ଦେଶ- ବିଦେଶ

ଭୟଙ୍କର ପରିସ୍ଥିତି ରେ ଭାରତ Nostradamus ଙ୍କ ଭବିଷ୍ୟତ ବାଣୀ ହିସାବରେ ଭାରତ ଉପରେ ପଡିବାକୁ ଯାଉଛି ବଡ ସଙ୍କଟ

ନମସ୍କାର ପାଠକ ବନ୍ଧୁ। ୟୁକ୍ରେନ ରୁଷ ର ଯୁଦ୍ଧ ସମୟ ରେ ଫରାସୀ ଦାର୍ଶନିକ ନୋଷ୍ଟ୍ରାଦମସ ଙ୍କ ଭବିଷ୍ୟ ବାଣୀ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ତେବେ ଆମ ମାଳିକା ରେ ମଧ୍ୟ ଏହିସବୁ ବିଷୟ ରେ ଲେଖା ଅଛି। ଚାଲନ୍ତୁ ଜାଣିବା।

ମାଳିକା ରେ ଲେଖା ଅଛି ୧୩ ଟି ମୁସଲମାନ ଦେଶ ଏକାଠି ହେବେ। ଯାହାର କି ଭରତ ଉପରେ ଖୁବ୍ ପ୍ରଭାବ ପଡ଼ିବ ସେମାନେ ଦୁଇଟି ଦେଶ କୁ ଆଟେକ କରିବେ ଇଶ୍ରାଇଲ ଏବଂ ଭରତ କୁ। ମାଳିକା ରେ ଲେଖା ଅଛି ମୁସଲିମ ଦେଶ ଅଣ ମୁସଲିମ ଦେଶ କୁ ଆକ୍ରମଣ କରି ତାଙ୍କୁ ବାଧ୍ୟ କରିବେ ଯୁଦ୍ଧ କରିବା ପାଇଁ। ସେତେବେଳେ ନିଜ ଭିତରେ ସବୁ ତିକ୍ତତା ଭୁଲି ସମସ୍ତେ ଭରତ ଉପରକୁ ଆକ୍ରମଣ କରିବେ।
ଋଷିଆ ଚିନ୍ ର ସପୋର୍ଟ ବିନା କିଛି ବି ନୁହେଁ। ଚୀନ ଯେତେବେଳେ ଭରତ କୁ ଆଟେକ୍ କରିବ ସେତେବେଳେ ଋଷିଆ ମଧ୍ୟ ଚୀନ କୁ ସପୋର୍ଟ କରିବ। ସେତେବେଳେ ଭାରତକୁ ଆମେରିକା ସପୋର୍ଟ କରିବ। ସେତେବେଳେ ଆଉ ଋଷିଆ ଏବଂ ଭରତ ମିତ୍ର ଦେଶ ହେଇ ରହିବେ ନାହିଁ। ଆଉ ଋଷିଆ ମଧ୍ୟ ଭରତ କୁ ଆଉ ଅସ୍ତ୍ର ଶସ୍ତ୍ର ର ସାହାଯ୍ୟ କରିବ ନାହିଁ।
ମାଳିକା ଅନୁସାରେ ଛଅ ବର୍ଷ ଛଅ ମାସ ହେବ ସମ୍ପୂର୍ଣ୍ଣ ଯୁଦ୍ଧ। ଏବଂ ୨୦୨୨ରେ ଚୀନ ପାକିସ୍ଥାନ ଦୁହେଁ ମିଶି ଭରତ ଉପରେ ଆଟାକ କରିବେ।୨୩ ଏପ୍ରିଲ ୨୦୨୪ ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଏହି ଯୁଦ୍ଧ ଟି ବ୍ରେକ ହେଇପାରେ। ତେବେ ଦେଖାଯାଉ ଆଗକୁ ଏହି ମାଳିକା ବଚନ କେତେ ମାତ୍ରା ରେ ସତ୍ୟ ପ୍ରତିତ ହେଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button