ପଇସା ଗଣି ଗଣି ଥକିଯିବେ 90 ବର୍ଷ ପରେ ଅଗଷ୍ଟ 1 ରେ “ଅଧିକମାସ ପୂର୍ଣ୍ଣିମା” ଏହି 4ଟି ରାଶିରେ ଲାଗିବାକୁ ଲାଗୁଛି ଲଟେରୀ ।

ବନ୍ଧୁଗଣ ଦୀର୍ଘ 90 ବର୍ଷ ପରେ ଅଗଷ୍ଟ 1 ମଙ୍ଗଳବାରରେ ପଡିବାକୁ ଯାଉଛି ଅଧିକ ମାସ ପୂର୍ଣ୍ଣିମା । 12ଟି ରାଶି ମଧ୍ୟରୁ 4ଟି ରାଶିରେ ଲାଗିବାକୁ ଲାଗିଛି ଲଟେରୀ । ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିରେ ବନିବାକୁ ଯାଉଛି ଶୁଭ ସଂଯୋଗ । ଭଗବାନ ବିଶୁଣୁଙ୍କୁ ସମର୍ପିତ ଅଟେ ଏହି ଅଧିକ ମାସ ପୂର୍ଣ୍ଣିମା । ଏହି ଦିନ ତୀର୍ଥ ସ୍ଥାନରେ ସ୍ନାନ କରିବାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ଦାନ ପୂଣ୍ୟ କରିଲେ ଶୁଭ ଫଳ ମିଳିଥାଏ । ଅଧିକ ମାସ ପୂର୍ଣ୍ଣିମାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
କନ୍ୟା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମୟ ଅତ୍ୟନ୍ତ ଶୁଭ ରହିବାର ଅଛି । ଅଧିକ ଧନ ଲାଭ କରିବେ । ଧନ ଜନିତ ଅନେକ ପ୍ରକାରର ଲାଭ ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ହେବ । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆପଣ କଠିନ ସ୍ଥିତିର ସାମ୍ନା କରିବେ ଓ ଜୀବନରେ ସଫଳତା ପ୍ରାପ୍ତ କରିବେ ।
ମେଷ ରାଶି : ଆପଣଙ୍କ କୁଣ୍ଡଳୀରେ ଜବରଦସ୍ତ ମହାଲକ୍ଷ୍ମୀ ଯୋଗ ଅନୁଚି । ମା ଲକ୍ଷ୍ମୀଙ୍କ କୃପାରୁ ସମୟ ଉତ୍ତମ ରହିବ । ଆପଣ ବହୁତ ଜଲ୍ଦି ଏମିତି କୌଣସି ବ୍ୟକ୍ତିଙ୍କ ସହ ଭେଟ ହେବେ ଯିଏ ଆପଣଙ୍କ ଜୀବନରେ ଦିଶା ବଦଳାଇ ଦେବେ । ମା ଲକ୍ଷ୍ମୀ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବେବ । ଯାହା କାରଣରୁ ଆପଣଙ୍କୁ ପ୍ରତେକ କ୍ଷେତ୍ରରୁ ଲାଭ ହିଁ ଲାଭ ମିଳିବ । ଆପଣଙ୍କୁ ଚାକିରି କ୍ଷେତ୍ରରେ ନୂତନ ମାର୍ଗ ମିଳିବ । ମନ ମୁତାବକ ଚାକିରି ମିଳିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି ।
କୁମ୍ଭ ରାଶି : ମା ଲକ୍ଷ୍ମୀ ଏବେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଛନ୍ତି । ଯାହା କାରଣରୁ ଆପଣଙ୍କ ଜୀବନରେ ସୁଖ ସମରୁଡି ଆସିବ । ଅଧିକ ଧନ ଲାଭ ହେବ । ଆପଣ ବହୁତ ଜଲ୍ଦି ନୂଆ କାମ ଆରମ୍ଭ କରିଲେ ସଫଳତା ପାଇବେ । ଘର ପରିବାରରେ ଶାନ୍ତି ବଜାୟ ରହିବ । ବ୍ୟାପାରରେ ଅଧିକ ଫାଇଦା ପାଇବେ । ଅଟକିଥିବା କାମ ପୂରଣ ହେବ । ବିଦେଶରେ ପାଠ ପଢିବାର ସ୍ଵପ୍ନ ପୂରଣ ହେବ ।
ତୁଳା ରାଶି : ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆର୍ଥିକ ଲାଭ ହେବ । ପୂର୍ବରୁ କରାଯାଇଥିବା ମେହନତର ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆପଣଙ୍କର ଯୋଗ୍ଯତାର ପ୍ରଦର୍ଶନ ହେବ । ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବ । ଯାହା ଆପଣ କେବେ ଭାବି ନ ଥିବେ । ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆପଣଙ୍କୁ ବନ୍ଧୁଙ୍କର ସହଯୋଗ ପ୍ରାପ୍ତ ହେବ । ଜବତଦସ୍ତ ଇନକମ ମଧ୍ୟ ହେବ । ଅନେକ ପ୍ରକାରର ଲାଭ ପ୍ରାପ୍ତ ହେବ ।