ଜ୍ୟୋତିଷ
ଆସନ୍ତା କାଲିଠାରୁ ଏହି ୭ ଟି ରାଶିରେ ହାତୀ ଢାଳିବ ସୁନାର କଳସ ଚମକି ଉଠିବ ଭାଗ୍ୟ ଏହି ରାଶିଙ୍କର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାଲି ସକାଳ ୮.୩୦ ପରେ ହେବ ବହୁତ ବଡ ଚମତ୍କାର ଅଚାନକ ଭାବେ ବଦଳି ଯିବ। କାଲି ସକାଳ ୮.୩୦ ପରେ ପରେ ବହୁତ ବଡ ସଂଯୋଗ ହେବାକୁ ଜାଉଛି କାରଣ କାଲି ସକାଳେ ଅମୃତ ସିଧି ଯୋଗ ର ପ୍ରାରମ୍ଭ ହେବାକୁ ଜାଉଛି।ଏହି ପରିବର୍ତନ ୭ ଗୋଟି ରାଶି ମାନଙ୍କ ଉପରେ ଦେଖିବା ପାଇଁ ମିଳିବ ଏମାନଙ୍କ ଜିବନ ରେ ଖୁସୀ ର ସମୟ ଆସିବା ପାଇଁ ଯାଉଛି ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଧନ ର ବର୍ଷା ବି କରି ପାରନ୍ତି।
ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତି ହେବ । ସେହି ପରି ବେଳେ କୁଣ୍ଡଳୀ ରେ ଗ୍ରହ ମାନଙ୍କର ଗୋଚର ଯୋଗ ଯୋଗୁଁ ଏମାନଙ୍କୁ ଅନେକ ଶୁଭ ଫଳ ମିଳିବ ଏମାନେ ବ୍ୟବସାୟ ରେ ଲାଭ ହେବ।ମେଷ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ଅଦ୍ଭୁତ କୃପା ଦେଖିବା ପାଇଁ ମିିଳିବ । ଆପଣ ମାନେ ପରିଶ୍ରମ ଏହି ଦିନ ରେ ଜାରୀ ରଖନ୍ତୁ ଆପଣ ମାନଙ୍କୁ ଉତ୍ତମ ଫଳ ପ୍ରାପ୍ତି ହେବ । ଆପଣ ମାନଙ୍କ ମାନସମ୍ମାନ ବଢିବ ।
ଧନୁ ରାଶି ଏହି ରାଶି ର ଲୋକ ମାନଙ୍କର ଆଗାମୀ ସମୟ ରେ ନୂତନ ଯୋଜନା କରିବା ସମ୍ଭାବନା ରହିଛି ଏହା ସହିତ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଷେଶ କୃପା ଦେଖିବା ପାଇଁ ମିଳିବ । ମିଥୁନ ରାଶି । ଏହି ରାଶି ର କୁଣ୍ଡଳୀ ରେ କାଲି ସକାଳ ୮.୩୦ ପରେ ମହାସଂଯୋଗ ଦେଖିବା ପାଇଁ ମିଳିବ ଏବଂ ଗ୍ରହ ମାନଙ୍କ ଭଲ ଅବସ୍ଥାନ ଫଳ ରେ ଏମାନଙ୍କୁ ଶୁଭ ଫଳ ମିଳିବ ଆପଣ ମାନଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ । ସେହି ପରି ଭାବେ ମାତା ଲକ୍ଷ୍ମୀ ଙ୍କ କୃପା ରୁ ସମସ୍ତ କାର୍ଯ୍ୟ ସଫଳ ହେବ ।

କନ୍ୟା ରାଶି । ଏହି ରାଶି ଲୋକଙ୍କ ଜୀବନରେ ପାରିବାରିକ ସମସ୍ୟା ବହୁତ ସମୟ ଧରି ଲାଗି ରହିଥିଲା ତାହା ଖୁବ୍ ଶୀଘ୍ର ସମାଧାନ ହୋଇଯିବ।ମକର ରାଶି । ଏହି ରାଶି ଲୋକଙ୍କ ଜୀବନରେ ମହାସଂଯୋଗ ଆସିଛି ଆପଣ ନିଜ ଜୀବନରେ ଯେତେ ଉନ୍ନତି କରିବା କଥା ବର୍ତମାନ କରିବେ।କୁମ୍ଭ ରାଶି । ଏହି ରାଶିର ଲୋକଙ୍କ ଜିବନ ରେ ଯେତେ ଦୁକଃ କଷ୍ଟ ଆସିଲେ ମଧ୍ୟ ହାର ମାନିବେ ନାହିଁ । ଏବଂ ନିଜର ରାସ୍ତା ଆପଣ ନିଜେ ବାଛିବେ ।
ତେବେ ପାଠକ ବନ୍ଧୁ ଆମକୁ କମେଣ୍ଟ୍ ମଧ୍ୟମ ରେ ଜଣାନ୍ତୁ ଆପଣଙ୍କର କେଉଁ ରାଶି।




