ଜ୍ୟୋତିଷ

ମୃତ୍ୟୁ ର 40 ସେକେଣ୍ଡ ପୂର୍ବରୁ କଣ ହୋଇଥାଏ ? ମୃତ୍ୟୁ ପୂର୍ବ ର ଏହା ହେଉଛି ଲକ୍ଷଣ- Garuda Purana

ବନ୍ଧୁଗଣ ମଣିଷ ଜୀବନର ସବୁଠାରୁ ବଡ ସତ ମୃତ୍ୟୁ ହୋଇଥାଏ । ଯିଏ ବି ଦୁନିଆକୁ ଆସିଛି ସେ ଦିନେ ନା ଦିନେ ମୃତ୍ୟୁକୁ କୋଳେଇ  ନେଇଥାଏ । କିନ୍ତୁ ମୃତ୍ୟୁ ର 40 ସେକେଣ୍ଡ ପୂର୍ବରୁ ବ୍ୟକ୍ତି ସହ ଏମିତି କିଛି ଭୟାନକ ଓ କଷ୍ଟଦାୟକ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ । ଆଜି ଆମେ ଜାଣିବା ବ୍ଯକ୍ତିର ମୃତ୍ୟୁ ର 40 ସେକେଣ୍ଡ ପୂର୍ବରୁ କଣ ହୋଇଥାଏ ।

ପ୍ରତେକ ବ୍ୟକ୍ତି ଦୁନିଆରେ ଜନ୍ମ ହେବା ପରେ ଭାବି ଥାଏ କି ତାକୁ ମୃତ୍ୟୁ ପରେ ମୋକ୍ଷ ମିଳୁ । ସେଥିପାଇଁ ମୃତ୍ୟୁ ପରେ ସମସ୍ତେ କାଶୀ ଧାମ କୁ ଯିବାକୁ ଇଚ୍ଛା କରିଥାନ୍ତି । କୁହାଯାଏ କି କାଶୀ ଯେଉଁ ଠାରେ ଭଗବାନ ଶିବ ଙ୍କ ନିବାସ ଅଛି ସବୁଠାରୁ ପବିତ୍ର ସ୍ଥାନ ଅଟେ । ପ୍ରତେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ କାଶୀ କୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯେଉଁ ବ୍ଯକ୍ତିର ମୃତ୍ୟୁ କାଶୀ ରେ ହୋଇଥାଏ କିମ୍ବା ଯାହାର ମୃତ୍ୟୁ ପରେ କାଶୀ ରେ ତାର ଅସ୍ଥି ବିସର୍ଜନ କରିବାର ଇଚ୍ଛା ଥାଏ ସେହି ବ୍ୟକ୍ତି ଯେତେ ବଡ ପାପ କରିଥିଲେ ମଧ୍ୟ ମୋକ୍ଷ ଲାଭ ଅଇଥାଏ । ଏଭଳି ବ୍ୟକ୍ତି କୁ ଯମଲୋକରେ ମିଳୁଥିବା ଦଣ୍ଡ ଭୋଗିବାକୁ ପଡେ ନାହିଁ । ଯାହାର ବର୍ଣ୍ଣନା ଗରୁଡ ପୁରାଣ ରେ କୁହା ଯାଇଛି ।

ମାରିବାର 40 ସେକେଣ୍ଡ ପୂର୍ବରୁ ବ୍ଯକ୍ତିର ଆତ୍ମା କୁ କାଶୀ ରେ ବିରାଜମାନ କରିଥିବା କାଳ ଭୈରବ ଙ୍କ ଦ୍ଵାରା ଶୁଦ୍ଧ କରା ଯାଇଥାଏ । ଆଉ ସେହି ବ୍ୟକ୍ତି ଙ୍କୁ ଭୈରବୀ ଯନ୍ତ୍ରଣା ଦିଆ ଯାଇଥାଏ । ଭୈରବୀ ଯନ୍ତ୍ରଣା ଯମଲୋକରେ ମିଳିଥିବା ଯନ୍ତ୍ରଣା ଠାରୁ ଅଧିକ ଭୟଙ୍କର ଓ କଷ୍ଟଦାୟକ ଅଟେ । ଏହି 40 ସେକେଣ୍ଡ ମଧ୍ୟରେ ବ୍ଯକ୍ତିକୁ ତାର ପର୍ଟେକ ଜନ୍ମର ଭଲ ଓ ଖରାପ କର୍ମ ଦେଖା ଯାଇଥାଏ ।

ଯେଉଁଥି ରେ ବ୍ୟକ୍ତି କରିଥିବା ଖରାପ କାମର ଅନୁଭବ କରିଥାଏ । ବ୍ୟକ୍ତି ଅନ୍ୟ ସହ ମୃତ୍ୟୁ ପୂର୍ବରୁ ଭଲ କି ଖରାପ କାମ କରିଥାଏ ତାର 1000 ଗୁଣା ଅଧିକା ମରିବାର 40 ସେକେଣ୍ଡ ପୂର୍ବରୁ ଭୋଗିବାକୁ ପଡିଥାଏ । ଯେଉଁ କାରଣରୁ ବ୍ୟକ୍ତି କୁ ଭଲ କର୍ମ ପାଇଁ ଆନନ୍ଦ ଓ ଖରାପ କର୍ମ ପାଇଁ ପୀଡା ଅନୁଭବ ହୋଇଥାଏ ।

ଏହି ଯନ୍ତ୍ରଣା ଏତେ ଅଧିକ ହୋଇଥାଏ କି ଯେମିତି କାହାକୁ ଗରମ ତେଲ ରେ ବୁଡା ଯାଇଥାଏ । ଏମିତି ଏଥିପାଇଁ କରାଯାଏ କି 40 ସେକେଣ୍ଡ ମଧ୍ୟରେ ବ୍ଯକ୍ତିର ଭଲ ଓ ଖରାପ କର୍ମ ର ଫଳ ନଷ୍ଟ ହୋଇଯିବ । କିଛି ସମୟ ପରେ ଯେବେ ବ୍ଯକ୍ତିର ଆତ୍ମା ଶୁଦ୍ଧ ହୋଇଯାଏ ସେତେବେଳେ ପରମତ୍ମା ଙ୍କ ସହ ଆତ୍ମା କୁ ବିଲୀନ କରା ଯାଇଥାଏ । ଆଉ ସେହି ବ୍ୟକ୍ତିକୁ ଜୀବନ ମରଣର ବନ୍ଧନ ରୁ ମୁକ୍ତି ମିଳିଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button