ଜ୍ୟୋତିଷ

ବାଛନ୍ତୁ ଗୋଟିଏ ଠାକୁର ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ-Personality Test

ବନ୍ଧଗଣ ବାଛନ୍ତୁ 3ଟି ଭଗବାନ ଙ୍କ ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଏହା ପରେ ଆପଣ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର 5 ସେକେଣ୍ଡ ର ସମୟ ଦିଆଯିବ । ଆପଣ ନିଜ ମନ ପସନ୍ଦ ଅନୁଯାୟୀ 3ଟି ଭଗବାନଙ୍କ ଚିତ୍ର ମଧ୍ୟ ରୁ କୌଣସି ଏକ ବାଛି ନିଅନ୍ତୁ । ଆଉ ତା ପରେ ଆପଣଙ୍କ ସହ ଭବିଷ୍ୟତରେ କଣ ହେବାକୁ ଯାଉଛି ତାହା ଜାଣି ପାରିବେ ।

1- ଯଦି ଆପଣଙ୍କୁ ସବୁଠାରୁ ଅଧିକ ଭଗବାନ ଗଣେଶ ଭଲ ଲାଗିଛନ୍ତି ତେବେ ଆପଣ ଏବେ ଦୁଃଖ ଭୋଗ କରିବେ ନାହିଁ । ସମସ୍ତ ଇଚ୍ଛା ପୁରଣ ହେବ । ଯେଉଁ ବି କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅନ୍ଧୁଙ୍କ ସହ ସମ୍ପର୍କରେ ଯାହା ମନାନ୍ତର ହୋଇଥିଲା ତାହା ଦୂର ହୋଇ ସମ୍ପର୍କର ଯୋଗ ଆସିବ । ଶତ୍ରୁ ଆପଣଙ୍କ ଠାରୁ ପରାଜିତ ଓ ଭୟଭୀତ ରହିବେ । ଯେଉଁ ବିବାଦରେ ଫସିକି ଅଛନ୍ତି ସେଥିରୁ ବାହାରିଯିବେ । ଆପଣଙ୍କର ସବୁ କଷ୍ଟ ଦର ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ଆପଣ ଆଗକୁ ଯେଉଁ କାମ କରିବେ ଆପଣଙ୍କର ବିବେକ ଚିନ୍ତା ଭଲରେ କାମରେ ଲଗାନ୍ତୁ । ପୂର୍ବରୁ ରୁଣ କରିଛନ୍ତି ତାହା ସୁଝିବା ପାଇଁ ବାଟ ମିଳିଯିବ ।

2- ଆପଣଙ୍କୁ ଭଗବାନ ଶିବଙ୍କୁ ବାଛିଥିଲେ ଆନନ୍ଦର ସମୟ ବ୍ଯତୀତ କରିବେ । ଯେଉଁ କାମରେ ସଫଳତା ପାଇବା ପାଇଁ ବ୍ୟସ୍ତ ରହୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ନିଶ୍ଚୟ ସଫଳ ହେବ । କିନ୍ତୁ ସଫଳତା ଡେରିରେ ମିଳିବ । ଏହାରି ମଧ୍ୟରେ ଅନେକ ଯନ୍ତ୍ରଣା ପାଇ ସାରିଛନ୍ତି । ମାନସିକ ଚିନ୍ତା ଦୂର ହେବ । ଆପଣଙ୍କର ଜୀବ ଦଶା ମଧ୍ୟରେ 2-3ଟି ମନ୍ଦ ଦଶା ଭୋଗ ହେବ । ସଂପୂର୍ଣ୍ଣ ଜୀବନରେ 3ଟି ମନ୍ଦ ଦଶା ଭୋଗ ହେବ । ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ଏହାର ପ୍ରତିକାର କରନ୍ତୁ । ଆପଣ ଯାହାଙ୍କ ପ୍ରତି ପୂର୍ବରୁର ଆସକ୍ତି ଆଣିଥିଲେ ତାଙ୍କୁ ଦୂରେଇ ଦିଅନ୍ତୁ । ଆବଶ୍ୟକ ଠାରୁ ଅଧିକ ଆଶା କରନ୍ତୁ ନାହିଁ ।

3- ଆପଣଙ୍କୁ ଭଗବାନ କୃଷ୍ଣଙ୍କର ଚିତ୍ର ପସନ୍ଦ ଆସିଥିଲେ ଆପଣ ଦେଖିବାକୁ ସୁନ୍ଦର, ଚତୁର ଓ ସମାଜରେ ଖ୍ଯାତି ସମ୍ମାନ ବ୍ୟକ୍ତି ଅଟନ୍ତି । ଅନେକ ଦିନ ହେବ ଆପଣ ମନ୍ଦରେ ଭୋଗ କରିଛନ୍ତି । କିନ୍ତୁ ଏବେ ସବୁ ଦୂର ହେବ । ପରିବାର ଓ ସନ୍ତାନଙ୍କ ଠାରୁ ଦୁଃଖ ମିଳୁଥିଲା । କିନ୍ତୁ ଏବେ ଈଶ୍ଵରାଙ୍କ ସଦୃଷ୍ଟି ଆପଣଙ୍କ ଉପରେ ରହିବ । ଅପବ୍ୟୟରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟୟ କମ ହେବ ଆୟ ଅଧିକ ଅଧିକ ରହିବ । ନାନା ଉଦବେଗ ଜାତ ହେଉଛି । ଆପଣାର ଲୋକ ପର ହୋଇ ଯାଉଛନ୍ତି ଯାହାକି ଆପଣ ଅନୁମାନ କରୁଛନ୍ତି । ଆପଣ ଈଶ୍ଵରଙ୍କ ପ୍ରତି ଭକ୍ତି କରନ୍ତି । ସେଥିପାଇଁ ବହୁତ ବିପଦରୁ ରକ୍ଷା ପାଇଛନ୍ତି । ଶୁଭ ସମୟ ଆରମ୍ଭ ଆସିଯାଇଛି । ଶତ୍ରୁ ମାନେ ଆପଣଙ୍କ ଠାରୁ ଭୟଭୀତ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button