ଜ୍ୟୋତିଷ

ସବୁଠୁ ଅଧିକ ଦୁଃଖୀ ହୋଇଥାନ୍ତି ଏହି 4 ଟି ରାଶିର ଲୋକ, କାହାକୁ ବି କୁହନ୍ତି ନାହିଁ ନିଜର ଦୁଃଖ…

। ଦୁନିଆରେ ଅନେକ ଲୋକ ଏପରି ଥାନ୍ତି, ଯେଉଁ ମାନେ କି ଦୁନିଆ ଆଗରେ ଗୋଟେ କଥା କହୁଥିବା ସମୟରେ ନିଜ ମନରେ ଆଉ ଏକ କଥା କୁ ଲୁଚାଇ ରଖିଥାନ୍ତି । କିଛି ଲୋକ ସମସ୍ତ ଙ୍କୁ ନିଜର ସୁଖ ଦୁଃଖ କହି ଦେଉଥିବା ସମୟରେ କିଛି ଲୋକ ନିଜର ଦୁଃଖକୁ କାହା ଆଗରେ ପ୍ରକାଶ କରି ପାରି ନଥାନ୍ତି । ନିଜ ଦୁଃଖ କୁ ଲୁଚାଇ ହସୁଥାନ୍ତି । ବନ୍ଧୁଗଣ ଆମର 12 ରାଶି ମଧ୍ୟରୁ,

 

ମେଷ: ମେଷ ରାଶିର ଲୋକ ମାନଙ୍କର ସ୍ଵଭାବ କିଛି ଏପରି ଥାଏ କି ଯେତେବେଳେ ଏମାନଙ୍କୁ ଏପରି ଲାଗିଥାଏ କି ଏମାନଙ୍କର ହାତ ରୁ କିଛି ପଳାଉଛି ସେହି ସମୟରେ ଏହି ଲୋକ ମାନେ ସଂପୂର୍ଣ୍ଣ ରୂପରେ ନୀରାସ ହୋଇ ଯାଇଥାନ୍ତି ।

ବୃଷ : ଏହି ରାଶିର ଲୋକ ମାନେ ଅଧିକ ରୁ ଅଧିକ ଚିନ୍ତା କରିବା କାରଣ ରୁ ଏମାନଙ୍କର ଜୀବନ ରେ ଅଧିକ ରୁ ଅଧିକ ଦୁଃଖ ଆସିଥାଏ । ମିଥୁନ : ଏହି ରାଶିର ଲୋକ ମାନେ ସବୁବେଳେ ଖୁଶି ରହିବାକୁ ଇଛା କରିଥାନ୍ତି । ଯଦି ଏମାନଙ୍କର ଇଛା ଅନୁସାରେ କିଛି ହୋଇ ନତହେ ତେବେ ଏମାନେ ବ୍ୟସ୍ତ ହୋଇ ଯାଇଥାନ୍ତି ।

 

କର୍କଟ : ଏହି ରାଶିର ଲୋକ ମାନେ ସବାଉବେଳେ ବହୁତ ଦୁଃଖୀ ହୋଇଟହନ୍ତି କିନ୍ତୁ ନିଜ ମୁହଁରେ ହସ ମଧ୍ୟ ରଖିଥାନ୍ତି । ସବୁଠାରୁ ବଡ କଥା ଏହା ଯେ ଏମାନଙ୍କର ଦୁଃଖର କାରଣ ସବୁବେଳେ ଅନ୍ୟ କେହି ହୋଇଥାନ୍ତି ।

ସିଂହ : ଏହି ରାଶିର ଲୋକ ମାନେ ଭାବିଥାନ୍ତି, ଏମାନେ ସବୁକିଛି ଜାଣିଥାନ୍ତି । କିନ୍ତୁ ଆପଣ ମାନେ ଅତି ସହଜ ରେ ହିଁ ନିଜର ଭାବ କୁ ବ୍ୟକ୍ତ କରି ନଥାନ୍ତି । ସଫଳ ରାଶି ମାନକ ମଧ୍ୟ ରେ ସିଂହ ରାଶି କୁ ସବୁବେଲେ ଗଣା ଯାଇଥାଏ ।

କନ୍ୟା : ଏହି ମାନଙ୍କୁ ଜୀବନରେ ସବୁ ଜିନିଷ ସବୁବେଳେ ପରଫେକ୍ଟ ଭାବରେ ଦରକାର ହୋଇଥାଏ । ଏହି କାରଣରୁ ଏହି ମାନେ ସବୁବେଳେ ଅସ୍ତ ବ୍ୟସ୍ତ ଦୁଃଖୀ ହୋଇ ବୁଲିଥାନ୍ତି । ତୁଳା : ଏହି ରାଶିର ଲୋକ ମାନେ ଜୀବନରେ ସବୁବେଳ ନିଜର ଆସା ଅଭିଳାଷ କୁ ନେଇ ସ୍ଵପ୍ନ ପଛରେ ଘୁରି ବୁଲନ୍ତି । ଯାହା ଯଦି ପୂରଣ ହୋଇ ନଥାଏ, ତେବେ ଏମାନେ ଖୁବ ଦୁଃଖୀ ହୋଇ ଯାଇଥାନ୍ତି ।

 

ବନ୍ଧୁଗଣ କର୍କଟ ଓ କନ୍ୟା ରାଶି ପରେ ଦୁଃଖୀ ରାଶି ହେଉଛି ବିଛା ରାଶି । ଏହି ରାଶିର ଲୋକ ମାନେ ନିଜ ଦୁଃଖ କୁ ସହଜରେ ପ୍ରକଟ କରି ନଥାନ୍ତି । ନିଜ ଜିହବ୍ନ କୁ ସବୁବେଳେ ଅନ୍ୟ ର ଖୁସି ପାଇଁ ଉତ୍ସର୍ଗ କରି ଦେଇଥାନ୍ତି । ଯାହା କାରଣ ରୁ ଆପଣଙ୍କୁ ଜୀବନରେ ସବୁବେଳେ ଦୁଃଖ କଷ୍ଟ ଭୋଗ କରିବାକୁ ହୋଇଥାଏ ।

ଧନୁ : ଏହି ରାଶିର ଲୋକ ମାନେ ନିଜ ଜୀବନର ଚାବି କେବେ କାହା ହାତ ରେ ଦେବାକୁ ପସନ୍ଦ କରି ନଥାନ୍ତି । କହିବା ଅପେକ୍ଷ ଏମାନେ କରି କରି ଦେଖାଇବାକୁ ପସନ୍ଦ କରିଥାନ୍ତି ।

 

ମକର : ଏହି ଲୋକ ମାନେ କେବେ ମଧ୍ୟ ଖକୁ ନିଜ ଦୁଃଖ ବିଷୟରେ କାହାକୁ କିଛି କହି ନଥାନ୍ତି । କାରଣ ଏମାନେ ଭାବିଥାନ୍ତି କି ଏହି ସମୟ ଖୁବ ଶୀଘ୍ର ବଦଳିଯିବ । ଏହା ଭାବି ହିଁ  ଏମାନେ ନିଜ ଦୁଃଖ କେବେ କାହା ଆଗରେ ପ୍ରକାଶ କରି ନଥାନ୍ତି ।

କୁମ୍ଭ : ଏମାନେ ନିଜ ଦୁଃଖ କୁ କାହା ଆଗରେ ପ୍ରକାଶ ଅକରିବା ଅପେକ୍ଷା ଲୁଚାଇ ରଖିବାକୁ ପସନ୍ଦ କରିଥାନ୍ତି । ମୀନ : ଏହି ରାଶିର ଲୋକ ମାନେ ମଧ୍ୟ ଖୁବ ଦୁଖୀ ହୋଇ ରହିଥାନ୍ତି । କିନ୍ତୁ ଏମାନଙ୍କର ଦୁଃଖର କାରଣ ଏମାନେ ନିଜେ ହିଁ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button