ଦେଶ- ବିଦେଶ

GK- ଗୋଟେ ଟେବଲରେ ଗୋଟେ ପ୍ଳେଟ ରେ ୫ ସେଓ ଥିଲା କିନ୍ତୁ ଖାଇବାକୁ ୬ ଜଣ ଲୋକ ଥିଲେ, ତେବେ କୁହ ନ କାଟି କେମିତି ଖାଇବେ ? ଏହା ସହ ଆହୁରି 15+ GK Quiz

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆସନ୍ତୁ ଆରମ୍ଭ କରିବା ।

୧- ମଣିଷ ପ୍ରଥମ କେଉଁ ଫଳକୁ ଖାଇଥିଲା ?

ଉତ୍ତର- ଖଜୁରୀ ।

୨- ସବୁଠାରୁ ଅଧିକ କରଜ କେଉଁ ଦେଶ ପାଖରେ ଅଛି ?

ଉତ୍ତର- ଚୀନ ।

୩- ଏମିତି କେଉଁ ଭାଷା ଅଛି ଯାହା ଖାଇବା କାମରେ ଆସିଥାଏ ?

ଉତ୍ତର- ଚିନୀ ଭାଷା ।

୪- ଏମିତି କଣ ଅଛି ଯାହାକୁ ଆମେ ଦେଖିଥାଉ କିନ୍ତୁ ଛୁଇଁ ପାରି ନ ଥାଉ ?

ଉତ୍ତର- ସ୍ଵପ୍ନ ।

୫- ଲୋକେ ମୋତେ ଖାଇବାକୁ କିଣିଥାନ୍ତି କିନ୍ତୁ ଖାଆନ୍ତୁ ନାହିଁ । କୁହ କଣ ?

ଉତ୍ତର- ଚାମଚ ।

୬- କେଉଁ ଫଳ ମିଠା ହୋଇ ମଧ୍ୟ ବଜାରରେ ବିକ୍ରି ହୁଏ ନାହିଁ ?

ଉତ୍ତର- ପରିଶ୍ରମର ଫଳ ।

୭- ଏମିତି କଣ ଜିନିଷ ଅଛି ଯାହାକୁ କାଟିବା ପରେ ଲୋକେ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ ।

୮- ୧୦୦ ଟଙ୍କାରେ ଏମିତି କଣ କିଣା ଯାଇପାରିବ ଯାହା ଦ୍ଵାରା ପୁରା ରୁମ ଭରିଯିବ ?

ଉତ୍ତର- ଦିଆସିଲି ଓ ମହମବତୀ ।

୯- ଏମିତି କଣ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- ଶୋଷ ।

୧୦- ଏମିତି କଣ ଜିନିଷ ଅଛି ଯାହା ଭାଙ୍ଗିଲେ କୌଣସି ଶବ୍ଦ ହୁଏ ନାହିଁ ?

ଉତ୍ତର- ବଚନ ।

୧୧- ଏମିତି କେଉଁ କଲି ଅଛି ଯିଏ ଘରର କାନ୍ଥରେ ଖେଳିଥାଏ ?

ଉତ୍ତର- ଝିଟିପିଟି ।

୧୨- ଏମିତି କଣ ଅଛି ଯାହାକୁ ଥରେ ଖାଇଲେ ଦ୍ଵିତୀୟ ଥର ଖାଇବାକୁ ଇଚ୍ଛା ହୁଏନି ?

ଉତ୍ତର- ଧୋକା ।

୧୩- ଦୁନିଆରେ କେଉଁ ଦେଶ ସ୍ଵତନ୍ତ୍ରତା ଦେଶ ପାଳନ କରେ ନାହିଁ ?

ଉତ୍ତର- ନେପାଳ ।

୧୪- କାଜୁ ଭାରତରେ ସବୁଠୁ ଅଧିକ କେଉଁଠି ମିଳିଥାଏ ?

ଉତ୍ତର- କେରଳ ।

୧୫- ଦୁନିଆରେ ସବୁଠାରୁ ଅଧିକ ଗରମ ଦେଶ କାହାକୁ କୁହାଯାଏ ?

ଉତ୍ତର- କୁବେତ ।

୧୬- ବିଶ୍ଵ ପର୍ଜ୍ୟାବରଣ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଜୁନ ୫ ।

୧୭- ଗୋଟେ ଟେବଲରେ ଗୋଟେ ପ୍ଳେଟରେ ୫ଟି ସେଓ ଥିଲା କିନ୍ତୁ ଖାଇବାକୁ ୬ ଜଣ ଲୋକ ଥିଲେ । କୁହ ସେଓ କୁ ନ କାଟି କେମିତି ଖାଇହେବ ?

ଉତ୍ତର- ସବୁ ସେଓ ବାଣ୍ଟି ହେବ କାରଣ ଗୋଟେ ସେଓ ଟେବଲ ଉପରେ ଅଛି ଓ ୫ଟି ପ୍ଳେଟରେ ଅଛି ସମୁଦାୟ ୬ଟି ହେଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button