ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଆପଣଙ୍କ ମ୍ୟାରେଜ କେବେ ହେବ ଆପଣଙ୍କ ଜୀବନ ସାଥି କେମିତି ହୋଇଥିବେ-Tarto Card Reading

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ବିବାହର ଇଚ୍ଛା ବହୁତ ଅଧିକ ରହିଥାଏ । ବିବାହ ପାଇଁ ମଣିଷ ଅନେକ ସ୍ଵପ୍ନ ମଧ୍ୟ ଦେଖିଥାଏ । ସେଥିପାଇଁ ସଠିକ ଜୀବନ ସାଥି ମିଳିବା ମଧ୍ୟ ଜରୁରୀ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ମ୍ୟାରେଜ କେବେ ହେବ ଓ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ । ସେଥିପାଇଁ ଆପଣଙ୍କୁ 3ଟି ଚିତ୍ର ମଧ୍ୟ ରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ଏହା ପରେ ଆପଣ ନିଜର ସବୁ ପ୍ରଶ୍ନ ର ଉତ୍ତର ଜାଣି ପାରିବେ ।
1- ଯଦି ଆପଣ ପ୍ରଥମ ନମ୍ବର ଟି ଚୟନ କରିଛନ୍ତି ତେବେ 3 ମାସ ବା 3 ବର୍ଷ ମଧ୍ୟରେ ଆପଣଙ୍କର ବିବାହ, ନିର୍ବନ୍ଧ ହୋଇପାରେ । ଆପଣ ନିଜ ସାଥିଙ୍କ ସହ ଦେଖା କରିପାରନ୍ତି । ଗରମ ଦିନରେ ଆପଣଙ୍କର ବିବାହ ହେବାର ଅଛି । ସମୟ ବହୁତ ଜଲ୍ଦି ଦେଖା ଯାଉଛି । କମ ସେ କମ 3 ମାସ ମଧ୍ୟ ହୋଇପାରେ । ଏମିତି ହୋଇପାରେ କିଛି ଲୋକଙ୍କର ମ୍ୟାରେଜ ଠିକ ହୋଇ ସାରିଛି । ମାତ୍ର 3 ଦିନ ମଧ୍ୟରେ ମଧ୍ୟ ମ୍ୟାରେଜ ସ୍ଥିର ହୋଇପାରେ । ଆପଣଙ୍କ ଲାଇଫ ପାର୍ଟନର ବହୁତ ଭଲ ବ୍ୟକ୍ତିତ୍ବର ହେବ ସହ ବୁଦ୍ଧିମାନ ହେବେ । ପଇସାର ଅଭାବ ହେବ ନାହିଁ ।
2- ଆପଣ ଯଦି ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ତେବେ କିଛି ଲୋକଙ୍କର ବିବାହ 2ରୁ ଅଢେଇ ମାସ ମଧ୍ୟରେ ହୋଇପାରେ । ଯଦି ମ୍ୟାରେଜ ହୋଇ ନାହିଁ ତେବେ ବିବାହ ସ୍ଥିର ହୋଇପାରେ । ହୋଇପାରେ ନିର୍ବନ୍ଧ ହୋଇସାରିଛି । ହୋଇପାରେ 2 ମାସ ଭିତରେ ଦୁଇ ପରିବାର ମଧ୍ୟରେ ଦେଖା ସାକ୍ଷାତ ହୋଇପାରେ । ଆପଣଙ୍କ ଲାଇଫ ପାର୍ଟନର ବହୁତ ସାରା ଗୁଡ ଲକ ନେଇକି ଆସିବେ । ସେ ଆସିବା ମାତ୍ରେ ଆପଣଙ୍କ ଜୀବନରେ ପଜେଟିଭ ଚେଞ୍ଜେସ ଆସିବ । ଆପଣ ବହୁତ ଚିନ୍ତାରେ ରହୁଛନ୍ତି । କିନ୍ତୁ ଆପଣଙ୍କ ସାଥି ଆପଣଙ୍କର ସାଥ ଦେବେ । ଆପଣଙ୍କ ଜୀବନରେ ପଜେଟିଭ ପରିବର୍ତ୍ତନ ଆସିବ । ଆପଣଙ୍କର ମ୍ୟାରେଜ ଗରମ ଦିନରେ ହୋଇପାରେ ।
3- ଯଦି ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କର ମ୍ୟାରେଜ ଥଣ୍ଡା ସମୟରେ ହୋଇପାରେ । ଆପଣଙ୍କ ସହରରେ ମ୍ୟାରେଜ ହେବ । ଲଭ ମ୍ୟାରେଜ ର ଚାନ୍ସ ଅଧିକ ରହିଛି । ଆପଣଙ୍କର ମ୍ୟାରେଜ 8ରୁ 9 ମାସ ମଧ୍ୟ ହୋଇପାରେ । ଆପଣଙ୍କର ମ୍ୟାରେଜ ଏମିତି ଋତୁ ରେ ଆସିବ ଯାହା ଥଣ୍ଡା ସମୟର ଯାହା ଆପଣଙ୍କୁ ବହୁତ ପସନ୍ଦ ଆସେ । ଆପଣଙ୍କ ଲାଇଫ ପାର୍ଟନର ବହୁତ ପଜେଟିଭ ହୋଇଥିବେ । ଆପଣ ତାଙ୍କୁ ପୂର୍ବରୁ ଜାଣିଛନ୍ତି । ସେ ଆପଣଙ୍କ ସୁଲ ମେଟ ହେବେ । ଆପଣ ଜାଣି ସାରିଛନ୍ତି ସେ ଆପଣଙ୍କର ପ୍ରକୃତରେ ଜୀବନ ସାଥି ହେବେ । ସେ ଆପଣଙ୍କ ଲାଇଫ ପାଇଁ ସବୁ କିଛି ହେବେ । ବହୁତ ସମୟ ପରେ ଆପଣ ତାଙ୍କ ସହ ଭଲ ସମୟ ବିତାଇବେ ।