ନାହିଁ । ଏହି କାରଣରୁ ହନୁମାନ ଜୀ ଆଜି ବି ଧରିତ୍ରିରେ ଉପସ୍ଥିତ ଅଛନ୍ତି ।
ଯଦି କାହା ଜୀବନରେ ସମସ୍ଯା ଚାଲିଛି ବା ଆସୁଛି ବା ସେହି ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କର ପୂଜା ଅର୍ଚ୍ଚନା ନିଶ୍ଚୟ କରନ୍ତୁ । ଏହା ସହ ମଙ୍ଗଳବାର ବ୍ରତ ମଧ୍ୟ ନିଶ୍ଚୟ ରଖନ୍ତୁ । ଏହା ସହ ହନୁମାନ ଜୀ ଙ୍କୁ ଭୋଗ ଲଗାଇ ବ୍ରତର ପାଳନ କରନ୍ତୁ । ଯଦି କୌଣସି ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ମନ ଲାଗି ରହିଛି ତେବେ ତାହା ଦୂର କରିବା ପାଇଁ ହନୁମାନ ଜୀ ଙ୍କର 12 ଗୋଟି ନାମ ଜପ କରିବା ଉଚିତ ।
ସେହି ନାମ ଗୁଡିକ ହେଉଛନ୍ତି ଜୟ ହନୁମାନ, ଜୟ ଅଞ୍ଜନି ପୁତ୍ର, ଜୟ ବାଇପୁତ୍ର, ଜାତ ମହାବଳୀ, ଜୟ ରାମଷ୍ଠ, ଜୟ ଫାଲ୍ଗୁନ ସଖା, ଜୟ ବିଙ୍ଗାକ୍ଷ, ଜୟ ଅମିତ ବିକ୍ରମ, ଜୟ ଉଦତିକ୍ରମଣ, ଜୟ ସୀତା ଶୋକ ବିନାଶନ, ଜୟ ଲକ୍ଷ୍ମଣ ପ୍ରାଣଦାତା ଓ ଜୟ ଦଶ ବିତରପହା ।