କେଉଁ କାରଣ ପାଇଁ ଦ୍ରୌପଦୀ କୁକୁର ମାନଙ୍କୁ ଦେଇଥିଲେ ଅଭିଶାପ ?

ଆଜି ଆମେ ଆପଣ ମାନଙ୍କୁ ଦ୍ରୌପଦୀ କଣ ପାଇଁ କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ଏହା ବହୁତ ପ୍ରଚିତ ଅଟେ । ଏହି କାହାଣୀ ମହାଭାରତରୁ ଆରମ୍ଭ ହୋଇଛି । ଆପଣ ମାନେ ଦଉପଡିଙ୍କ ଚଉଠି ରାତିର ଭିଡିଓ ଦେଖିଥିବେ ଯେଉଥିରେ ଅର୍ଜୁନ ଦ୍ରୌପଦୀ ଙ୍କୁ ବିବାହ କରି ଘରକୁ ଆଣିଥିଲେ ସେହି ସମୟରେ ତାଙ୍କ ଆମ କୁନ୍ତୀ ଅଜଣାତରେ ଆଦେଶ ଦେଇଥିଲେ କି ସବୁ ଭାଇ ମିଶି ସମାନ ଭାବରେ ଉପୋଭୋଗ କରିବେ । ମାତା କୁନ୍ତୀଙ୍କ ଆଡେଇ ମାଣିବାକୁ ସବୁ ଭାଇ ଦଉପଡି ଙ୍କ ସହ ବିବାହ କରିଥିଲେ ।
ପାଣ୍ଡବ ଅମାନଙ୍କ ମଧ୍ୟରେ ଏହା ନିର୍ଧାରିତ ହୋଇଥିଲା କି ଦ୍ରୌପଦୀ କେଉଁ ଜଣଙ୍କ ସହ ନିଜ ସମୟ ବ୍ଯତୀତ କରିବେ । ଯେବେ ଦ୍ରୌପଦୀ ସମୟ ବ୍ଯତୀତ କରୁଥିବେ ଆଉ କେହି ତାଙ୍କ କକ୍ଷକୁ ଯିବେ ନାହି । ଏହି ସମୟରେ ଏମିତି କିଛି ଘଟଣା ଘଟିଲା ଯାହା ପାଇଁ କୁକୁର ମାନଙ୍କୁ ଅଭିଶାପ ମିଳିଲା କି ସେମାନେ ସହବାସ କରିବା ସମୟରେ ପୁରା ଦୁନିଆ ଦେଖିବ ।
ଯେବେ ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କ କକ୍ଷକୁ ଯାଉଥିଲେ ସେମାନେ ଦ୍ଵାରା ପାଖରେ ଚରଣ ପାଦୁକା ରଖୁଥିଲେ । ଯାହାର କାରଣରୁ ଆଉ କେହି ପାଣ୍ଡବ କକ୍ଷକୁ ଯିବେ ନାହି । ଯେବେ ଦ୍ରୌପଦୀ ଙ୍କ ସହ ପାଣ୍ଡବ ମାନେ ସମୟ ବ୍ୟତିତ କରୁଥିଲେ ସେତେବେଳେ ସେଠାକୁ ଗୋଟେ କୁକୁର ଆସିଗଲା । ଆଉ ଖେଳ ଖେଳରେ ପାଣ୍ଡବଙ୍କ ଚରଣ ପାଦୁକାକୁ କୁକୁର ନେଇଗଲା ।
ଆଉ ପାଖରେ ଥିବା ଜଙ୍ଗଲକୁ ଯାଇ ଖେଳିବାକୁ ଲାଗିଲା । ସେହି ସମୟରେ ଭୀମ କକ୍ଷକୁ ପ୍ରସ୍ଥାନ କରି ଦେଖିଲେ କି ଦ୍ରୌପଦୀଙ୍କ କକ୍ଷ ଆଗରେ କାହାରି ଚରଣ ପାଦୁକା ନାହି । ପରେ ଭୀମ ଦ୍ରୌପଦୀଙ୍କ କାକହୟାକୁ ଯାଇ ନିଜ ଭାଇଙ୍କୁ ଦେଖି ଲଜିତ ହେଲେ । କିନ୍ତୁ ପାଣ୍ଡବ ଭୀମଙ୍କ ଉପରେ ରାଗିଜାଇ କହିଲେ କଣ ପାଇଁ କକ୍ଷକୁ ପ୍ରବେଶ କରିଲା ।
ଯେବେ ବି ସେ ନିଜ ଚରଣ ପାଦୁକା ଦ୍ଵାରା ପାଖରେ ରଖିଥିଲେ । କିନ୍ତୁ ଭିଆମ କହିଲେ କୌଣସି ଚରଣ ପାଦୁକା ଦ୍ଵାରରେ ନାହି । ଏହା ପରେ ଦୁଇ ଭାଇ କକ୍ଷରୁ ବାହାରି ଚରଣ ପାଦୁକା ଖୋଜିବା ଆରମ୍ଭ କରିଲେ । ଦୁଇ ଭାଇ ପାଦୁକା ସାନ୍ଧନାରେ ଜଙ୍ଗଲରେ ପହଞ୍ଚି ଦେଖିଲେ କି ଗୋଟେ କୁକୁର ତାଙ୍କ ପାଦୁକା ସହ ଖେଳୁଛି । କିନ୍ତୁ ଦ୍ରୌପଦୀ ଏହି କଥା ରେ ବହୁତ ଲଜ୍ଜିତ ହୋଇଗଲେ ।
ସେଥିପାଇଁ ଦ୍ରୌପଦୀ ରାଗି ଯାଇ କୁକୁରକୁ ଅଭିଶାପ ଦେଲେ କି ଯେମିତି ଆଜି ମୋତେ ସହବାସ କରିବା ସମୟରେ ଆଉ ଜଣେ ଦେଖିଲେ ଠିକ ସେମିତି ପୁରା ଦୁନିଆ ତୁମକୁ ସହବାସରେ ଦେଖିବ । ସେବେ ଠାରୁ କୁକୁର ମାନେ ସହବାସ କରିବାର ସମସ୍ତେ ଦେଖନ୍ତି । ତେବେ ଏହା ଥିଲା ସେହି କାରଣ ଯାହା ପାଇଁ ଦ୍ରୌପଦୀ କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ ।