ଜ୍ୟୋତିଷ

ଆସିଗଲା ଶୁଭ ସମୟ ଆଜିଠାରୁ ଧନୀ ହେବେ ଏହି ୫ ଟି ରାଶି ହନୁମାନ ନିଜେ ଢ଼ାଳିବେ ଟଙ୍କା

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦେଖନ୍ତୁ ବ୍ୟକ୍ତି ର ଜନ୍ମ ସମୟ ରେ ଯେଉଁ ରାଶି ରେ ଚନ୍ଦ୍ର ଗ୍ରହ ରହି ଥାନ୍ତି ସେହି ବ୍ୟକ୍ତି ର ସେହି ରାଶି ହୋଇ ଥାଏ । ଜାହାକୁ ଚନ୍ଦ୍ର ରାଶି ବୋଲି ବି କୁହାଯାଏ । ଏବଂ ସେହି ପରି ବେଳେ ଚନ୍ଦ୍ର ରାଶି ପାଇଁ ସମସ୍ତ ୧୨ ଟି ରାଶି ମାନଙ୍କ ପାଇଁ ଅଲଗା ଅଲଗା ଅକ୍ଷର ମଧ୍ୟ କୁହା ଜାଇ ଅଛି ।

ଏବଂ ସେହି ରାଶି ଏବଂ ନାମର ଅକ୍ଷର କୁ ନେଇ ସମସ୍ତ ଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଅଲଗା ଅଲଗା ହୋଇ ଥାଏ ।ହେଲେ ଏମିତି କିଛି ରାଶି ମାନେ ହନୁମାନଜୀଙ୍କ କୃପାରୁ ଜାଣିବା କେଉଁ ରାଶି ଗୁଡିକ ଭାଗ୍ୟ ବଦଳିବାକୁ ଯାଉଛି । ଆଜି ଆମେ ସେହି ରାଶି ସମ୍ବନ୍ଧରେ ଜାଣିବା ।

ବୃଷ ରାଶି : ବେରୋଜଗାର ଯୁବକ ମାନଙ୍କୁ ଚାକିରୀ କ୍ଷେତ୍ର ରେ ବହୁତ ସଫଳ ମିଳିବ । ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଆପଣ ମାନଙ୍କୁ ଅଚାନକ ଭାବେ ଧନ ପ୍ରାପ୍ତି ହେବ। ଧନୁ ରାଶି : ଧନୁ ରାଶି ବ୍ୟକ୍ତି ମାନଙ୍କ ଉପରେ ସନିଦେବ ଖୁସି ପୂର୍ଣ୍ଣ ରହିବେ, ଖାସ୍ କରି ଯେଉଁ ବ୍ୟକ୍ତି ମାନେ ବ୍ୟପାର ରହିଛି ସେମାନଙ୍କୁ ଭଲ ଲାଭ ମିଳିବାର ଯୋଗ ବନୁଛି ଆପଣଙ୍କୁ ଆଗାମୀ ସମୟରେ ଧନ ସମ୍ପଦର ସମସ୍ତ ସମସ୍ୟ ଦୂର ହେବ ।
 ତୁଳା ରାଶି: ଏହି ରାଶି ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ବନୁଛି ଏବଂ ଶ୍ରୀ ରାମ ଙ୍କର ବି କୃପା ବନୁଛି ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ଦିନରେ ସଠିକ୍ ସମୟ ରେ ଧନ ର ଆୟ ହେବ । ଏହି ଦିନରେ ଆପଣ ମାନଙ୍କ ଉପରୁ ସବୁ କରଜ ର ଭାବ ଖସି ଯିବ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ର ଏହି ଦିନ ରେ ରହି ଥିବା ବହୁତ ଦିନ ର କାର୍ଯ୍ୟ କୁ ଆପଣ ମାନେ ସଫଳତା ପ୍ରାପ୍ତି କରି ପାରିବେ ।
Astrology
ମିଥୁନ ରାଶି : ଏମାନଙ୍କର ଖରାପ ସମୟ ବ୍ୟତୀତ ହେଇଯିବ । ଏମାନେ ଏହି ସମୟ ମଧ୍ୟରେ ବହୁତ ବଡ଼ ସଫଳତା ପାଇବେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ । ଟିକେ ପରିଶ୍ରମ କରିବା ଦ୍ୱାରା ଏମାନେ ଭଲ ସଫଳତା ପାଇବେ ।ଏମାନେ ଖୁସିର ସମୟ ବ୍ୟତୀତ କରିବେ । ବ୍ୟବସାୟ ରେ ଭଲ ଉନ୍ନତି ହେବ । ଏହି ରାଶିର ଲୋକମାନେ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଲିଶା ପଢିବା ଦ୍ୱାରା ଏମାନଙ୍କୁ ଶୁଭ ଫଳ ମିଳିଥାଏ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button